Month: February 2026

India vs Pakistan T20 World Cup 2026: ଟି-୨୦ ବିଶ୍ୱକପ୍‌ରେ ଭାରତ ବିପକ୍ଷରେ ଖେଳିବ ପାକିସ୍ତାନ

ଟି-୨୦ ବିଶ୍ୱକପ୍‌ରେ ଭାରତ ବିପକ୍ଷରେ ଖେଳିବ ପାକିସ୍ତାନ । ଆସନ୍ତା ୧୫ ତାରିଖରେ କଲମ୍ବୋରେ ଖେଳାଯିବ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ । ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ବା ପିସିବି ରାଜି ହୋଇଥିବା ସୂଚନା ମିଳିଛି । ଲାହୋରରେ ବସିଥିବା…

CM Grievance Hearing: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ୯୪% ଅଭିଯୋଗ ହୋଇଛି ସମାଧାନ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ୯୪% ଅଭିଯୋଗ ହୋଇଛି ସମାଧାନ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ୧୬ତମ ପାଳି ସୁଦ୍ଧା ୯୪ ପ୍ରତିଶତ ଅଭିଯୋଗର ହୋଇଛି ସମାଧାନ । ୧୪,୦୫୪ଟି ଅଭିଯୋଗ ମଧ୍ୟରୁ ୧୩,୧୬୯ଟି…

BJD Accuses Govt Of Betraying Farmers: ନବୀନଙ୍କ ପ୍ରସ୍ତାବ ଗ୍ରହଣ କରି ରାଜ୍ୟସରକାର ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କର: ବିଜେଡି

ରାଜ୍ୟରେ ଧାନକିଣାକୁ ନେଇ ସୃଷ୍ଟି ହୋଇଥିବା ଅଭାବନୀୟ ପରିସ୍ଥିତିକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଉଦ୍ବେଗ ପ୍ରକାଶ କରିବା ସହିତ ତୁରନ୍ତ ଏହାର ସମାଧାନ…

Puri Mahaprasad: ପୁଣି ମହାପ୍ରସାଦକୁ ଅପମାନ; ଡାଇନିଂ ଟେବୁଲରେ ବସି ଚପଲ ପିନ୍ଧି ମହାପ୍ରସାଦ ସେବନ କରିବା ଭିଡ଼ିଓ ଭାଇରାଲ୍

ପୁଣି ମହାପ୍ରସାଦକୁ ଅପମାନ କରାଯାଇଛି । ଡାଇନିଂ ଟେବୁଲରେ ବସି ଚପଲ ପିନ୍ଧି ମହାପ୍ରଭୁଙ୍କ ମହାପ୍ରସାଦ ସେବନ କରାଯାଉଥିବା ଭିଡିଓ ଭାଇରାଲ୍ ହୋଇଛି। ପୁରୀର ଏକ ହୋଟେଲରେ ମହାପ୍ରସାଦ ସେବନର ଭିଡିଓ ଭାଇରାଲ୍ ହୋଇଥିବା ଜଣାପଡିଛି । ଘଟଣାଟି ପୁରୀର ଏକ…

Sharad Pawar Hospitalised: ବିଗିଡ଼ିଲା ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା , ହସ୍ପିଟାଲକୁ ସ୍ଥାନାନ୍ତରିତ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ। ପୁଣେର ରୁବୀ ହୋଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଳାରେ ସଂକ୍ରମଣ କାରଣରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣପାଡ଼ିଛି । ବର୍ତ୍ତମାନ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସାଧୀନ ଅଛନ୍ତି। ହସ୍ପିଟାଲରେ ତାଙ୍କ…

Upasana Mohapatra targets BJD: ଉପାସନାଙ୍କ ବିଜେଡିକୁ ୩ ମାଙ୍କଡ଼ ଉପାଖ୍ୟାନ

ଗାନ୍ଧିଜୀଙ୍କ ୩ଟି ମାଙ୍କଡ଼ ଉପାଖ୍ୟାନ କଥା ଉଠାଇ ବିଜେଡିକୁ ନିଶାନା କଲେ ବିଜେପି ବିଧାୟିକା ଉପାସନା ମହାପାତ୍ର। ଉପାସନା କହିଛନ୍ତି, ଗାନ୍ଧିଜୀଙ୍କ ତିନୋଟି ମାଙ୍କଡ ଥିଲେ। ସେମାନେ ଖରାପ ଦେଖୁ ନଥିଲେ, କହୁ ନଥିଲେ, ଖରାପ ଶୁଣୁ ନଥିଲେ। କିନ୍ତୁ ବିଜେଡ଼ି…

Satyaki Mishra Alleges Death Threats: ଓଲିଉଡ ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ମାରିଦେବାକୁ ଧମକ; ଡିସିପିଙ୍କୁ ଭେଟି ପରିବାର ପାଇଁ ମାଗିଲେ ସୁରକ୍ଷା

ଓଲିଉଡ୍ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ ମିଳିଛି ।ପୈତୃକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ବିବାଦ ଦେଖିବାକୁ ମିଳିଛି । ପୁସ୍ତକ ପ୍ରକାଶନ ସଂସ୍ଥା ‘କଟକ ଷ୍ଟୁଡେଣ୍ଟ ଷ୍ଟୋର’ ମାଲିକାନାକୁ ନେଇ ବିବାଦ ଉପୁଜିଛି। ୬ ତାରିଖରେ…

Pariksha Pe Charcha Episode 2: ‘ପରୀକ୍ଷା ପେ ଚର୍ଚ୍ଚା’ ର ନବମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ‘ପରୀକ୍ଷା ପେ ଚର୍ଚ୍ଚା’ର ନବମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଏବଂ ସେମାନଙ୍କ କ୍ୟାରିଅର ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି । ପରୀକ୍ଷା ପ୍ରସ୍ତୁତି ସମୟରେ ଚାପ ନ ନେଇ…

Paddy Procurement: ଚାଷୀଙ୍କଠାରୁ ଧାନକିଣା ସରିନି, ମିଲରଙ୍କ ଗୋଦାମ ଭର୍ତ୍ତି; ମନ୍ତ୍ରୀ କହିଲେ ଚାଷୀମାନେ ନକଲି, ମିଲରମାନେ ଅସଲି

ଯୋଗାଣମନ୍ତ୍ରୀଙ୍କ ପରେ ଏବେ ସମବାୟ ମନ୍ତ୍ରୀ ବାହାରିଲେ ମିଲର୍ସମାନଙ୍କ ସପକ୍ଷରେ। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ରବିବାର ଦିନ ଏଥିପାଇଁ ଓଲଟି ସରକାରଙ୍କୁ ଦାୟୀ କରିଛନ୍ତି । ବଡ଼ ବିଚିତ୍ର ଅବସ୍ଥା ମୋହନ ସରକାରଙ୍କର। ଆମ କେନ୍ଦ୍ରାପଡ଼ା ପ୍ରତିନିଧି ଜଣାଇଛନ୍ତି ଯେ,…

Jatani Election: ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇବେ ସୁର ରାଉତରାୟ; ଜଟଣୀରୁ ଲଢ଼ିବା ନେଇ ଦେଲେ ସଂକେତ

ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇବେ ସୁର ରାଉତରାୟ । ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ସଂକେତ ଦେଲେ ସୁର। କଂଗ୍ରେସ ଟିକେଟରୁ ପୁଣି ଜଟଣୀରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଲୋକେ ଚାହିଁଲେ…