Day: 6 August 2025

ରାହୁଲ୍ ଗାନ୍ଧୀ ମିଳିଲା ଆଶ୍ବସ୍ତି, ଝାଡଖଣ୍ଡ କୋର୍ଟରୁ ମିଳିଲା ଜାମିନ

ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ । ମାନହାନି ମାମଲାରେ ଝାଡ଼ଖଣ୍ଡର ଚାଇବାସାରେ ଥିବା ସାଂସଦ-ବିଧାୟକ କୋର୍ଟ ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୨୦୧୮ ମସିହାରେ ରାହୁଲ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ…

‘କର୍ତ୍ତବ୍ୟ ଭବନ’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିଲ୍ଲୀ କର୍ତ୍ତବ୍ୟ ପଥରେ ‘କର୍ତ୍ତବ୍ୟ ଭବନ’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ନୂଆ ପାୱାର ସେଣ୍ଟର ‘କର୍ତ୍ତବ୍ୟ ଭବନ’ । ପ୍ରାୟ ୧.୫ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ନିର୍ମିତ କର୍ତ୍ତବ୍ୟ ଭବନ କମନ୍‌ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ ଭାବେ…

ଯୁବକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ; ପୋଲିସ ନିର୍ଯ୍ୟାତନା ସହି ନ ପାରି ବିଷ ପିଇ ଦେଇଥିବା ଅଭିଯୋଗ

ଯୁବକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ। ଯାଜପୁରର ବାଲିଚନ୍ଦ୍ରପୁର ଥାନା ହାଜତରେ ଦଳିତ ଯୁବକଙ୍କୁ ନିର୍ଯାତନା । ପୋଲିସ ନିର୍ଯ୍ୟାତନା ସହି ନ ପାରି ବିଷ ପିଇ ଦେଇଥିବା ଅଭିଯୋଗ ଏବେ ସମ୍ନାକୁ ଆସୁଛି। ଥାନାରେ ଯୁବକଙ୍କୁ ପ୍ରବଳ ମାଡ଼ ମାରିବା ସହ…

ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଅର୍ଥାତ ରେପୋ ହାର ୫.୫ ପ୍ରତିଶତରେ ବଜାୟ ରଖାଯାଇଛି। ମୁଦ୍ରା ନୀତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି କରାଯାଇଛି । ଲଗାତାର ତିନିଥର ସୁଧ ହାର ହ୍ରାସ କରିବା ପରେ, RBI…

ଭିଜିଲାନ୍ସ ଜାଲରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍ ଦେବାଶିଷ ପଣ୍ଡା

ଭିଜିଲାନ୍ସ ଜାଲରେ ଡ୍ରଗ୍ସ କଣ୍ଟ୍ରୋଲ ଅଫିସର ଦେବାଶିଷ ପଣ୍ଡା । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ସମ୍ବଲପୁର, ଭୁବନେଶ୍ୱର, ବହ୍ମପୁର ସହ ଆଉ କିଛି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ।…

ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣା: ଗିରଫ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ସସପେଣ୍ଡ

ନିଲମ୍ବିତ ହେଲେ ଗିରଫ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ ଆଜି ନିଲମ୍ବିତ ହୋଇଛନ୍ତି ନିହାର ରଞ୍ଜନ ମହାନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…