Day: 17 December 2025

Deogarh Shutdown: ଆଜି ୧୨ଘଣ୍ଟିଆ ଦେବଗଡ଼ ବନ୍ଦ

ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ। ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲ୍ଲା ମହିଳା ଏକତା ମଞ୍ଚ। ପୁରୁଣା ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ୨୪ ଘଣ୍ଟା ଚିକିତ୍ସା ସୁବିଧା ପୁନଃସ୍ଥାପନ କରିବା ପାଇଁ ଚାପ…

Delhi Pollution: ଦିଲ୍ଲୀରେ ସାଂଘାତିକ ବାୟୁ ପ୍ରଦୂଷଣ

ଦିନକୁ ଦିନ ଦିଲ୍ଲୀରେ ସାଂଘାତିକ ହେବାରେ ଲାଗିଛି ବାୟୁ ପ୍ରଦୂଷଣ । ପରିବେଶ ସଂପୂର୍ଣ୍ଣ ଧୂଆଁମୟ । ବାୟୁ ପ୍ରଦୂଷଣ ଓ ଘନ କୁହୁଡ଼ି ଆଜି ଦିଲ୍ଲୀବାସୀଙ୍କୁ କଲବଲ କରିଛି। ଦିଲ୍ଲୀ-ଏନ୍‌ସିଆରରେ ବାୟୁ ଗୁଣବତ୍ତା ସାମାନ୍ୟ ଉନ୍ନତ ହୋଇଥିଲେ ମଧ୍ୟ ରାଜଧାନୀ…

Odia Man Returns From Sudan: ସୁଦାନରୁ ଫେରିଲେ ଜଗତସିଂହପୁରର ନିଖୋଜ ଓଡିଆ ଯୁବକ ଆଦର୍ଶ

ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ନିଖୋଜ ଥିବା ଜଗତସିଂହପୁର ଜିଲ୍ଲାର ଓଡିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରାଯାଇଛି। କେନ୍ଦ୍ର ସରକାରଙ୍କ ଉଦ୍ୟମ ପରେ ସେ ଭାରତ ଫେରିଛନ୍ତି ଆଦର୍ଶ। ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରାଯାଇଛି। ଓଡ଼ିଶା…