Day: 12 September 2025

ବଦଳିଲା କଟକ ବାଲିଯାତ୍ରା ନାଁ

ଏଥର କଟକ ବାଲିଯାତ୍ରାର ନାଁ ହେବ ‘ଐତିହାସିକ ବାଲିଯାତ୍ରା କଟକ । ବାଲିଯାତ୍ରା ନାଁ ପରିବର୍ତ୍ତନକୁ ନେଇ ଜିଲ୍ଲାପାଳଙ୍କ ସୂଚନା । ଆସନ୍ତା ନଭେମ୍ବର ୫ରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନଠାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଐତିହାସିକ…

ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା

ଆଜି ଦଳର ବରିଷ୍ଠ ନେତା ଇସ୍ତଫା ଦେବା ପରେ ପ୍ରଫୁଲ୍ଲ ସାମଲଙ୍କୁ ନିଲମ୍ୱନ କରାଯାଇଛି । ଏହା ପରେ ବିଜେଡି ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଚି । ରାୟଗଡ଼ା ଜିଲ୍ଲାରେ ବିଜେଡ଼ିରେ ବଡ଼ ବିପର୍ଯ୍ୟୟ ହେବାକୁ ଯାଉଛି…

ଇସ୍ତଫା ଦେବା ପରେ ଦଳରୁ ନିଲମ୍ୱନ ହେଲେ ପ୍ରଫୁଲ୍ଲ କୁମାର ମଲ୍ଲିକ

ବିଜେଡିରୁ ବିଦା ହେଲେ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମଲ୍ଲିକ । ଇସ୍ତଫା ଦେବା ପରେ ଦଳରୁ ନିଲମ୍ୱନ ହେଲେ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମଲ୍ଲିକ । ଦଳ ବିରୋଧୀ କାର୍ଯ୍ୟପାଇଁ ଉପସଭାପତି ପ୍ରତାପ ଜେନା ପ୍ରଫୁଲ୍ଲଙ୍କୁ ଶୁକ୍ରବାର ନିଲମ୍ବିତ…

୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ୍

ଶପଥ ନେଲେ ସିପିରାଧାକ୍ରିଷ୍ଣନ୍। ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ୍। ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉପରାଷ୍ଟ୍ରପତିଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଲେ ରାଷ୍ଟ୍ରପତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ବସ୍ତି ପାଇଁ କି ଅପରେସନ ଉତ୍କଳର ?

ଉତ୍କଳ ବିଶ୍ବବିଦ୍ୟାଳୟଙ୍କ କର୍ତ୍ତୃପକ୍ଷଙ୍କ ହଠାତ ନିଦ ଭାଙ୍ଗିବାର କାରଣ କ’ଣ ? ପ୍ରଥମେ ହଷ୍ଟେଲ ସଫା । ଏବେ କ୍ୱାର୍ଟର ସଫା । ଏତେଦିନ ଧରି କେମିତି କୁଳପ‌ତିଙ୍କଠାରୁ ଆରମ୍ଭ କରି ବିଶ୍ଵ ବିଦ୍ୟାଳୟର ଅନ୍ୟ ପ୍ରଶାସନିକ ନିଜ କର୍ମକର୍ତ୍ତା ଆଖି…

ଲୋକାର୍ପିତ ହେଲା ଲୋପାମୁଦ୍ରାଙ୍କ ରଚିତ ସୁରେନ୍ଦ୍ର ମହାନ୍ତିଙ୍କ ସ୍ମୃତିଚାରଣ ‘ଲୋକାପୁଅ ସୁରିଆ’

ଉନ୍ମୋଚିତ ହେଲା ସୁରେନ୍ଦ୍ର ମହାନ୍ତିଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ଲୋକାପୁଅ ସୁରିଆ’। ଓଡ଼ିଆ କଥା ସାହିତ୍ୟକୁ ସ୍ବର୍ଗତ ସୁରେନ୍ଦ୍ର ମହାନ୍ତିଙ୍କ ଅବଦାନ ଅତୁଳନୀୟ। ଦୈନିକ ଖବର କାଗଜ ସମ୍ବାଦର ପ୍ରଥମ ସମ୍ପାଦକ ସୁରେନ୍ଦ୍ର ମହାନ୍ତିଙ୍କ ଜୀବନୀକୁ ନେଇ ଲିଖିତ ପୁସ୍ତକ…

୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ତିନିଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ସିପି ରାଧାକ୍ରିଷ୍ଣନ୍ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଏହି ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିପାରନ୍ତି…