Month: February 2026

Patient Falls From Bed In SCB Hospital ICU: ଏସସିବିର ICU ବେଡ୍‌ରୁ ରୋଗୀ ପଡ଼ିବା ନେଇ କାର୍ଯ୍ୟାନୁଷ୍ଠାନ

କଟକ ଏସସିବି ମେଡ଼ିକାଲରେ ଆଇସିୟୁ ବେଡରୁ ରୋଗୀ ପଡ଼ିବା ମାମଲାରେ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମେଡିକାଲ୍‌ କର୍ତ୍ତୃପକ୍ଷ। ଯେଉଁମାନେ ଡ୍ୟୁଟିରେ ଥିଲେ ସେମାନଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଲେ ଏସସିବି ଅତିରିକ୍ତ ଅଧୀକ୍ଷକ ।…

AYUSH Doctors’ Salary Hiked: ବଢ଼ିଲା ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା

ବଢ଼ିଲା ଆୟୁଷ ଡାକ୍ତରଙ୍କ ଦରମା। ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଆୟୁଷ ଡାକ୍ତରମାନଙ୍କ ଅବଦାନକୁ ସ୍ୱୀକାର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ଅଧୀନରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ…

India 114 Rafale deal: ଆଉ ୧୧୪ ରାଫେଲ୍‌ କିଣିବ ଭାରତ !

ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ଭାରତ ଆଉ ୧୧୪ ରାଫେଲ କିଣିବା ନେଇ ହେବ ବଡ଼ ପ୍ରତିରକ୍ଷା ଚୁକ୍ତି । ୩.୨୫ ଲକ୍ଷ କୋଟି ଟଙ୍କା ବ୍ୟୟରେ କିଣାଯିବ ରାଫେଲ୍‌ । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ସ୍ବାକ୍ଷରିତ…

Money Laundering Case: ମନି ଲଣ୍ଡରିଂ ମାମଲା: ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ପତ୍ନୀ ଟିନାଙ୍କୁ ଇଡିର ସମନ

ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ପତ୍ନୀ ଟିନା ଅମ୍ବାନୀଙ୍କୁ ଇଡିର ସମନ । ମନି ଲଣ୍ଡରିଂ ମାମଲାରେ ଟିନାଙ୍କୁ ଇଡିର ଆଉ ଏକ ସମନ । ପୂର୍ବରୁ ସମନ ସତ୍ତ୍ବେ କାଲି ଇଡିରେ ହାଜର ହୋଇନଥିଲେ ଟିନା । ଏହା ପରେ ପୁଣି…

Odisha CM Launches 250 New Ambulances: ୨୫୦ ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟବାସୀଙ୍କୁ ଜରୁରୀକାଳୀନ ଚିକିତ୍ସା ସୁବିଧା ସମୟ ମଧ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଳିଙ୍ଗ ଷ୍ଟାଡିୟମ ଠାରେ ଦ୍ଵିତୀୟ ପର୍ଯ୍ୟାୟରେ ୨୫୦ଟି ନୂଆ ଆମ୍ବୁଲାନସର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାର ୪୨୮ଟି ନୂଆ ଆମ୍ବୁଲାନ୍ସ ସେବାର…

Maha Shivaratri 2026: ଫେବୃଆରୀ ୧୫ରେ ମହାଶିବରାତ୍ରି; ରାତି ୧୦ଟାରେ ଉଠିବ ମହାଦୀପ

ପାଖେଇ ଆସୁଛି ମହା ଶିବରାତ୍ରୀ ତଥା ଜାଗର । ଚଳିତବର୍ଷ ଫେବୃଆରୀ ୧୫ ତାରିଖରେ ପଡୁଛି ଜାଗର । ମହାଶିବରାତ୍ରୀ ନେଇ ମଙ୍ଗଳବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଫେବୃଆରୀ ୧୫ ତାରିଖରେ ଲିଙ୍ଗରାଜ…

Penguin India On Naravane’s Memoir: ପୂର୍ବତନ ସେନାମୁଖ୍ୟଙ୍କ ପୁସ୍ତକ ପ୍ରକାଶିତ ହୋଇନଥିବା କହିଲା ପେଙ୍ଗୁଇନ ରୢାଣ୍ଡମ ହାଉସ ଇଣ୍ଡିଆ

ପେଙ୍ଗୁଇନ ରୢାଣ୍ଡମ ହାଉସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଘୋଷଣା କରିଛି ଯେ ପୂପୂର୍ବତନ ସେନାମୁଖ୍ୟ ଜେନେରାଲ ଏମ୍ଏମ୍ ନରବଣେଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ଫୋର୍‌ ଷ୍ଟାର୍ସ ଅଫ୍‌ ଡେଷ୍ଟିନି’ ପ୍ରକାଶିତ ହୋଇ ନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀ…

Input Subsidy Scheme: ଆଉ ମିଳିବନି ଇନ୍‌ପୁଟ୍ ସବ୍‌ସିଡି

୮୦୦ ଟଙ୍କାର ଇନ୍‌ପୁଟ ସବ୍‌ ସିଡି ଭୁଲି ଯାଆନ୍ତୁ ଓଡ଼ିଶାର ଚାଷୀ । କେନ୍ଦ୍ର ସରକାର କେରଳର ମୁଖ୍ୟ ସଚିବଙ୍କ ପାଖକୁ ଯେଉଁ ଚିଠି ଲେଖିଛନ୍ତି ତାହା ଏହା ହିଁ ସଂକେତ ଦେଉଛି। ବର୍ଷେ ପାଇଲେ। ଦ୍ବିତୀୟ ବର୍ଷରେ ଭାଗ୍ୟଶାଳୀ ଚାଷୀମାନଙ୍କୁ…

Upasna Mohapatra Targets BJD: ବିଜଦରେ ତିନି ମାଙ୍କଡ କିଏ ?

ତିନି ମାଙ୍କଡ କଥା ଉଠିଲେ ସମସ୍ତେ ଗାନ୍ଧିଜୀଙ୍କ ତିନି ମାଙ୍କଡ କଥା ମନେପକାଇବେ ଏବଂ ଉଲ୍ଲେଖ କରିବେ । ଗୋଟିଏ ମାଙ୍କଡ ଆଖି ବନ୍ଦ କରିଛି, ଦ୍ବିତୀୟ ମାଙ୍କଡ ପାଟି ଏବଂ ତୃତୀୟ ମାଙ୍କଡ କାନରେ ଦେଇଛି ହାତ । ଗାନ୍ଧୀଙ୍କ…

12-Hour Umerkote Bandh: ଉମରକୋଟ ସଂଗ୍ରାମ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ଉମରକୋଟ ସଂଗ୍ରାମ ମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଛି । ନବରଙ୍ଗପୁର ଜିଲ୍ଲାର ଚାରିଟି ଜିଲ୍ଲା ଉମରକୋଟ, ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡିରେ ଗାଡ଼ି ଚଳାଚଳ ସହିତ ଦୋକାନ ବଜାର ବନ୍ଦ ରହିଛି ।…