Month: February 2026

Niranjan Patnaik House Loot Case: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣା: ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲା ଲୁଟେରା ସ୍ପାଇଡର୍

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣାରେ ନିର୍ଦ୍ଦୋଷରେ ଖଲାସ ହେଲା ଲୁଟେରା ସ୍ପାଇଡର ସତୀଶ। ଭୁବନେଶ୍ୱରର ଜେଏମଏଫସି -୩ କୋର୍ଟ କରୀ ସତୀ ବାବୁ ଛଦ୍ମନାମ ସତୀଶ ରେଡ୍ଡୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସାକ୍ଷପ୍ରମାଣ ଅଭାବରୁ ଜେଲରୁ…

Spelling Change Of Places In Odisha: ୨୪ଟି ସ୍ଥାନର ଇଂରାଜୀ ନାମର ସଂଶୋଧନ ପ୍ରସଙ୍ଗ; ଏକାଧିକ ଜିଲ୍ଲାରୁ ସଂଶୋଧନ ପାଇଁ ଉଠିଛି ଦାବି: ସୁରେଶ ପୂଜାରୀ

ରାଜ୍ୟର ୨୪ ଟି ସ୍ଥାନର ଇଂରାଜୀ ନାମର ସଂଶୋଧନ ନେଇ ରାଜସ୍ୱ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅନ୍ୟ ଜିଲ୍ଲାରୁ ସଂଶୋଧନ ପାଇଁ ଦାବି ଉଠିଛି। ଯାହାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ସମସ୍ତଙ୍କ ପ୍ରସ୍ତାବ…

Saheed Madho Singh: ସହିଦ ମାଧୋ ସିଂ ଓ ଘେଁସ ବିଦ୍ରୋହକୁ ରାଷ୍ଟ୍ରୀୟ ସମ୍ମାନ ପାଇଁ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି

ବରଗଡ଼ ଜିଲ୍ଲା ଘେଁସର ଜମିଦାର ସହିଦ ମାଧୋ ସିଂହ ଓ ତାଙ୍କ ସହିଦ ପରିବାରଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରିବା ପାଇଁ ଲୋକସଭାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଦାବି କରିଛନ୍ତି । ଗୋଟିଏ ପରିବାରର ପିତା ଓ ପୁତ୍ର ସହିତ…

Odisha Courts Receive Bomb Threats: ପୁଣି ରାଜ୍ୟର ଏକାଧିକ କୋର୍ଟକୁ ମିଳିଲା ଧମକ

ପୁଣି ରାଜ୍ୟର ଏକାଧିକ କୋର୍ଟକୁ ଧମକ ମିଳିଛି । ଆଜି ରାଜ୍ୟର ଚାରିଟି ଜିଲ୍ଲା ଅଦାଲତକୁ ବୋମାରେ ଉଡ଼ାଇ ଦେବାକୁ ଧମପପୂର୍ଣ୍ଣ ଇମେଲ୍ ଆସିଛି । ଏହା ପରେ କୋର୍ଟ ପରିସରକୁ ଖାଲି କରାଯାଇ ଯାଞ୍ଚ କରାଯାଉଛି । ବୋମା ଧମକ…

Pariksha Pe Charcha 2026: ପିଲାମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଦେଖିଲେ ମୁଖ୍ୟମନ୍ତ୍ରୀ

ପ୍ରତି ବର୍ଷ ଫେବୃଆରୀ, ମାର୍ଚ୍ଚ ମାସ ଆସିଲେ, ଆସିଯାଏ ସ୍କୁଲ୍ କଲେଜ୍‌ରେ ପରୀକ୍ଷାର ସମୟ । ଛାତ୍ରଛାତ୍ରୀଙ୍କର ମନୋବଳ ଦୃଢ କରିବା ପାଇଁ କେବଳ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ ନୁହନ୍ତି, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଛନ୍ତି ପରୀକ୍ଷା ପେ…

Odisha Govt Keen On Smart Meters: ଟାଟା ପାୱାର ନୁହେଁ ସ୍ମାର୍ଟ ମିଟର ପାଇଁ ଆଗ୍ରହୀ ସରକାର; ଖୋଲିଗଲା ବେପାରର ରହସ୍ୟ ପେଡି

ଇଂରାଜୀରେ କହନ୍ତି କ୍ୟାଟ୍ ଇଜ୍‌ ଆଉଟ୍ ଅଫ୍ ଦି ବ୍ୟାଗ୍ । ଓଡ଼ିଆରେ ହେବ ଯେ, ଖୋଲିଗଲା ରହସ୍ୟ। ସ୍ମାର୍ଟ ମିଟର ସ୍କାମରେ ଖୋଲିଛି ରହସ୍ୟ । ଟାଟା ପାୱାର ନୁହେଁ, ସରକାର ହିଁ ସ୍ମାର୍ଟ ମିଟର ଲଗାଇ ବ୍ୟବସାୟ କରିବା…

Merchant Navy Official From Odisha Missing: ଓଡ଼ିଶା ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକ ମହାପାତ୍ର ନିଖୋଜ ଘଟଣା; ସରକାରଙ୍କ ହସ୍ତକ୍ଷେପ ଲୋଡିଲେ ପରିବାର

ଓଡ଼ିଶା ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କୁ ଖୋଜିବା ପାଇଁ ତାଙ୍କ ପରିବାର ସରକାରଙ୍କୁ ଆକୁଳ ଆବେଦନ କରିଛନ୍ତି । ଏହି ଚିଠିରେ ସାର୍ଥକଙ୍କ ପରିବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୁରନ୍ତ ହସ୍ତକ୍ଷେପ କରି ତାଙ୍କୁ ଖୋଜି ଉଦ୍ଧାର କରି…

Pariksha Pe Charcha: ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ୯ମ ସଂସ୍କରଣ; ନିଜ ଶୈଳୀରେ ପାଠ ପଢ଼ିବାକୁ ପରାମର୍ଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପେ ଚର୍ଚ୍ଚାର ୯ମ ସଂସ୍କରଣରେ ଛାତ୍ରଛାତ୍ରୀଙ୍କୁ ପାଠପଢା ଓ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରତ୍ୟେକ ପିଲାଙ୍କର ଖାଦ୍ୟ ଯେମିତି ଅଲଗା, ପାଠପଢା ଶୈଳୀ ମଧ୍ୟ…

Rental Housing For Urban Poor: ସହରୀ ଗରୀବଙ୍କୁ ଭଡ଼ାରେ ଘର ଦେବେ ରାଜ୍ୟ ସରକାର

ସହରାଞ୍ଚଳରେ ଆଉ ରହିବ ନାହିଁ ଘର ଭଡ଼ା ଟେନସନ । ସହରାଞ୍ଚଳରେ ରହୁଥିବା ଗରୀବ ଲୋକଙ୍କ ପାଇଁ ଖୁସି ଖବର । ସହରୀ ଗରିବ ଲୋକଙ୍କ ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର । ଏଣିକି ସରକାର ସେମାନଙ୍କୁ ଭଡ଼ାରେ…

‘Godaan’ Film: ହିନ୍ଦୀ ଫିଚର ‘ଗୋଦାନ’ ଚଳଚ୍ଚିତ୍ରକୁ ସାରା ରାଜ୍ୟରେ ‘ଟାକ୍ସ ଫ୍ରି’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ହିନ୍ଦୀ ଫିଚର ଫିଲ୍ମ ‘ଗୋଦାନ’ର ପ୍ରିମିୟର ଦେଖିଥିଲେ। ଏହି ଅବସରରେ ଗଣମାଧ୍ୟମକୁ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଏହି ଚଳଚ୍ଚିତ୍ରକୁ ସାରା ରାଜ୍ୟରେ ‘ଟାକ୍ସ ଫ୍ରି’ ହେବ ବୋଲି ଘୋଷଣା…