Day: 30 March 2026

BJD Condemns Nishikant Dubey’s Remarks: ବିଜୁ ବାବୁଙ୍କୁ ନେଇ ଦୁବେଙ୍କ ଅପମାନଜନକ ମନ୍ତବ୍ୟ; ଦୃଢ ନିନ୍ଦା କଲେ ନବୀନ ପଟ୍ଟନାୟକ

ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳ (ବିଜେଡି) ପୂର୍ବତନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଜେପି ନେତା ନିଶିକାନ୍ତ ଦୁବେଙ୍କ ଦ୍ୱାରା ଦିଆଯାଇଥିବା ବିବାଦୀୟ ମନ୍ତବ୍ୟକୁ ଦୃଢ଼ ନିନ୍ଦା…

CM Emergency Meeting To Be Held Today: ଆଜି ସନ୍ଧ୍ୟାରେ ସବୁ ଜିଲ୍ଲାପାଳଙ୍କ ସହ ବସିବ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୁଦ୍ଧ ପରିସ୍ଥିତିର ସମୀକ୍ଷା ଏବଂ ରାଜ୍ୟର ପ୍ରସ୍ତୁତି ମୂଲ୍ୟାଙ୍କନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିବାକୁ ଯାଉଛନ୍ତି। ରାଜ୍ୟର ସବୁ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ଲୋକସେବା…

Bomb Threats Message: ବିଭିନ୍ନ ହାଇକୋର୍ଟକୁ ଧମକପୂର୍ଣ୍ଣ ମେସେଜ୍ ଘଟଣା; ଜଣେ ଗିରଫ

ବିଭିନ୍ନ ହାଇକୋର୍ଟକୁ ଧମକପୂର୍ଣ୍ଣ ମେସେଜ୍ ଅଭିଯୋଗରେ ଜଣେ ଗିରଫ। କର୍ଣ୍ଣାଟକର ମହିଶୂରରୁ ଶ୍ରୀନିବାସ ଲୁଇସ୍‌ଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ୍। ହାଇକୋର୍ଟ, ସରକାରୀ ଅଫିସ୍‌ ଓ ସ୍କୁଲକୁ ପଠାଉଥିଲେ ଧମକପୂର୍ଣ୍ଣ ମେସେଜ୍ । ୧୦୦୦ରୁ ଅଧିକ ମିଥ୍ୟା ମେସେଜ୍ ପଠାଇବା ଅଭିଯୋଗରେ…