ତାଜା ଖବର ରାଜ୍ୟ ରାଜ୍ୟର ୧୦୦ରୁ ୧୫୦ ଗାଁ ନାମିତ ହେବ ମହାପୁରୁଷ ଆଦର୍ଶ ଗାଁ: ପଞ୍ଚାୟତିରାଜ ମନ୍ତ୍ରୀ June 9, 2025 Papirani ରାଜ୍ୟର ୧୦୦ରୁ ୧୫୦ ଗାଁ ହେବ ମହାପୁରୁଷ ଆଦର୍ଶ ଗାଁ ।ମହାପୁରୁଷ ଆଦର୍ଶ ଗାଁ କରିବ ପଞ୍ଚାୟତିରାଜ ବିଭାଗ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି ନାମିତ ହେବ ମହାପୁରୁଷ ଆଦର୍ଶ ଗାଁ…
ତାଜା ଖବର ରାଜ୍ୟ କେନ୍ଦ୍ରାପଡ଼ା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ June 9, 2025 Papirani କେନ୍ଦ୍ରାପଡ଼ା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।କେନ୍ଦ୍ରାପଡ଼ା କଲେଜ୍ ପଡ଼ିଆରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ।ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଏହା ସହ ସର୍କିଟ୍ ହାଉସ୍ରେ ସମୀକ୍ଷା ବୈଠକ କରିବେ ସିଏମ୍ । ମୁଖ୍ୟମନ୍ତ୍ରୀ ହେବା ପରେ ଏହା…
ତାଜା ଖବର ଦେଶ ଆଇଇଡି ବିସ୍ଫୋରଣରେ ଅତିରିକ୍ତ ଏସପି ସହିଦ June 9, 2025 Papirani ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଆଇଇଡି ବିସ୍ଫୋରଣ । ଆଜି ହୋଇଥିବା ଏହି ବିସ୍ଫୋରଣରେ କୋଣ୍ଟା ଅତିରିକ୍ତ ଏସପି ଆକାସ ରାଓ ଗିରପୁଞ୍ଜେ ସହିତ ହୋଇଛନ୍ତି । ଘଟଣା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା ।…
ତାଜା ଖବର ଦେଶ ମୁମ୍ବାଇରେ ଅଘଟଣ: ଚଳନ୍ତା ଟ୍ରେନରୁ ପଡ଼ି ପାଞ୍ଚ ମୃତ, ଅନେକ ଆହତ June 9, 2025 Papirani ମୁମ୍ବାଇରେ ଅଘଟଣ । ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିବା ପୁଷ୍ପକ ଏକ୍ସପ୍ରେସ୍ ଟ୍ରେନରୁ ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଅତ୍ୟଧିକ ଭିଡ଼ ଏବଂ ଧକ୍କା ଯୋଗୁଁ ଏହି ପରି ଦୁର୍ଘଟଣା ହୋଇଥିବା ଜଣାପଡିଛି। ଏହି ଘଟଣା…
ତାଜା ଖବର ଦେଶ ନବ ବିବାହିତ ଦମ୍ପତି ମାମଲା: ସ୍ୱାମୀ ରାଜାଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଥିଲା ସ୍ତ୍ରୀ ସୋନମ୍ June 9, 2025 Papirani ବିବାହ ପରେ ମେଘାଳୟ ବୁଲିବାକୁ ଯାଇ ନିଖୋଜଥିବା ଇନ୍ଦୋରର ନବ ଦମ୍ପତ୍ତି ରାଜା ରଘୁବଂଶୀ ଏବଂ ସୋନମ୍ ରଘୁବଂଶୀଙ୍କ ମାମଲାର ଘଟଣା ସାରା ଦେଶକୁ ଥରାଇ ଦେଇଛି । ରାଜା ରଘୁବଂଶୀଙ୍କ ହତ୍ୟା ଓ ସୋନମ ରଘୁବଂଶୀଙ୍କ ନିଖୋଜ ମାମଲାରେ ଏକ…
ରାଜ୍ୟ ଭିଜିଲାନ୍ସ ଜାଲରେ ଧର୍ମଗଡ଼ ଉପଜିଲ୍ଲାପାଳ June 9, 2025 Nirvay ଭିଜିଲାନ୍ସ ଜାଲରେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ । କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମା ଜଣେ ସ୍ଥାନୀୟ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ବେଳେ ଓଡିଶା ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି । ଏହା ପରେ,…