Day: 3 June 2025

ବର୍ତ୍ତମାନ ବଢିବ ନାହିଁ କ୍ଷୀର ମୂଲ୍ୟ: ଓମଫେଡ

ଗ୍ରାହକଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ବଢିବ ନାହିଁ କ୍ଷୀର ମୂଲ୍ୟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁନ୍ ୧୩ ତାରିଖରୁ ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଂଘ (OMFED) କ୍ଷୀର ମୂଲ୍ୟ ଲିଟର ପିଛା ୪ ଟଙ୍କା…

ପୁରୀରୁ ଦେଶର ପ୍ରମୁଖ ଧାର୍ମିକ ସ୍ଥଳକୁ ଗଡିବ ଓଏସ୍ଆରଟିସି ସୁପର ପ୍ରିମିୟମ ଭଲଭୋ ବସ୍

ପୁରୀରୁ ଦେଶର ପ୍ରମୁଖ ଧାର୍ମିକ ସ୍ଥଳକୁ ଗଡିବ ଭଲବୋ ବସ୍ ଶ୍ରୀଜଗନ୍ନାଥ ଏକ୍ସପ୍ରେସ। ଓଡିଶା ରାଜ୍ୟ ପରିବହନ ବିଭାଗ ଦ୍ବାରା ଏହି ବସ ସେବା ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆରମ୍ଭ ହେବ। ଏହି ବସରେ ଯାତ୍ରୀମାନେ ବେଶ ବିଳାସପୂର୍ଣ୍ଣ ଏବଂ ଆରାମଦାୟକ…

ପାଇଖାନା ଟାଙ୍କି ସଫା ବେଳେ ଅଘଟଣ; ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ

ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ । ଏହି ଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପଡ଼ଲଗୁଡ଼ା ଗାଁରେ । ପାଇଖାନା ଟାଙ୍କି ସଫା ବେଳେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ୪ଜଣଙ୍କ ଜୀବନ । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ…

ଭୁବନେଶ୍ବରରେ କୃତ୍ରିମ ଜଳବନ୍ଦୀ ସମସ୍ୟାର ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱରରେ ବର୍ଷାଦିନେ ଉପୁଜୁଥିବା କୃତ୍ରିମ ଜଳବନ୍ଦୀ ସମସ୍ୟାର ସମୀକ୍ଷା କଲେ ମନ୍ତ୍ରୀ । ବର୍ଷାରେ ପାଣି ଜମୁଥିବା ସ୍ଥାନଗୁଡ଼ିକୁ ଯାଇ ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର । ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ…

ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୩ ଡିଗ୍ରୀ ପାର

କିଛି ଦିନର ବର୍ଷା ଓ କୋହଲା ପାଗ ପରେ ରାଜ୍ୟକୁ ଅସହ୍ୟ ତାତି ଓ ଗୁଳୁଗୁଳି ଫେରିଛି । ଆଜି ସକାଳୁ ୩୩ ଡିଗ୍ରୀ ଟପିଲାଣି ରାଜଧାନୀ ଭୁବନେଶ୍ବର ତାପମାତ୍ରା । ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୩.୪…