ତାଜା ଖବର ଦେଶ ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ August 1, 2025 Papirani ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ । ସେଥିପାଇଁ ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ଖାଲି ପଡିଥିବା ଉପରାଷ୍ଟ୍ରପତି ପଦ ସେପ୍ଟେମ୍ବର ୯ରେ ପୂରଣ ହେବ । ନାମାଙ୍କନ ପତ୍ର ଦାଖଲର…
ତାଜା ଖବର ରାଜ୍ୟ ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ August 1, 2025 Papirani ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ । ଏ ନେଇ ଆଜି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଚଳିତ ମାସରେ ରତ୍ନଭଣ୍ଡାରର ସମସ୍ତ ଅଳଙ୍କାରର ଗଣତିମଣତି ହେବ । ସେଥିପାଇଁ ୨ ଜଣ ଏକ୍ସପର୍ଟ…
ତାଜା ଖବର ଦେଶ ବିଶ୍ୱ ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି; ସପ୍ତାହେ ପାଇଁ ସ୍ଥଗିତ ହେଲା ଟ୍ରମ୍ପଙ୍କ ଟାରିଫ୍ ପ୍ଲାନ୍ August 1, 2025 Papirani ୭ ଦିନ ପାଇଁ ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି । ଆମେରିକାର ୨୫ ପ୍ରତିଶତ ଟାରିଫ୍ ପ୍ଲାନ୍ ଏକ ସପ୍ତାହ ପାଇଁ ଘୁଞ୍ଚିଲା । ଆଜି ଲାଗୁହେବାକୁ ଥିବା ଟାରିଫ୍ ପ୍ଲାନ୍ ଆସନ୍ତା ଅଗଷ୍ଟ ୭ ତାରିଖରୁ ଲାଗୁ…
ରାଜ୍ୟ ହୋଟେଲ ପାର୍ଟିକୁ ନେଇ ବିବାଦରେ ଅଧିକାରୀ; ଆଇପିଏସ୍ ଦିପ୍ତେଶଙ୍କ ନାଁରେ ଇଡି ଓ ସିବିଆଇରେ ପିଟିସନ August 1, 2025 Papirani ଦୁଇଟି ଖବର ଏବେ ଆଇପିଏସ୍ ମହଲରେ ଧୁମ ଚର୍ଚ୍ଚା ସୃଷ୍ଟି କରିଦେଉଛି। ଜଣେ ଆଇପିଏସ ଅଧିକରୀ ତାଜ୍ ବିଭାନ୍ତାରେ ଏକ ଗ୍ରାଣ୍ଡ୍ ପାର୍ଟି ଆଯୋଜନ କରିଥିଲେ । ଏହି ପାର୍ଟି ଭୋର ପର୍ଯ୍ୟନ୍ତ ଚାଲିଥିଲା। ଏହା କମିଶନରେଟ ପୁଲିସ ନଜରକୁ ଆସିଥିଲା…
ତାଜା ଖବର ଦେଶ ମନି ଲଣ୍ଡରିଂ ମାମଲା: ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ସମନ କଲା ଇଡି August 1, 2025 Papirani ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ସମନ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିଲାଏନ୍ସ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ସମନ ଜାରି କରିଛି। ଅଗଷ୍ଟ ୫ ତାରିଖରେ ଜେରା ପାଇଁ ହାଜର…
ତାଜା ଖବର ଦେଶ ବିଶ୍ୱ ଆଜିଠାରୁ ଭାରତ ଉପରେ ଲାଗିବ ୨୫ ପ୍ରତିଶତ ଟାରିଫ୍ August 1, 2025 Papirani ଭାରତ ଉପରେ ଆମେରିକାର ଟାରିଫ ମାଡ଼। ଆଜିଠାରୁ ଆମେରିକା ଭାରତ ଉପରେ ଶୁଳ୍କ ଲାଗୁ କରିବ। ୨୫ ପ୍ରତିଶତ ଟାରିଫ୍ ସହ ଜରିମାନା ଆଦାୟ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆମେରିକା ଭାରତରୁ ଆମଦାନୀ ହେଉଥିବା…