Month: February 2026

Budget Session Of Odisha Assembly: ବଜେଟ ଅଧିବେଶନକୁ ନେଇ ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସ ବିଧାୟକ ଦଳର ଆଲୋଚନା

ଓଡ଼ିଶା ବିଧାନସଭାର ଆଗାମୀ ବଜେଟ ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ କଂଗ୍ରେସ ବିଧାୟକ ଦଳ ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ ଦଳର ରଣନୀତି ଉପରେ ଆଲୋଚନା କରିଛନ୍ତି । ଗଣମାଧ୍ୟମକୁ ବିବୃତି ଦେଇ ଭକ୍ତ ଦାସ କହିଛନ୍ତି…

Raseshwari Panigrahi Passes Away: ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ଵରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ପ୍ରତିଷ୍ଠିତ ଚିକିତ୍ସକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ। ୭୯ ବର୍ଷ ବୟସରେ ସମ୍ବଲପୁର ସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଆଜି ରାତି ୮ଟା ୫୦ ମିନିଟରେ ତାଙ୍କର ଦେହାନ୍ତ ଘଟିଛି। ପାଣିଗ୍ରାହୀ…

Justice Rushi Guman Singh: ୨୭ ବର୍ଷ ପରେ ବି ନ୍ୟାୟ ଅପେକ୍ଷାରେ ଗୁମାନସିଂହ

ମାମଲା ୨୭ ବର୍ଷ ତଳର । ବିଜୁ ଜନତା ଦଳ ସରକାରଙ୍କ ୨୪ ବର୍ଷ ଗଲା । ଅଦାଲତଙ୍କ ନିର୍ଦ୍ଦେଶକୁ ନବୀନ ସରକାର ମାନିଲେ ନାହିଁ । ଭାଜପା ସରକାର ଇତିମଧ୍ଯରେ ୨ବର୍ଷ ପୂରଣ କରିବାକୁ ଯାଉଛି। ଜଣେ ଅବସରପ୍ରାପ୍ତ ଅଧିକାରୀ…

CBSE Board Exams 2026: ଆସନ୍ତାକାଲି ଆରମ୍ଭ ହେବ CBSE ପରୀକ୍ଷା; ସକାଳ ୧୦ କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ

ଆସନ୍ତାକାଲି ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଓ ଦ୍ୱାଦଶ ପରୀକ୍ଷା। ଚଳିତ ଥର ୪୬ ଲକ୍ଷରୁ ଉର୍ଦ୍ଧ୍ଵ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏହା ପୂର୍ବରୁ ନିୟମକୁ କଡ଼ାକଡ଼ି କରିଛି ସିବିଏସସି। CBSE…

Pitabas Murder Case: ବ୍ରହ୍ମପୁର ଜେଲ୍‌କୁ ଫେରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର ଜେଲ୍‌କୁ ଫେରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ଏମକେସିଜି ମେଡିକାଲରୁ ପୁଣି ବ୍ରହ୍ମପୁର ଜେଲ୍‌ ଫେରିଲେ ବିକ୍ରମ । କଡ଼ା ସୁରକ୍ଷା ବଳୟରେ ବିକ୍ରମଙ୍କୁ ବ୍ରହ୍ମପୁର ଜେଲ୍‌ ସ୍ଥାନାନ୍ତର । ୫ ଦିନ ହେଲା ଅସୁସ୍ଥତା ଯୋଗୁଁ ଏମକେସିଜିରେ…

Raseshwari Panigrahi Health Condition Critical: ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଗୁରୁତର ଅସୁସ୍ଥ

ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ପ୍ରତିଷ୍ଠିତ ଚିକିତ୍ସକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ସ୍ନାୟୁ ଜନିତ ରୋଗରେ ପୀଡିତ ଅଛନ୍ତି ଡ଼ ରାସେଶ୍ୱରୀ । ତାଙ୍କ ବାସଭବନରେ ଡାକ୍ତର କାଞ୍ଚନ ରାୟ ଓ ଅନ୍ୟ ବିଶେଷଜ୍ଞ…

Pitabas Panda Murder Case: ପୀତବାସ ହତ୍ୟାକାଣ୍ଡରେ ରହସ୍ୟମୟୀ ନାରୀ; ବିବାଦରେ ପୁଲିସ, ମୁଦାଲା ବିକ୍ରମ, ମୃତକ

ପୀତବାସ ହତ୍ୟାକାଣ୍ଡରେ ବ୍ରହ୍ମପୁରର ଜଣେ ରହସ୍ୟମୟୀ ନାରୀଙ୍କ ଆବିର୍ଭାବ ବଡ଼ ଝଡ଼ ସୃଷ୍ଟି କରିଛି। ଏହା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ, ପୁଲିସ ଏବଂ ମୃତକଙ୍କୁ ଟାଣି ନେଇଛି ସନ୍ଦେହ ଘେରକୁ। ଆଉ ବଢାଇଛି ବଡ଼ ବିବାଦ। ପୁଲିସ ତଦନ୍ତ ଅନୁସାରେ ମୁଦାଲା…

Rajpal Yadav Bail: ରାଜପାଲ ଯାଦବଙ୍କୁ ମିଳିଲା ଜାମିନ

ଦିଲ୍ଲୀ ହାଇକୋର୍ଟରୁ ପ୍ରସିଦ୍ଧ ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ମିଳିଲା ଜାମିନ ୯ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏକ ସପ୍ତାହରୁ ଅଧିକ…

Geeta Pattnaik’s Funeral: ପଞ୍ଚଭୂତରେ ଲୀନ ହେଲେ ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ

ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। କଟକର ସତୀଚଉରାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗୀତାଙ୍କ ମରଶରୀରକୁ ତାଙ୍କ ସମ୍ପର୍କୀୟ ଭାଇ ପ୍ରସନ୍ନ ପାତ୍ର ମୁଖାଗ୍ନି ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।…

Odisha Assembly Budget Session 2026: ବଜେଟ ଅଧିବେଶନ ପୁର୍ବରୁ ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

ବଜେଟ ଅଧିବେଶନ ପୁର୍ବରୁ ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ । ମଙ୍ଗଳବାର ଦିନ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ, ସୋମବାର ଦିନ ପରିସରରେ ସୁରକ୍ଷା ବ୍ୟବସ୍ଥାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା। ପୋଲିସ କମିଶନର ସୁରେଶ ଦେବଦତ୍ତ…