Day: 10 June 2025

କେବଳ ଲମ୍ବା ଭାଷଣ, ବଡ ବଡ Advertisement ରେ ବିକାଶ ଆସେ ନାହିଁ: ନବୀନ ପଟ୍ଟନାୟକ

ବିଜେଡିର ରାଜ୍ୟ କର୍ମକର୍ତ୍ତା ବୈଠକକୁ ପରେ ଜନଜାଗରଣ ଅଭିଯାନକୁ ଶଙ୍ଖଭବନରେ ସମ୍ବୋଧିତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ କହିଛନ୍ତି ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମାଲିକ । ଲୋକଙ୍କ Mandate ରେ ଆମେ ଆଜି…

ଡିପ୍ରେସନ ଯୋଗୁଁ ସ୍ବତନ୍ତ୍ର ମେଡିକାଲ ସେଲ୍‌କୁ ଗଲେ ଗିରଫ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକମା

ଜଣେ କ୍ରସର୍ ମାଲିକଙ୍କଠାରୁ ଲାଞ୍ଚ ନେଇ ଗିରଫ ହୋଇଥିବା ଆଇଏଏସ୍ ଅଧିକାରୀ ତଥା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକମା ଡିପ୍ରେସନ ଯୋଗୁଁ ସ୍ବତନ୍ତ୍ର ମେଡିକାଲ ସେଲ୍‌ରେ ଅଛନ୍ତି । ଡାକ୍ତରୀ ପରୀକ୍ଷା ପରେ ଧୀମାନ ସୁସ୍ଥ ଥିବା ଜଣାପଡିଛି।…

ଓଜେଇଇ ପରୀକ୍ଷାଫଳର ସମୟ ପରିବର୍ତ୍ତନ; ଆଜି ସନ୍ଧ୍ୟା ୬ଟା ପରିବର୍ତ୍ତେ ସାଢ଼େ ୫ଟାରେ ବାହାରିବ ରେଜଲ୍ଟ

ଆଜି ପ୍ରକାଶ ପାଇବ ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୫ ରେଜଲ୍ଟ । ସନ୍ଧ୍ୟା ୬ଟା ପରିବର୍ତ୍ତେ ସାଢ଼େ ୫ଟାରେ ରେଜଲ୍ଟ । http://ojee.nic.in ରେ ୱେବ୍‌ସାଇଟ୍‌ରେ ଆସିବ ରାଙ୍କ୍ କାର୍ଡ । ଆନୁଷ୍ଠାନିକ ଭାବେ ଘୋଷଣା କରିବେ ବିଭାଗୀୟ ମନ୍ତ୍ରୀ…

ଆଜି ଶ୍ରୀମନ୍ଦିରରେ ସେନାପଟା ଲାଗି ନୀତି: ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି। ଏଥିପାଇଁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ କେବଳ ଦଇତାପତି ସେବାୟତମାନେ ଏହି ନୀତିରେ ଯୋଗଦାନ କରିଥାନ୍ତି।…

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବି‌ଦାୟ ନେଲେ ନିକୋଲାସ ପୁରନ୍‌

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବି‌ଦାୟ ନେଲେ ୱେଷ୍ଟଇଣ୍ଡିଜ୍ ବ୍ୟାଟର୍‌ ନିକୋଲସ୍‌ ପୁରନ୍‌। ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ହେଇଛନ୍ତି ପୁରନ୍‌ । ଇନ୍‌ଷ୍ଟାଗ୍ରାମ୍‌ରେ ଭାବପୂର୍ଣ୍ଣ ପୋଷ୍ଟ କରି ଅବସର ଘୋଷଣା କରିଥିବାର ଦେଖାଯାଇଛି । ୱେଷ୍ଟଇଣ୍ଡିଜ୍ ପାଇଁ ୧୦୬…