Day: 23 March 2026

Violence Against Women In Odisha: ଗୋଟିଏ ବର୍ଷରେ ପଞ୍ଜିକୃତ ହୋଇଛି ୩୨ ହଜାର ୬୮୭ ମହିଳା ବିରୋଧୀ ହିଂସା: ମୁଖ୍ୟମନ୍ତ୍ରୀ

ଗୋଟିଏ ବର୍ଷରେ ୩୨ ହଜାର ୬୮୭ ମହିଳା ବିରୋଧୀ ହିଂସା ପଞ୍ଜିକୃତ । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖି ୨୦୨୫ ମସିହାର ମହିଳା ବିରୋଧୀ…

Rajya Sabha Cross-Voting: ବିଧାୟକ ରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ କଂଗ୍ରେସର ଆବେଦନ

ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ କଂଗ୍ରେସର ଆବେଦନ । ବାଚସ୍ପତି ସୁରମା ପାଢୀଙ୍କୁ ଭେଟି ଆବେଦନ କଲେ ରାଜ୍ୟ କଂଗ୍ରେସର ନେତା । ବିଧାୟକ ଦଳ ନେତା, ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ସିଏସ୍…

Odisha Maoist Free: ରାଜ୍ୟରେ ଅଛନ୍ତି ୧୫ ମାଓବାଦୀ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟରେ ଅଛନ୍ତି ୧୫ ମାଓବାଦୀ । ଏ ନେଇ ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଓଡ଼ିଶା ସମ୍ପୂର୍ଣ୍ଣ ମାଓ ପ୍ରଭାବ ମୁକ୍ତ ହେବା ଦ୍ୱାରରେ ପହଞ୍ଚିଛି, ରାଜ୍ୟରେ ବର୍ତ୍ତମାନ ମାତ୍ର ୧୫ ଜଣ ମାଓବାଦୀ…

LPG Crisis : ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ମହଜୁଦ ଅଛି ଗ୍ୟାସ୍‌: କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ମହଜୁଦ ଅଛି ଗ୍ୟାସ୍‌ ।ଇରାନ-ଇସ୍ରାଏଲ୍ ଯୁଦ୍ଧ ପାଇଁ ଦେଶରେ ତୈଳ ଏବଂ ଗ୍ୟାସକୁ ନେଇ ଆହାକର ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ରାଜ୍ୟରେ ଘରୋଇ ଗ୍ୟାସର ଅଭାବ ନାହିଁ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ…

Rain Alert: ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ରାଜ୍ୟକୁ ଆସୁଛି ବଡ ବର୍ଷା। ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟରେ କାଳବୈଶାଖୀ ପ୍ରଭାବ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ବିଚ୍ଛିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା…

SCB Fire Tragedy: ଏସସିବିରେ ଅଗ୍ନିକାଣ୍ଡ ଘଟଣା; ବଦଳିଲେ ଡିନ୍ ଓ ସୁପରିନ୍‌ଟେଣ୍ଡେଣ୍ଟ

କଟକ ବଡ଼ ମେଡିକାଲରେ ବଡ଼ ଅଘଟଣ ପରେ ଆକ୍ସନ ମୋଡ଼ରେ ସରକାର । ବଦଳିଲେ ଏସସିବିର ଡିନ୍ ଓ ସୁପରିଟେଣ୍ଡେଣ୍ଟଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟ । ପ୍ରଫେସର ଡାକ୍ତର ପ୍ରତିଭା ପଣ୍ଡା ହେଲେ ଏସସିବି ମେଡିକାଲ୍ କଲେଜର ନୂଆ ଡିନ୍…