ତାଜା ଖବର ଦେଶ ଆଲୋଚନା ପୂର୍ବରୁ DGMO ବ୍ରିଫିଂ; ଲଢେ଼ଇ ପାଇଁ ୩ ସେନା ପୂରା ପ୍ରସ୍ତୁତ ହୋଇ ରହିଛି May 12, 2025 Papirani ଅପରେସନ ସିନ୍ଦୂରକୁ ନେଇ ତିନି ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଆଲୋଚନା ପୂର୍ବରୁ DGMO ବ୍ରିଫିଂ ।ଅପରେସନ ସିନ୍ଦୂର ନେଇ ଦ୍ବିତୀୟ ବ୍ରିଫିଂ । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଲେ ଆମ ଲଢ଼େଇ ଆତଙ୍କବାଦ ଓ ଆତଙ୍କୀଙ୍କ ବିରୋଧରେ…
ତାଜା ଖବର ରାଜ୍ୟ ଭୁବନେଶ୍ୱର ନୂଆ ଷ୍ଟେସନରୁ ଗଡ଼ିଲା ୩ଟି ଏକ୍ସପ୍ରେସ୍ May 12, 2025 Papirani ଭୁବନେଶ୍ୱର ନୂଆ ଷ୍ଟେସନରୁ ଗଡ଼ିଲା ୩ଟି ନୂଆ ଟ୍ରେନ୍। ଏହା ଦ୍ୱାରା ଭୁବନେଶ୍ୱର ଉତ୍ତର ଏବଂ କଟକ ଆଠଗଡ଼ ଅଞ୍ଚଳର ଲୋକେ ବିଶେଷ ଉପକୃତ ହେବେ। ସେହି ଟ୍ରେନ୍ଗୁଡ଼ିକ ହେଲ ଭୁବନେଶ୍ୱର-CSMT ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଏବଂ…
ତାଜା ଖବର ରାଜ୍ୟ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଜଗିବ ବଜ୍ର ଯାନ May 12, 2025 Papirani ଶ୍ରୀମନ୍ଦିର ସୁରକ୍ଷାରେ ମୁତୟନ ହେଲା ଆର୍ମଡ୍ ଭେଇକିଲ୍ । ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ଡିଜିପି ୱାଇବି ଖୁରାନିଆ । ଶ୍ରୀମନ୍ଦିର ସୁରକ୍ଷାରେ ଯୋଡି ହେଲା କେନ୍ଦ୍ର ସୁରକ୍ଷା ବଳର ବଜ୍ର ଯାନ । ଏଥିରେ ବିଭିନ୍ନ ଅତ୍ୟାଧୁନିକ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଅପରେସନ୍ ସିନ୍ଦୂରର ସଫଳତା; ଆହୁରି ଭୋଗିବ ପାକିସ୍ତାନ: ସମ୍ବିତ ପାତ୍ର May 12, 2025 Papirani ଆହୁରି ଭୋଗିବ ପାକିସ୍ତାନ। ଅପରେସନ୍ ସିନ୍ଦୂରର ସଫଳତା ପରେ ପ୍ରଥମ ଥର ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳର ମୁଖପାତ୍ର ତଥା ପୁରୀ ଲୋକସଭା ସାଂସଦ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଅପରେସନ ‘ସିନ୍ଦୂର’କୁ ନେଇ ବିଜେପି…
ଖେଳ ତାଜା ଖବର ଟେଷ୍ଟରୁ ଅବସର ନେଲେ ବିରାଟ କୋହଲି May 12, 2025 Papirani ଟେଷ୍ଟରୁ ସନ୍ନ୍ୟାସ ନେଲେ ବିରାଟ କୋହଲି । ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରି ଅବସର ଘୋଷଣା କଲେ ବିରାଟ । କିଛିଦିନ ତଳେ ଅବସର ନେଇଥିଲେ ରୋହିତ ଶର୍ମା । ଗତ ସପ୍ତାହରେ ବିରାଟ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଆଜି…
ତାଜା ଖବର ଦେଶ ଆଜି ଭାରତ ପାକ ମଧ୍ୟରେ ଫାଇନାଲ ଆଲୋଚନା May 12, 2025 Papirani ଅସ୍ତ୍ରବିରତି ପରେ ଆଜି ଭାରତ-ପାକ୍ ଫାଇନାଲ ଆଲୋଚନା ।ଦିନ ୧୨ଟାରେ ଉଭୟ ଦେଶର ଡିଜିଏମଓ ସ୍ତରୀୟ ହେବ ଆଲୋଚନା। ମେ’ ୧୦ର ବୈଠକରେ ଉଭୟ ଦେଶ ଅସ୍ତ୍ରବିରତିକୁ ସହମତି ଦେଇଥିଲେ । ଅସ୍ତ୍ରବିରତି ପରଠାରୁ ସୀମାରେ ରହିଛି ଶାନ୍ତି ପରିବେଶ ।…
ତାଜା ଖବର ଦେଶ ଅପରେସନ ସିନ୍ଦୂର: ପାକିସ୍ତାନର ପ୍ରତିରକ୍ଷା କ୍ଷମତା ଛାରଖାର May 11, 2025 Papirani ଅପରେସନ୍ ସିନ୍ଦୂରକୁ ନେଇ ଆଜି ଭାରତର ତିନି ସେନାର ପ୍ରେସ୍ମିଟ୍ । DGMO, DGAO, DGNOଙ୍କ ପକ୍ଷରୁ ମିଳିତ ପ୍ରେସମିଟ୍ କରିଛନ୍ତି। ପହଲଗାମ ଆତଙ୍କୀ ହମଲା ପରେ ଭାରତର ତିନି ସେନା ମେ ୭ ତାରିଖରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ…
ତାଜା ଖବର ରାଜ୍ୟ ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ May 11, 2025 Papirani ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ । ଦୀଘା ମନ୍ଦିର ବିବାଦ ପରେ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ମହାପ୍ରଭୁଙ୍କ ସେବା କାର୍ଯ୍ୟରୁ ଏକ ମାସ ପାଇଁ ନିଲମ୍ବିତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ…
ତାଜା ଖବର ଦେଶ ସରିନି ଅପରେସନ ସିନ୍ଦୂର; ଗୁଳିର ଜବାବ ଦିଆଯିବ ଗୋଳାରେ: ପ୍ରଧାନମନ୍ତ୍ରୀ May 11, 2025 Papirani ସରିନି ଅପରେସନ ସିନ୍ଦୂର। ଭାରତ-ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତିକୁ ନେଇ ଉଭୟ ଦେଶ ସହମତି ଜଣାଇବା ପରେ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ୩ ସେନା ମୁଖ୍ୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହାପରେ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ତାଜା ଖବର ରାଜ୍ୟ ଆଜି ଭୁବନେଶ୍ୱରରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରି May 11, 2025 Papirani ରାଜ୍ୟରେ ପୁଣି ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗୁଳୁଗୁଳି ସହ ତାତିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଆଜି ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଆଜି ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଭୂତ ହେବା ସହ…