Month: February 2026

Union Budget 2026: ଶ୍ରେୟ ଅଶ୍ବିନୀଙ୍କର, ମଜଭୁତ ହେଉଛି ଓଡ଼ିଶା ରେଳ ଭିତ୍ତିଭୂମି

ରେଳ ବଜେଟ୍‌ରେ ଓଡ଼ିଶା ପାଇଁ ରେକର୍ଡ ୧୦,୯୨୮ କୋଟି ଆବଣ୍ଟନକୁ ସ୍ବାଗତ କରିଛନ୍ତି ବରିଷ୍ଠ ଅର୍ଥ ନୀତିଜ୍ଞ ରାଜୀବ ସାହୁ। ସେ କହିଛନ୍ତି ଯେ ଏହାର ଶ୍ରେୟ ମୁଁ ଦେବାକୁ ଚାହିଁ ବି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ। ତାଙ୍କର ଏହି…

Railway Budget: ଓଡ଼ିଶାକୁ ‘ଅଶ୍ବିନୀ’ଙ୍କ ବଡ଼ ଉପହାର; ପୁଣି ରେକର୍ଡ ୧୦,୯୨୮ କୋଟି

ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦେଇଛନ୍ତି ବଡ଼ ଉପହାର। କେନ୍ଦ୍ର ବଜେଟ୍‌ରେ ଓଡ଼ିଶାର ରେଳବାଇକୁ ମିଳିଛି ପୁଣି ରେକର୍ଡ ଅର୍ଥ। ଉପା-୨ ସରକାର (୨୦୦୯- ୨୦୧୪) ସମୟରେ ରେଳବାଇ କ୍ଷେତ୍ରରେ…

President Murmu At Maa Biraja Temple: ମା’ ବିରଜାଙ୍କ ଦର୍ଶନ କରିବା ସହ ନାଭିଗୟାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯାଜପୁର ଗସ୍ତ କରିବା ସମୟରେ ମା’ ବିରଜାଙ୍କୁ ଦର୍ଶନ କରିବା ସହ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ସହ ସେଠାରେ…

Aditya Aluminium Controversy: ବିନା ପରିବେଶ ମଞ୍ଜୁରୀ ଓ ଜନ ଶୁଣାଣିରେ ହୋଇଗଲା ଭୂମି ପୂଜନ

ଆଦିତ୍ୟ ଆଲୁମିନିୟମ କମ୍ପାନି ଓଡ଼ିଶାରେ ଏକ ବିବାଦୀୟ ପ୍ରକଳ୍ପ ପାଇଁ ଭୂମି ପୂଜନ କରିଛି । ଏହି ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ଏବଂ ଜନ ଶୁଣାଣି ବାକି ଥିବା ବେଳେ କମ୍ପାନି ଏହି କାର୍ଯ୍ୟ କରିଛି । କମ୍ପାନି ପରିବେଶ…

Trump Reduces Tariffs On India: ଭାରତ ଉପରେ ୨୫% ରୁ ୧୮% କୁ ଟାରିଫ ହ୍ରାସ କଲା ଆମେରିକା

ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଆଲୋଚନା ଚାଲିଛି । ଏହି ଆଲୋଚନା ଅନ୍ତର୍ଗତ, ଆମେରିକା ଭାରତ ଉପରେ ଲଗାଇଥିବା ୨୫% ଟାରିଫକୁ ୧୮%କୁ ହ୍ରାସ କରିଛି । ଏହା ଭାରତୀୟ ରପ୍ତାନିକାରୀଙ୍କ ପାଇଁ ଏକ ବଡ଼ ଖବର ।…

New NAC And Municipality Elections In Odisha: ଓଡ଼ିଶାରେ ନୂଆ କରି ଗଠନ ହୋଇଥିବା ପୌର ପରିଷଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଓଡ଼ିଶାରେ ନୂଆ କରି ଗଠନ ହୋଇଥିବା ପୌର ପରିଷଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ । ରାଜ୍ୟରେ ନୂଆ କରି ଗଠନ ହୋଇଥିବା ବିଜ୍ଞପ୍ତି ଅଞ୍ଚଳ ପରିଷଦ (NAC), ପୌରପାଳିକା ଏବଂ ମହାନଗର ନିଗମଗୁଡ଼ିକରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି…

Railway Budget: ଓଡିଶାକୁ ରେଳବାଇ କ୍ଷେତ୍ରରେ କେନ୍ଦ୍ର ବଜେଟରେ ସଂପୂର୍ଣ୍ଣ ଅବହେଳା କରାଯାଇଛି: ଭକ୍ତ ଦାସ

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କର ବଡ଼ ଦାବି ସତ୍ତ୍ୱେ ଓଡ଼ିଶା ପାଇଁ ଚଳିତ ବର୍ଷ ରେଳ ବଜେଟ୍ ରେ ସେମିତି କିଛି ଆଖିଦୃଶିଆ ବ୍ୟବସ୍ଥା କରାଯାଇ ନାହିଁ ଏବଂ କେନ୍ଦ୍ର ସରକାର ଓଡିଶାକୁ ସଂପୂର୍ଣ୍ଣ ଭାବେ ଚଳିତ ବଜେଟରେ ରେଳବାଇ କ୍ଷେତ୍ରକୁ…

President Arrived In Bhubaneswar: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏବେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମହାମହିମ। ସେଠାରେ ରାଜ୍ୟପାଳ ଓ…

BJD Press Meet On Voter Chori Allegations: ଏପର୍ଯ୍ୟନ୍ତ ନିର୍ବାଚନ କମିସନଙ୍କୁ ପଚାରିଥିବା ଅନେକ ପ୍ରଶ୍ନର ସ୍ପଷ୍ଟ
ଉତ୍ତର ମିଳିନାହିଁ: ବିଜେଡି

୨୦୨୪ ସାଧାରଣ ନିର୍ବାଚନରେ ବିଭିନ୍ନ ଅନିୟମିତତାକୁ ନେଇ ବିଜୁ ଜନତା ଦଳ ତରଫରୁ ଦେଶର ନିର୍ବାଚନ କମିସନରଙ୍କୁ ଦୁଇ ଦୁଇ ଥର ଭେଟି ଲିଖିତ ଭାବରେ ପଚରା ଯାଇଥିବା ବିଭିନ୍ନ ଅସମାହିତ ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ମିଳିପାରି ନାହିଁ…

Subhadra Shakti Mela In Rayagada: ରାୟଗଡାରେ ସୁଭଦ୍ରା ଶକ୍ତିମେଳାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାୟଗଡ଼ାରେ ସୁଭଦ୍ରା ଶକ୍ତି ମେଳାର ଉଦଘାଟନ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ପାଇଁ ଏକ ପ୍ରମୁଖ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ଏବଂ ଏଥିସହିତ ଜିଲ୍ଲାରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ…