Month: June 2025

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧୀମାନ ଚକମା

ହାଇକୋର୍ଟ ଗଲେ ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଧୀମନ୍ ଚକ୍‌ମା । ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ଧୀମାନ୍ ଚକ୍‌ମା। ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ…

ଦ୍ୱିତୀୟ ଦିନରେ ସ୍ୱର୍ଗତ ନବ ଦାସଙ୍କ ଘରେ ଆଇଟି ଚଢ଼ଉ ଜାରି

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍ ଜାରି । ଆୟକର ଅନିୟମିତା ଘଟଣାରେ ଆଜି ଦ୍ୱିତୀୟ ଦିନରେ ବି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗର ଚଢାଉ ଜାରି…

ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ ପଟ୍ଟନାୟକ

ଚିକିତ୍ସା ପାଇଁ ଆଜି ମୁମ୍ବାଇ ଗଲେ ନବୀନ ପଟ୍ଟନାୟକ । ସର୍ଭାଇକାଲ ଆଥ୍ରାଇଟିସ୍ ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ ଚିକିତ୍ସା । ୨୨ତାରିଖରେ ହସପିଟାଲରେ…

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟରେ ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ…

ପରଲୋକରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ

ନିରଞ୍ଜନ ରଥଙ୍କ ପରଲୋକ । ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଲୋକସେବକ ମଣ୍ଡଳର ସେ ଥଲେ ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଥିଲେ ନିରଞ୍ଜନ ରଥ । ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଛନ୍ତି ନିରଞ୍ଜନ ରଥ । ଗତକାଲି ରାତି ୧୧ଟାରେ…

ହାତ ଗୋଡ଼ରେ ହ୍ୟାଣ୍ଡକପ୍‌ ପକାଇ ଯୁବକଙ୍କୁ ନିର୍ଯାତନା ମାମଲା: ଭୋଗରାଇ ଥାନା IIC ଶ୍ରୀବଲ୍ଲଭ ସାହୁ ସସ୍‌ପେଣ୍ଡ୍

ଭୋଗରାଇ ଥାନା IIC ଶ୍ରୀବଲ୍ଲଭ ସାହୁ ସସ୍‌ପେଣ୍ଡ୍ । କାର୍ଯ୍ୟରେ ଅବହେଳା ପାଇଁ ସସ୍‌ପେଣ୍ଡ୍ କଲେ ଡିଜିପି । ଜଣେ ଯୁବକଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍‌ ପକାଇ ନିର୍ଯାତନା ମାମଲାରେ IICଙ୍କୁ ସସ୍‌ପେଣ୍ଡ୍। ବିନା ମାମଲାରେ ଦୁଇ ଦିନ ଧରି ଯୁବକଙ୍କୁ…

ଯୋଗ ଦିବସ ପୂର୍ବରୁ ଯୋଗ ଶିକ୍ଷୟିତ୍ରୀଙ୍କୁ ଧର୍ଷଣ ଅଭିଯୋଗ

କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରେ ଯୋଗ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଘରେ ପଶି ଛୁରି ଦେଖାଇ ଯୋଗ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ସଦର୍ ଥାନା ଅନ୍ତର୍ଗତ ମୁଣ୍ଡାଳ ଗାଁରେ ଘଟିଛି ଏହି ଅଘଟଣ । ଦୁଷ୍କର୍ମର…

ଭୋଗରାଇରେ ପୋଲିସର ଦାଦାଗିରି; ବେଡ଼ିରେ ରହିଲେ ଯୁବକ

ବାଲେଶ୍ୱର ଜିଲ୍ଲା ଭୋଗରାଇରେ ପୋଲିସର ଦାଦାଗିରି । ଥାନାରେ ମାମଲା ରୁଜୁ ନ କରି ଯୁବକଙ୍କ ହାତ ଓ ଗୋଡରେ ବେଡି ପକାଇ ଦୁଇ ଦିନ ଧରି ନିର୍ଯାତନା କରିଥିଲା ପୁଲିସ୍। ସାମାନ୍ୟ ବାଇକ୍‌ ଅଦଳ ବଦଳ ଘଟଣାକୁ ନେଇ ଅମାନୁଷିକ…

ଅହମ୍ମଦାବାଦ ବିମାନ କ୍ରାସ ଘଟଣା: ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ନ ଥିବା କହିଲେ AI ସିଇଓ

ଅହମ୍ମଦାବାଦ ବିମାନ କ୍ରାସ ଘଟଣାରେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଏୟାର ଇଣ୍ଡିଆର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ କ୍ୟାମ୍ପବେଲ ଓ୍ବିଲସନ। ସେ କହିଛନ୍ତି ଦୁର୍ଘଟଣାର ଶିକାର ବିମାନର ଉନ୍ନତ ରକ୍ଷଣାବେକ୍ଷଣ କରାଯାଇଥିଲା । ୨୦୨୩ରେ ବିମାନର ପ୍ରମୁଖ ଯାନ୍ତ୍ରିକ ଯାଞ୍ଚ କରାଯାଇଥିବା…

ଓଡ଼ିଶାରେ ବଢ଼ୁଥିବା ଗଣଦୁଷ୍କର୍ମ ଘଟଣାକୁ ନେଇ ଦିଲ୍ଲୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ଗୋପାଳପୁର ଗଣଦୁଷ୍କର୍ମ ଘଟଣା ପରେ, ଓଡ଼ିଶାରେ ବଢ଼ୁଥିବା ଗଣଦୁଷ୍କର୍ମ ଘଟଣାକୁ ନେଇ ଏବଂ ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ମହିଳା ନେତ୍ରୀ ଓ ବିଧାୟିକା । ଦିଲ୍ଲୀର ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ମୁଖ୍ୟାଳୟରେ ସାମ୍ବାଦିକ…