Day: 24 March 2026

No SC Status for Converts: ଧର୍ମ ପରିବର୍ତ୍ତନ କଲେ ରଦ୍ଦ ହେବ ଏସସି/ଏସଟି ମାନ୍ୟତା

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମାମଲାରେ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ଭାରତର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତିମାନେ ଅନୁସୂଚିତ ଜାତି (ଏସସି/ଏସଟି)…

SCB Fire Tragedy: ଏସସିବି ଘଟଣା; ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ପ୍ରତିବାଦ ଜାରି ରହିବ: ନବୀନ ପଟ୍ଟନାୟକ 

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ପ୍ରତିବାଦ ଜାରି ରହିବ । ଏତେ ବଡ଼ ଘଟଣା ପରେ ବି କୌଣସି କେନ୍ଦ୍ରମନ୍ତ୍ରୀ ନଆସିବା ଦୁଃଖର କଥା ।…

Delhi Assembly Gets Bomb Threat: ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ । ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌ । ଏହା ସହ ମେଟ୍ରୋ ଷ୍ଟେସନକୁ ମଧ୍ୟ ଉଡ଼ାଇଦେବାକୁ ଧମକ । ପୋଲିସ ସୂତ୍ର ଅନୁଯାୟୀ, ପ୍ରଥମ ଧମକ ବିଧାନସଭାର ସରକାରୀ ଇମେଲ୍ ଠିକଣାରେ…

Odisha Assembly: ବିଧାନସଭାରେ ଥମୁନି ଏସସିବି ତାତି; ୧୧ ଟା ୩୦ ଯାଏଁ ମୁଲତବୀ ଘୋଷଣା

ବିଧାନସଭାରେ ଥମୁନି ଏସସିବି ପ୍ରସଙ୍ଗ । ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କ ହଟ୍ଟଗୋଳ ଏବଂ ହଙ୍ଗାମା । ଚାଲିପାରିଲାନି ପ୍ରଶ୍ନକାଳ । ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ନାରାବାଜି ଦେଖିବାକୁ ମିଳିଛି। ଏସସିବି ମେଡିକାଲ ପୋଡ଼ି…

Marijuana Seized At BBSR Airport: ଭୁବନେଶ୍ୱର ବିମାନବନ୍ଦରରୁ ଠାବ ହେଲା ୬କେଜି ହାଇଡ୍ରୋପୋନିକ୍ ଗଞ୍ଜେଇ

ବିମାନବନ୍ଦରରୁ ଠାବ ହେଲା ୬କେଜି ଗଞ୍ଜେଇ। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ର ଅଧିକାରୀମାନେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଢେଇ କୋଟି ଟଙ୍କାରୁ ଅଧିକ ମୂଲ୍ୟର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରିଛନ୍ତି।ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ ଠାବ ହେଲା…