Month: November 2025

Choudwar Circle Jail: ଚୌଦ୍ବାର ଜେଲ୍‌ରୁ କଏଦୀ ଚମ୍ପଟ ଘଟଣା: ନିଲମ୍ବନର ୧୫ ଦିନ ପରେ ପୁନଃନିଯୁକ୍ତି

ଚୌଦ୍ବାର ଜେଲ୍‌ରୁ କଏଦୀ ଚମ୍ପଟ ମାରିବା ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ପ୍ରତି ଅହେତୁକ ଅନୁକଂପା । ନିଲମ୍ବନର ମାତ୍ର ୧୫ ଦିନ ପରେ କର୍ମଚାରୀଙ୍କୁ ପୁନଃନିଯୁକ୍ତି କରାଯାଇଛି । ଚିଫ୍ ୱାର୍ଡର…

Lalu Yadav Family Feud: ତୀବ୍ର ହେଲା ଲାଲୁଙ୍କ ପରିବାର ବିବାଦ; କିଡନୀ ପ୍ରତିରୋପଣ ଉପରେ ଅପମାନ ଅଭିଯୋଗ ଆଣିଲେ ରୋହିଣୀ ଆଚାର୍ଯ୍ୟ

ବିହାର ବିଧାନସଭା ନିର୍ବାଚନର ଫଳାଫଳକୁ ୨୪ ଘଣ୍ଟା ନ ବିତିଣୁ ଲାଲୁ ଯାଦବଙ୍କ ଝିଅ ରୋହିଣୀ ରାଜନୀତି ଓ ପରିବାର ଉଭୟ ଛାଡିବାକୁ ଘୋଷଣା କରିଛନ୍ତି । ଏକ୍ସରେ ପୋଷ୍ଟ କରି ରୋହିଣୀ ଏହି ଘୋଷଣା କରିଛି । ଏପରିକି ରୋହିଣୀଙ୍କ…

India vs South Africa: ଇଡେନ୍ ଗାର୍ଡନ୍ସରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ

ଇଡେନ୍ ଗାର୍ଡନ୍ସରେ ହାରିଗଲା ଟିମ୍ ଇଣ୍ଡିଆ । କୋଲକାତାରେ ଖେଳାଯାଇଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଘରୋଇ ଦଳକୁ ୩୦ ରନରେ ପରାସ୍ତ କରିଛି । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟର ଫଳାଫଳ ତିନି ଦିନ…

Baladevjew Parikrama Project: ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୦୦ କୋଟି

ଖୁବଶୀଘ୍ର ବଦଳିବ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ରୂପରେଖ । ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ପ୍ରାୟ ୧୦୦ କୋଟି ଟଙ୍କା । ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଅଟକଳ କରାଯାଇଛି। ଏହାକୁ ନେଇ ଆଜି…

Patha Utsav: ଡିସେମ୍ବର ଶେଷ ସପ୍ତାହରୁ ଆରମ୍ଭ ହେବ ପଥୋତ୍ସବ

ପୁଣି ରାଜଧାନୀରେ ଜମିବ ପଥୋତ୍ସବ। ଡିସେମ୍ବର ଶେଷ ସପ୍ତାହରୁ ଭୁବନେଶ୍ବରରେ ଆରମ୍ଭ ହେବ ପଥୋତ୍ସବ । ଡିସେମ୍ବର ଶେଷ ସପ୍ତାହ ଓ ଜାନୁଆରୀ ପ୍ରଥମ ଦୁଇ ସପ୍ତାହ ହେବ ଆୟୋଜିତ । ସକାଳ ୭ଟାରୁ ୧୦ଟା ଯାଏଁ ଆୟୋଜନ ହେବ ଏହି…

Delhi Blast: ବିସ୍ଫୋରଣସ୍ଥଳରୁ ୯ଏମ୍ଏମ୍‌ର ୩ ଟି କ୍ୟାଟ୍ରିଜ୍ ଠାବ

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ଘଟଣାର ତଦନ୍ତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ବିସ୍ଫୋରଣସ୍ଥଳରୁ ୯ଏମ୍ଏମ୍‌ର ୩ ଟି କ୍ୟାଟ୍ରିଜ୍ ଠାବ କରାଯାଇଛି । ଦୁଇଟି ଅଫୁଟା ଓ ଗୋଟିଏ ଖାଲି ସେଲ୍ ପୁଲିସ…

Humane Sagar: ଭେଣ୍ଟିଲେଣ୍ଟରେ ହ୍ୟୁମାନ ସାଗର; ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ

ଓଲିଉଡର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି। ଭୁବନେଶ୍ବର ଏମ୍ସର ICUରେ ତାଙ୍କୁ ଅତି ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। ଏମ୍ସର ଜରୁରୀକାଳୀନ ୱାର୍ଡର ICUରେ ଚିକିତ୍ସା ଚାଲିଛି। ସ୍ବାସ୍ଥ୍ୟରେ କୌଣସି ବି ଉନ୍ନତି ଆସିନି। ହ୍ୟୁମାନ୍ ଲିଭର୍…

Humane Sagar: ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଲିଉଡ୍‌ ଗାୟକ ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି । ଏମ୍‌ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିବା ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର କେମିତି ଅଛନ୍ତି, ସେନେଇ ଜାଣିବା ପାଇଁ ଡାକ୍ତରୀ ଟିମ୍‌ଙ୍କ ସହିତ…

Odisha Politics: କଂଗ୍ରେସ ଆଗକୁ ବିଜେପି ର ବିକଳ୍ପ ହେବାକୁ ଯାଉଛି କହିଲେ ଭକ୍ତ ଦାସ

ନୂଆପଡ଼ା ଉପନିର୍ବାଚନ ରେଜଲ୍ଟ ନେଇ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କଂଗ୍ରେସ ଆଗକୁ ଭାରତୀୟ ଜନତା ପାର୍ଟି ର ବିକଳ୍ପ ହେବାକୁ ଯାଉଛି ।ସେ ପୁଣି କହିଛନ୍ତି ଯେ, କଂଗ୍ରେସ ମୁଖ୍ୟ ବିରୋଧୀଦଳ ଭାବେ କାର୍ଯ୍ୟ…

Jay Dholakia: ନୂଆପଡ଼ା ବିକାଶର ସାରଥୀ ହେବେ ଜୟ ଢୋଲକିଆ: ମୋହନ ମାଝୀ

ଜୟ ଢୋଲକିଆ ନୂଆପଡ଼ା ବିକାଶର ସାରଥୀ ହେବେ ବୋଲି ରାଜ୍ୟ କାର୍ଯ୍ୟାଳୟରେ ନୂଆପଡ଼ାର ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କ ପାଇଁ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।ନୂଆପଡ଼ାରେ ଏଥର ବିକାଶ…