Month: September 2025

ଭାରତୀୟ ଜନତା ପାର୍ଟି ମହିଳାଙ୍କୁ ଅପମାନିତ ଓ ନିର୍ଯ୍ୟାତିତ କରିଛି: ଲେଖାଶ୍ରୀ ସାମନ୍ତସିଂହାର

ଆଜି ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ନେତା ଡ଼ ଲେଖାଶ୍ରୀ ସାମନ୍ତସିଂହାର ଓ ତାଙ୍କର ଓକିଲ ସମନ କୁମାର ରାଉତରାୟ ଭାରତୀୟ ଜନତା ପାର୍ଟିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ମହିଳାଙ୍କ ପ୍ରତି ସର୍ବସାଧାରଣରେ ଦେଇଥିବା…

ନୂଆ ଭୁବନେଶ୍ବର ପାଇଁ ପ୍ରସ୍ତୁତ ହେବ ଡିପିଆର

ନୂଆ ଭୁବନେଶ୍ବର ପାଇଁ ପ୍ରସ୍ତୁତ ହେବ ଡିପିଆର । ୮ ଶହ ଏକରରେ ନୂଆ ଭୁବନେଶ୍ବର ପାଇଁ ଡିପିଆର ପ୍ରସ୍ତୁତ ହେବ । ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ସିଙ୍ଗାପୁର…

୧୬ରେ ବସିବ ସର୍ବଦଳୀୟ ବୈଠକ

ଆସନ୍ତା ୧୬ ତାରିଖରେ ବସିବ ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ୧୮ରେ ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇଛି। ୧୮ରୁ ୨୫ ଯାଏ ବିଧାନସଭା ମୌସୁମୀ ଅଧିବେଶନ ଚାଲିବ। ସୁରୁଖୁରରେ ବିଧାନସଭା ସାରିବା…

ବିଜେଡି ଛାଡ଼ିଲେ ଛାତ୍ରନେତା ହରିଶଙ୍କର ରାଉତ

ବିଜେଡି ଛାଡ଼ିଲେ ଛାତ୍ରନେତା ହରିଶଙ୍କର ରାଉତ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ନେଇ ସୋସିଆଲ୍ ମିଡ଼ିଆରେ ସୂଚନା ଦେଇଛନ୍ତି । ସେ ତାଙ୍କର ତିନି ପୃଷ୍ଠାର ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି…

ଲୋକାୟୁକ୍ତ ଅଚଳ ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଲୋକାୟୁକ୍ତ ଅଚଳ ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ । ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ । ଆଇନଜୀବୀ ପ୍ରବୀର ଦାସଙ୍କ ପକ୍ଷରୁ ହୋଇଥିବା ମାମଲାରେ ନୋଟିସ୍ । ପ୍ରାୟ ବର୍ଷେ ହେଲାଣି ଅଚଳ ହୋଇପଡ଼ିଛି ଲୋକାୟୁକ୍ତ ।…

ବାଣୀବିହାର କ୍ବାର୍ଟର୍ସରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

ବାଣୀବିହାର କ୍ବାର୍ଟର୍ସରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ।ହଷ୍ଟେଲରୁ ଅଣଛାତ୍ରଙ୍କୁ ବିଦା ହେବା ପରେ ଖାଲି କରାଯାଉଛି କ୍ବାର୍ଟର୍ସ । ଅନଧିକୃତ ଭାବେ ମାଡ଼ି ବସିଥିବା କ୍ବାର୍ଟର୍ସକୁ ଆଜି ଖାଲି କରାଯାଉଛି । ଯେଉଁମାନେ ବେଆଇନ ଭାବେ କ୍ବାର୍ଟର୍ସ ମାଡ଼ି ବସିଛନ୍ତି ସେମାନେ…

ନେପାଳରେ ବଢ଼ିଲା କର୍ଫ୍ୟୁ

ନେପାଳରେ ବଢ଼ିଲା କର୍ଫ୍ୟୁ। ସ୍ଥିତି ସୁଧୁରୁଥିବା ସତ୍ତ୍ବେ ନେପାଳରେ ବଢ଼ିଲା କର୍ଫ୍ୟୁ । କାଠମାଣ୍ଡୁ, ଲଲିତପୁର, ଭକ୍ତପୁର ଜିଲ୍ଲାରେ ବଢ଼ିଲା କର୍ଫ୍ୟୁ । କାଲି ସକାଳ ୬ଟା ଯାଏଁ କର୍ଫ୍ୟୁ ବଢ଼ାଇଲା ନେପାଳ ସେନା । ଗହଳି ନ କରି ଛୋଟ…

ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା । ବୁଧବାର ୟୁଟା ଭ୍ୟାଲି କଲେଜର ଏକ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ସହଯୋଗୀ ୩୧ ବର୍ଷୀୟ କିର୍କଙ୍କୁ ହତ୍ୟା କରାଯାଇଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଷଣ…

୫ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ନ୍ୟୁ ଭୁବନେଶ୍ବର ସିଟି ପାଇଁ ମାଷ୍ଟର୍ ପ୍ଲାନ୍ ଉପରେ ବାଜିଲା ମୋହର । ବୈଠକ ପରେ ମୁଖ୍ୟ ଶାସନ ସଚିବ ସାମ୍ବାଦିକ…

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜବକାର୍ଡ଼ଧାରୀ ଶ୍ରମିକ ଦର୍ଶାଇ ଅର୍ଥ ଆତ୍ମସାତ କରିବା ଘଟଣାରେ ଚାନ୍ଦବାଲି ସରପଞ୍ଚ ନିଲମ୍ବନ

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜବକାର୍ଡ଼ଧାରୀ ଶ୍ରମିକ ଦର୍ଶାଇ ଅର୍ଥ ଆତ୍ମସାତ କରିବା ଘଟଣାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସଚିବ ଚାନ୍ଦବାଲି ପଞ୍ଚାୟତର ସରପଞ୍ଚଙ୍କୁ ନିଲମ୍ବନ କରିଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମପଞ୍ଚାୟତରେ ୮ ଜଣ ନାବାଳକ…