Day: 2 February 2026

Schools To Remain Closed In Jajpur Tomorrow: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କାଲି ଯାଜପୁର ପୌରାଞ୍ଚଳରେ ସ୍କୁଲ୍‌ ଛୁଟି ଘୋଷଣା

କାଲି ଯାଜପୁର ପୌରାଞ୍ଚଳରେ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମା ବିରଜା ଦର୍ଶନ ଓ ପିଣ୍ଡଦାନ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ପୌରପାଳିକା ସମେତ ସହର ସଂଲଗ୍ନ ଘରୋଇ ବିଦ୍ୟାଳୟ ସମେତ ସବୁ…

Mission Shakti: ନୂଆ ରୂପ ପାଇବ ମିଶନ ଶକ୍ତି; ନୂଆ ଡ୍ରେସ୍‌ କୋଡ୍‌ ସହ ମିଳିବ ଆଇଡି କାର୍ଡ ଓ ସ୍ମାର୍ଟ ଫୋନ୍‌

ରାଜ୍ୟ ସାରା ମହିଳାମାନଙ୍କୁ ଆହୁରି ସଶକ୍ତ କରିବା ପାଇଁ ଓଡ଼ିଶା ସରକାର ଏହାର ପ୍ରମୁଖ ମିଶନ ଶକ୍ତି କାର୍ଯ୍ୟକ୍ରମର ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି। ନୂଆ ରୂପ ପାଇବ ମିଶନ ଶକ୍ତି। ବଦଳିବ ଡ୍ରେସ୍‌ କୋଡ୍‌ । ଏ ନେଇ…

Rajya Sabha Elections: ରାଜ୍ୟର ସ୍ବାର୍ଥ ପାଇଁ ନବୀନଙ୍କ ସହ ଖୁବଶୀଘ୍ର ଭେଟଘାଟ ହେବ: ଭକ୍ତ ଦାସ

ଦଳର ମର୍ଯ୍ୟାଦା ଏବଂ ରାଜ୍ୟ ସ୍ୱାର୍ଥ ପାଇଁ ଓଡ଼ିଶା କଂଗ୍ରେସ ରାଜ୍ୟସଭା ନିର୍ବାଚନ ଲଢ଼ିବ । ଏ ନେଇ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ଭକ୍ତ ଦାସ ଯାଜପୁର ଗସ୍ତ ସମୟରେ ପ୍ରତିକ୍ରିୟା ଦେଇ କହିଛନ୍ତି…

T20 World Cup 2026: ଟି-୨୦ ବିଶ୍ୱକପ୍‌ରେ ଭାରତ ବିରୋଧରେ ମ୍ୟାଚ୍‌ ଖେଳିବନି ପାକିସ୍ତାନ

ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଘୋଷଣା କରିଛି ଯେ ସେମାନେ ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ । ଏହି ନିଷ୍ପତ୍ତି ଆଇସିସି ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦେବା ପରେ ଆସିଛି,…

Gold, Silver Prices Crash: ପୁଣି ଖସିଲା ସୁନା, ରୁପା ଦର

ସୁନା ଏବଂ ରୂପାର ଦର ଆଜି ପୁଣି ଥରେ ହ୍ରାସ ପାଇଛି । ୨୪ କ୍ୟାରେଟ ସୁନାର ଦର ୯ ହଜାର ୫୦ ଟଙ୍କା ଖସିଛି । ଏବେ ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ଦର ୧ ଲକ୍ଷ ୫୧…

President Murmu In Odisha: ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସଂଧ୍ୟା ୬ଟା ୪୦ରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ତାଙ୍କ ଗସ୍ତ ସମୟରେ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର ଏବଂ…