Day: 20 September 2025

୪ଟା ଯାଏଁ ଗୃହ ମୁଲତବି

ବିଧାନସଭା ମୌସୁମୀ ଅଧିବେଶନ ତୃତୀୟ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଜାରି ରହିଛି । ଶୋକ ପ୍ରସ୍ତାବ ଆଗତ ପରେ ବିଧାନସଭାରେ ହଟ୍ଟଗୋଳ । ସାର ପ୍ରସଙ୍ଗରେ ବିଜେଡି ସଦସ୍ୟଙ୍କ ହୋହଲ୍ଲା, ହଟ୍ଟଗୋଳ । ବାଚସ୍ପତିଙ୍କ ପୋଡ଼ିୟମ ତଳେ ହୋହଲ୍ଲା ସହ…

ଟାରିଫ ପରେ ମହଙ୍ଗା ହେଲା H-1B ଭିସା

ଆମେରିକାରେ ଭିସା ନିୟମରେ ବଡ଼ ପରିବର୍ତ୍ତନ । ଟାରିଫ୍ ପରେ ଏବେ H-1B ଭିସାକୁ ନେଇ ଟ୍ରମ୍ପଙ୍କ ବଡ଼ ପ୍ରହାର । ଏଣିକି H-1B ଭିସା ପାଇଁ ପଡ଼ିବ ୮୮ଲକ୍ଷ ଟଙ୍କା । H-1B ଭିସା ଆବେଦନ ପାଇଁ ବାର୍ଷିକ ୮୮…

୬୭ ବର୍ଷ ବୟସରେ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଦେହାନ୍ତ

ସୁନ୍ଦରଗଡ଼ର ବୀରମିତ୍ରପୁରରୁ ଚାରିଥର ବିଧାୟକ ଥିବା ଜର୍ଜ ତିର୍କୀଙ୍କ ୬୭ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ସୁନ୍ଦରଗଡ଼ର ଜଣେ ବଳିଷ୍ଠ ଆଦିବାସୀ ନେତା, ଜର୍ଜ ତିର୍କୀ ୧୯୯୫, ୨୦୦୦, ୨୦୦୯ ଏବଂ ୨୦୧୪ରେ ଓଡ଼ିଶା ବିଧାନସଭାକୁ…