ଛତିଶଗଡ ବିଜାପୁରରେ ୨୪ ଜଣ ମାଓବାଦୀ CRPF ଡିଆଇଜି ରାକେଶ କୁମାର ଏବଂ ବିଜାପୁର ଏସପି ଜିତେନ୍ଦ୍ର ୟାଦବଙ୍କ ନିକଟରେ PLGA ଡେପୁଟି କମାଣ୍ଡରଙ୍କ ସମେତ ୨୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୨୪ ମାଓବାଦୀ ମଧ୍ୟରୁ ୭ ଜଣ ମହିଳା ମାଓବାଦୀ ରହିଛନ୍ତି । ଏହି ୨୪ ଜଣ ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ ୮୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ ସରକାର । ଚଳିତ ବର୍ଷ ବିଜାପୁର ଜିଲ୍ଲାରେ ୨୭୭ ଜଣ ନକ୍ସଲ ଆତ୍ମସମର୍ପଣ କରିଲେଣି । Post navigation ପାକିସ୍ତାନ ପାଇଁ ଆକାଶ ସୀମା କଟକଣା ଆଉ ମାସେ ବଢ଼ାଇଲା ଭାରତ କେରଳ ଛୁଇଁଲା ମୌସୁମୀ; ୧୬ ବର୍ଷ ପରେ ଆସିଲା ସଅଳ