Month: May 2025

ଜମ୍ମୁ-କାଶ୍ମୀରରେ ଜେଲ୍‌ ଉପରେ ଆତଙ୍କୀ ହମ୍‌ଲା ଆଲର୍ଟ

ଜମ୍ମୁ-କାଶ୍ମୀରରେ ଜେଲ୍‌ ଉପରେ ଆତଙ୍କୀ ହମ୍‌ଲା ଆଲର୍ଟ ।ଜମ୍ମୁ-କାଶ୍ମୀର ସେଣ୍ଟ୍ରାଲ୍‌ ଜେଲ୍‌ରେ ଆକ୍ରମଣ ଆଶଙ୍କା କରାଯାଇଛି। ଏନେଇ ଗୁଇନ୍ଦା ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ଏହା ପରେ ଆତଙ୍କବାଦୀ ଆକ୍ରମଣ ନେଇ ଜେଲଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ରାଜଧାନୀରେ ଲଜ୍ଜା; ମାଆ ଓ ନାବାଳିକା ଝିଅକୁ ଦୁଷ୍କର୍ମ

ରାଜଧାନୀରେ ଲଜ୍ଜା । ରାଜଧାନୀ ଭୁବନେଶ୍ବରର ବଡ଼ଗଡ଼ ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି। ମାଆ ଓ ନାବାଳିକା ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ମା’ ଓ ନାବାଳିକା ଝିଅଙ୍କର ଅଶ୍ଳୀଳ ଫୋଟୋ ଉଠାଇ ଭାଇରାଲ୍ କରିଦେବା…

ଭାରତ-ପାକ୍‌ ଉତ୍ତେଜନା; ଆଜି ବସିବ ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ

ଜମ୍ମୁ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ଉତ୍ତେଜନା ପାଇଁ ଆଜି ବସିବ ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ପକ୍ଷ ରଖିବେ ଉଭୟ ଭାରତ ଓ…

କଡ଼ା ସୁରକ୍ଷା ବଳୟରେ ସରିଲା ନିଟ ପରୀକ୍ଷା

ଗତକାଲି ୪ ଜଣ ପରୀକ୍ଷା ଦଲାଲ ଗିରଫ ହେବାପରେ ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୁବନେଶ୍ବରରେ ସରିଛି ନିଟ୍ ୟୁଜି-୨୦୨୫ ପରୀକ୍ଷା। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାସନାଲ୍ ଟେଷ୍ଟିଂ ଏଜେନସି ବା ଏନଟିଏ ଦ୍ବାରା ପରିଚାଳିତ ନିଟ୍ ପରୀକ୍ଷା…

ଜୁନ୍‌ ୩୦ ସୀମା ପୁନର୍ଗଠନ ଡେଡ୍‌ଲାଇନ୍‌

ପ୍ରଶାସନିକ ସୀମା ପୁନର୍ଗଠନ ପାଇଁ ଜାରି ହୋଇଛି ଡେଡ୍‌ଲାଇନା । ଆଗାମୀ ଜନଗଣନା ପୂର୍ବରୁ ପ୍ରଶାସନିକ ସୀମା ପୁନଃଗଠନ ପାଇଁ ଏକ ସମୟସୀମା ଘୋଷଣା କରି ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦକ୍ଷେପ ନେଇଛନ୍ତି। ୩୦ ଜୁନ୍ ସୀମା ପୁନର୍ଗଠନ…

କଟକରେ ବ୍ରିଜ୍‌ ନିର୍ମାଣ ଅଘଟଣ; ତ୍ରୁଟି ନ ଥିଲେ ଏତେ ବଡ଼ ଦୁର୍ଘଟଣା ଘଟି ନଥାନ୍ତା: ଆଇନ ମନ୍ତ୍ରୀ

କଟକ ଖାନ୍‌ନଗରରେ ବ୍ରିଜ୍‌ ନିର୍ମାଣ ଅଘଟଣରୁ ଦୁଇ ଜଣ ଇଂଜିନିୟର ଓ ଜଣେ ସୁପରଭାଇଜର୍‌ଙ୍କ ମୃତ୍ୟୁ ଘଟଣାରେ କାହାର ଭୁଲ ଅଛି ତାହାକୁ ନେଇ ତଦନ୍ତ ହେବ ବୋଲି ଆଜି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଏତେ…

ପରଲୋକରେ ଯୋଗ ଗୁରୁ ସ୍ବାମୀ ଶିବାନନ୍ଦ

ଉତ୍ତର ପ୍ରଦେଶର ବାରାଣସୀର ପ୍ରସିଦ୍ଧ ଯୋଗଗୁରୁ ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦ ବାବାଙ୍କ ପରଲୋକ । ବାରଣାସୀରେ ୧୨୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ନିଜ ଜୀବନକୁ ଯୋଗ ଏବଂ ଭାରତୀୟ ଜୀବନଶୈଳୀରେ ଉତ୍ସର୍ଗ କରିଥିଲେ। ଗଙ୍ଗା ଓ ବାରଣାସୀର ତଟରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ । ବାୟୁସେନା ମୁଖ୍ୟ ଏୟାର ବିଫ ମାର୍ଶାଲ ଅମର ପ୍ରୀତ ସିଂ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହା ପୂର୍ବରୁ ଗତକାଲି ନୌସେନା ପ୍ରମୁଖ ଦିନେଶ ତ୍ରିପାଠୀ ମଧ୍ୟ…

ଗଞ୍ଜମ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ : ୧୭ ବନ୍ଧୁକ ଜବତ ସହ ୧୮ ଜଣ ଗିରଫ

ଗଞ୍ଜାମ ପୁଲିସ ଜିଲ୍ଲାକୁ ମିଳିଲା ବଡ଼ ସଫଳତା । ଗଞ୍ଜାମ ପୁଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧୀ ମାନେ ସକ୍ରିୟ ହୋଇ ବିଭିନ୍ନ ଅପରାଧିକ କାଣ୍ଡ ଘଟାଉଥିବା ବେଳେ ଗଞ୍ଜାମ ପୋଲିସ ଏକ ସ୍ୱତନ୍ତ୍ର ଡ୍ରାଇଭ କରି ସେମାନଙ୍କ ଉପରେ…