Day: 31 March 2026

Rain Alert In Odisha: ଆସନ୍ତା ୪ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ଓଡ଼ିଶାର କିଛି ଜିଲ୍ଲା ପାଇଁ ଆସନ୍ତା ଚାରିଦିନ କାଳବୈଶାଖୀ ହେବା ନେଇ ସତର୍କତା ଜାରି କଲା ଭାରତୀୟ ପାଣିପାଗ ବିଭାଗ। ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଜ୍ରପାତ, ଝଡ଼ବର୍ଷା ସହ କୁଆପଥର ମାଡ ହେବାର ସମ୍ଭାବନା ରହିଛି।…

Shitala Temple Stampede: ବିହାରର ଶୀତଳା ଦେବୀ ମନ୍ଦିରରେ ଦଳାଚକଟା; ୮ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ

ବିହାର ନାଳନ୍ଦା ଜିଲ୍ଲା ଶୀତଳା ଦେବୀ ମନ୍ଦିରରେ ଦଳାଚକଟା । ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ପୂଜା ବେଳେ ବହୁ ସଂଖ୍ୟକ ଲୋକ ଏକାଠି ହେବାରୁ ଅଘଟଣ ଘଟିଛି।…

Newborn Boy Rescued In Bhubaneswar: ରାଜଧାନୀରେ ଅଟୋ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ରାଜଧାନୀରେ ଅଟୋ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର। ଉଦ୍ଧାର କଲା କମିଶନରେଟ ପୋଲିସ । ଭୁବନେଶ୍ବର ପଟିଆ ଶୁଭମ ଆପାର୍ଟମେଣ୍ଟ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉଦ୍ଧାର ପରେ ଶିଶୁପୁତ୍ରକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି ।…

India Free Of Naxal Violence: ଆଜି ଶେଷ ହେଉଛି ନକ୍ସଲ ମୁକ୍ତ ଭାରତ ଡେଡ୍‌ଲାଇନ୍‌

ବାମପନ୍ଥୀ ଉଗ୍ରବାଦକୁ ମୂଳୋତ୍ପାଟନ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟସୀମା ଆଜି ଶେଷ ହେଉଛି। ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ଗତ କିଛି କିଛି ଦିନ…