Day: 17 November 2025

Saudi Bus Accident: ସାଉଦି ଆରବ ମଦିନା ନିକଟରେ ଜଳିଗଲା ବସ୍‌; ୪୨ଭାରତୀୟ ଜୀବନ୍ତ ଦଗ୍ଧ

ସାଉଦି ଆରବ ମଦିନା ନିକଟରେ ଜଳିଗଲା ବସ୍‌ । ଡିଜେଲ୍ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ପରେ ଜଳିଗଲା ବସ୍ । ମଦିନା ନିକଟରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ଦେବାରୁ ଅତି…

BJD Press Meet: ନୂଆପଡାରେ ଜିଲ୍ଲା ପ୍ରଶାସନ, ପୋଲିସ୍ ଓ ନିର୍ବାଚନ ଅଧିକାରୀଙ୍କୁ ପ୍ରଭାବିତ କରି ଭୋଟ ରିଗିଂ କରିଛି ବିଜେପି: ସ୍ନେହାଙ୍ଗିନୀ

ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ତଥା ନୂଆପଡା ଉପନିର୍ବାଚନରେ ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନୂଆପଡା ଉପନିର୍ବାଚନରେ ଜିଲ୍ଲା ପ୍ରଶାସନ, ପୋଲିସ୍ ଓ ନିର୍ବାଚନ କମିଶନଙ୍କୁ ହାତବାରିସୀ କରି ଭୋଟ ରିଗିଂ ମାଧ୍ୟମରେ ବିଜେପି ବିଜୟୀ ହୋଇଛି ବୋଲି ଅଭିଯୋଗ…

Cold wave: ତଳମୁହାଁ ପାରଦ; ଶୀତରେ ଥରୁଛି ରାଜ୍ୟ

ରାଜ୍ୟରେ ତଳମୁହାଁ ହେଉଛି ପାରଦ । ଯାହା ଫଳରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଗତକାଲି ଭୁବନେଶ୍ୱରରେ ସକାଳ ୫ଟା ୩୦ ସୁଦ୍ଧା ତାପମାତ୍ରା ଥିଲା ୧୪.୮ ଡିଗ୍ରୀ ଥିବା ବେଳେ ଆଜି ୫ଟା ୩୦ ସୁଦ୍ଧା ଭୁବନେଶ୍ବର…