ତାଜା ଖବର ଦେଶ ମୁମ୍ବାଇରେ ଅଘଟଣ: ଚଳନ୍ତା ଟ୍ରେନରୁ ପଡ଼ି ପାଞ୍ଚ ମୃତ, ଅନେକ ଆହତ June 9, 2025 Papirani ମୁମ୍ବାଇରେ ଅଘଟଣ । ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିବା ପୁଷ୍ପକ ଏକ୍ସପ୍ରେସ୍ ଟ୍ରେନରୁ ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଅତ୍ୟଧିକ ଭିଡ଼ ଏବଂ ଧକ୍କା ଯୋଗୁଁ ଏହି ପରି ଦୁର୍ଘଟଣା ହୋଇଥିବା ଜଣାପଡିଛି। ଏହି ଘଟଣା…
ତାଜା ଖବର ଦେଶ ନବ ବିବାହିତ ଦମ୍ପତି ମାମଲା: ସ୍ୱାମୀ ରାଜାଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଥିଲା ସ୍ତ୍ରୀ ସୋନମ୍ June 9, 2025 Papirani ବିବାହ ପରେ ମେଘାଳୟ ବୁଲିବାକୁ ଯାଇ ନିଖୋଜଥିବା ଇନ୍ଦୋରର ନବ ଦମ୍ପତ୍ତି ରାଜା ରଘୁବଂଶୀ ଏବଂ ସୋନମ୍ ରଘୁବଂଶୀଙ୍କ ମାମଲାର ଘଟଣା ସାରା ଦେଶକୁ ଥରାଇ ଦେଇଛି । ରାଜା ରଘୁବଂଶୀଙ୍କ ହତ୍ୟା ଓ ସୋନମ ରଘୁବଂଶୀଙ୍କ ନିଖୋଜ ମାମଲାରେ ଏକ…
ରାଜ୍ୟ ଭିଜିଲାନ୍ସ ଜାଲରେ ଧର୍ମଗଡ଼ ଉପଜିଲ୍ଲାପାଳ June 9, 2025 Nirvay ଭିଜିଲାନ୍ସ ଜାଲରେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ । କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମା ଜଣେ ସ୍ଥାନୀୟ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ବେଳେ ଓଡିଶା ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି । ଏହା ପରେ,…
ତାଜା ଖବର ରାଜ୍ୟ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ନାରୀ ଶକ୍ତି ମେଳା June 8, 2025 Papirani ରାଜ୍ୟ ସରକାରଙ୍କ ଏକ ବର୍ଷ ପୁର୍ତ୍ତି ପାଳନ ଅବସରରେ କଟକରେ ହେବାକୁ ଯାଉଛି ନାରୀ ଶକ୍ତି ମେଳା। ଆସନ୍ତା ୧୩ ତାରିଖରେ କଟକରେ ଅନୁଷ୍ଠିତ ହେବ ନାରୀ ଶକ୍ତି ମେଳା । ଏହି ଜିଲ୍ଲାସ୍ତରୀୟ ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ…
ତାଜା ଖବର ରାଜ୍ୟ ବର୍ଷେ ଭିତରେ ୨୦୬ ଶିଳ୍ପକୁ ଅନୁମୋଦନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ June 8, 2025 Papirani ବର୍ଷେ ଭିତରେ ୨୦୬ ଶିଳ୍ପକୁ ଅନୁମୋଦନ । ଲୋକସେବା ଭବନରେ ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୫ ବର୍ଷ ଭିତରେ ଯାହା ହୋଇ ନ ଥିଲା, ବର୍ଷକରେ ହୋଇଛି ।…
ତାଜା ଖବର ରାଜ୍ୟ ଭୁବନେଶ୍ବରରେ ହେବ ନାହିଁ ଏଲିଭେଟେଡ୍ ମେଟ୍ରୋ June 8, 2025 Papirani ଭୁବନେଶ୍ବରରେ ହେବନି ଏଲିଭେଟେଡ୍ ମେଟ୍ରୋ । ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ଆଜି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ରାଜଧାନୀରେ ହେବ ନାହିଁ ଏଲିଭେଟେଡ୍ ମେଟ୍ରୋ । କିନ୍ତୁ ପ୍ରଶାସନ ବର୍ତ୍ତମାନ ଅଣ୍ଡରଗ୍ରାଉଣ୍ଡ…
ତାଜା ଖବର ରାଜ୍ୟ ବଡ଼ ଦାଣ୍ଡରେ ବିକ୍ରି ହେବ ନାହିଁ ମଦ ଓ ଆମିଷ: ଆଇନମନ୍ତ୍ରୀ June 8, 2025 Papirani ବଡ଼ ଦାଣ୍ଡରେ ବିକ୍ରି ହେବନି ମଦ ଓ ଆମିଷ । ଶ୍ରୀମନ୍ଦିରର ଦୁଇ କିଲୋମିଟର ପରିଧି ଭିତରେ ରହିବନି ମଦ ଦୋକନ କି ବାର ବୋଲି ଆଜି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ପୁରୀ ବଡ଼…
ତାଜା ଖବର ରାଜ୍ୟ ସ୍ନାନ ପୂର୍ଣ୍ଣିମା ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା June 8, 2025 Papirani ରଥଯାତ୍ରା ପୂର୍ବରୁ ଆଗାମୀ ୧୧ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଏହା ପୂର୍ବରୁ ସ୍ନାନ ପୂର୍ଣ୍ଣିମା ପାଇଁ ଜାରି ହେଲେ ଟ୍ରାଫିକ୍ ଆଡଭାଇଜରୀ । ପୁରୀ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ କଟକଣା ।…
ତାଜା ଖବର ରାଜ୍ୟ ନନ୍ଦନକାନନରେ ନୂଆ ଅତିଥି; ଦୁଇ ଶାବକଙ୍କୁ ଜନ୍ମଦେଲା ବାଘୁଣୀ ମୌସୁମୀ June 8, 2025 Papirani ନନ୍ଦନକାନନକୁ ଆସିଲେ ୨ ନୂଆ ଅତିଥି । ଦୁଇ ଶାବକଙ୍କୁ ଜନ୍ମଦେଲା ବାଘୁଣୀ ମୌସୁମୀ । ଏହାକୁ ମିଶେଇ ନନ୍ଦନକାନନରେ ପ୍ରାଣୀ ଉଦ୍ୟାନରେ ମୋଟ ବାଘ ସଂଖ୍ୟା ୨୯କୁ ବୃଦ୍ଧି ହୋଇଛି । ଏମାନଙ୍କ ମଧ୍ୟରେ ୨ ଶାବକ, ୧୭ ମହାବଳ…
ତାଜା ଖବର ରାଜ୍ୟ ମହାନଦୀରେ ଅଘଟଣ; ଗାଧୋଉଥିବା ବେଳେ ଭାସିଗଲେ ୪ ଜଣ ପିଲା June 8, 2025 Papirani ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୪ ଜଣ ପିଲା । ୩ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନାବାଳିକା ନିଖୋଜ । ବଡ଼ବାପାଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ଉଦ୍ଧାର ୩ ଜଣଙ୍କୁ ଚିକିତ୍ସା ପାଇଁ…