ତାଜା ଖବର ରାଜ୍ୟ Odisha Steps Up Anti-Naxal Operations: ଅନ୍ୟ ରାଜ୍ୟର ନକ୍ସଲଙ୍କୁ ଆତ୍ମସମର୍ପଣର ଆହ୍ୱାନ ଦେଲେ ଓଡିଶା ସରକାର February 11, 2026 Nirvay ଓଡ଼ିଶା ସରକାର ନକ୍ସଲମୁକ୍ତ ଦେଶ ପାଇଁ ନୂଆ ରୋଡ୍ମ୍ୟାପ୍ ଘୋଷଣା କରିଛନ୍ତି । ଏହି ରୋଡ୍ମ୍ୟାପ୍ ଦ୍ୱାରା ଅନ୍ୟ ରାଜ୍ୟର ନକ୍ସଲଙ୍କୁ ଆତ୍ମସମର୍ପଣର ଆହ୍ୱାନ ଦିଆଯାଇଛି । ୨ ମାସରେ ଦ୍ୱିତୀୟ ଥର ପାଇଁ ସଂଶୋଧିତ ହେଲା ପ୍ୟାକେଜ୍ । ରାଜ୍ୟ…
ତାଜା ଖବର ଦେଶ Historic surrender in Chhattisgarh: ଆତ୍ମସମର୍ପଣ କଲେ ୨୦୮ ମାଓବାଦୀ October 17, 2025 Papirani ସବୁଠାରୁ ବଡ ନକ୍ସଲଙ୍କ ଆତ୍ମସମର୍ପଣ । ଅସ୍ତ୍ର ଛାଡ଼ିଛନ୍ତି ୨୦୮ ମାଓବାଦୀ । ଜଗଦଲପୁରରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ନିକଟରେ ୨୦୮ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୧୫୩ ମାରଣାସ୍ତ୍ର ଦାଖଲ କରିଛନ୍ତି, ଯେଉଁଥିରେ…
ଦେଶ ଛତିଶଗଡ଼ରେ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ; ମୁଣ୍ଡରେ ଥିଲା ୮୭ ଲକ୍ଷ ଟଙ୍କା ପୁରସ୍କାର May 24, 2025 Nirvay ଛତିଶଗଡ ବିଜାପୁରରେ ୨୪ ଜଣ ମାଓବାଦୀ CRPF ଡିଆଇଜି ରାକେଶ କୁମାର ଏବଂ ବିଜାପୁର ଏସପି ଜିତେନ୍ଦ୍ର ୟାଦବଙ୍କ ନିକଟରେ PLGA ଡେପୁଟି କମାଣ୍ଡରଙ୍କ ସମେତ ୨୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୨୪ ମାଓବାଦୀ ମଧ୍ୟରୁ ୭ ଜଣ ମହିଳା…
ତାଜା ଖବର ଦେଶ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ମିଳିଲା ୧୨ ଜଣଙ୍କ ପରିଚୟ January 24, 2025 Papirani ଗରିଆବନ୍ଧ ଅପରେସନରେ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ମିଳିଲା ୧୨ ଜଣଙ୍କ ପରିଚୟ। ଏନ୍କାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ ଓଡ଼ିଆ ଚିହ୍ନଟ ହୋଇଛନ୍ତି । ମୃତ ଓଡ଼ିଆ ମାଓବାଦୀ ଜଣକ କଟକ ନିଆଳିର ଆଲୋକ ଓରଫ୍ ମୁନ୍ନା । ମୁନ୍ନା ନାଁରେ…
ତାଜା ଖବର ଦେଶ ଛତିଶଗଡ଼ରେ ମାଓବାଦୀଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ; ୩ ନିହତ January 9, 2025 Papirani ଛତିଶଗଡରେ ପୁଣି ଏନକାଉଣ୍ଟର । ସୁକୁମା ବିଜାପୁର ସୀମାରେ ଚାଲିଛି ଗୁଳି ବିନିମୟ । ପୋଲିସ ଓ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତି । ଡିଆରଜି , ଏସଟିଏଫ୍, କୋବ୍ରା ବାହିନୀର ମିଳିତ ଅପରେସନରେ…