ଖେଳ ଦେଶ ଭାରତୀୟ ଟେଷ୍ଟ ଟିମ୍ କ୍ୟାପଟେନ ହେଲେ ଶୁବମନ ଗିଲ୍ May 24, 2025 Nirvay ଇଂଲଣ୍ଡ ଗସ୍ତ ପାଇଁ ବିସିସିଆଇ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଚୟନ କମିଟି ଦଳର ନୂତନ ଅଧିନାୟକ ଏବଂ ଉପ-ଅଧିନାୟକଙ୍କୁ ମଧ୍ୟ ଚୟନ କରିଛନ୍ତି । ରୋହିତ ଶର୍ମାଙ୍କ ଅବସର ପରେ ଖାଲି ପଡ଼ିଥିବା ପଦବୀରେ ଶୁବମନ…
ରାଜ୍ୟ ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ ଓ ହୋମ୍ଗାର୍ଡ May 24, 2025 Nirvay ଖୋର୍ଦ୍ଧା ଭିଜିଲାନ୍ସ ଜାଲରେ ବାଙ୍କୋଇ ଫାଣ୍ଡି ଏଏସଆଇ ତୁଷାର ନାୟକ ଓ ହୋମ୍ଗାର୍ଡ ପି.କେ ସୁନ୍ଦରାୟ । କେସ୍ ଡାଏରୀରୁ ନାଁ ହଟାଇବାକୁ ଅଧରାତିରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଉଭୟ ଧରାପଡ଼ିଥିଲେ । ଉଭୟଙ୍କୁ ଭିଜିଲାନ୍ସ…
ଦେଶ ରାଜ୍ୟ କେରଳ ଛୁଇଁଲା ମୌସୁମୀ; ୧୬ ବର୍ଷ ପରେ ଆସିଲା ସଅଳ May 24, 2025 Nirvay ଚାଷୀଙ୍କ ପାଇଁ ଖୁସି ଖବର । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ କେରଳରେ ମୌସୁମୀ ପାଦ ଦେଇଛି । ସାଧାରଣତଃ ଜୁନ ଦ୍ଵିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁଥାଏ ।…
ତାଜା ଖବର ରାଜ୍ୟ ଶିକାରୀ ଗୁଳିରେ ମୃତ ଫରେଷ୍ଟ ଗାର୍ଡଙ୍କ ପରିବାରକୁ ୩୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ May 24, 2025 Nirvay ଶିକାରୀ ଗୁଳିରେ ମୃତ୍ୟୁ ବରଣ କରିଥିବା ଫରେଷ୍ଟ ଗାର୍ଡଙ୍କ ପରିବାରକୁ ୩୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିବାକୁ ପିସିସିଏଫଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।…
ଦେଶ ଛତିଶଗଡ଼ରେ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ; ମୁଣ୍ଡରେ ଥିଲା ୮୭ ଲକ୍ଷ ଟଙ୍କା ପୁରସ୍କାର May 24, 2025 Nirvay ଛତିଶଗଡ ବିଜାପୁରରେ ୨୪ ଜଣ ମାଓବାଦୀ CRPF ଡିଆଇଜି ରାକେଶ କୁମାର ଏବଂ ବିଜାପୁର ଏସପି ଜିତେନ୍ଦ୍ର ୟାଦବଙ୍କ ନିକଟରେ PLGA ଡେପୁଟି କମାଣ୍ଡରଙ୍କ ସମେତ ୨୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୨୪ ମାଓବାଦୀ ମଧ୍ୟରୁ ୭ ଜଣ ମହିଳା…
ତାଜା ଖବର ରାଜ୍ୟ କାଲିଠୁ ଯୁକ୍ତ ୨ ନାମଲେଖା ଆବେଦନ May 23, 2025 Papirani କାଲିଠୁ +୨ ନାମଲେଖା ଆବେଦନ। ଆସନ୍ତାକାଲିଠୁ ଜୁନ୍ ୩୦ ତାରିଖ ଯାଏଁ ଅନଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଅଧିନରେ ଯୁକ୍ତ ୨ ବିଜ୍ଞାନ, କଳା, ବାଣିଜ୍ୟ ଓ ଅନ୍ୟାନ୍ୟ ଧନ୍ଦାମୂଳକ ଶିକ୍ଷାରେ ନାମଲେଖା ପାଇଁ…
ତାଜା ଖବର ଦେଶ ପାକିସ୍ତାନ ପାଇଁ ଆକାଶ ସୀମା କଟକଣା ଆଉ ମାସେ ବଢ଼ାଇଲା ଭାରତ May 23, 2025 Papirani ପାକିସ୍ତାନ ବିରୋଧରେ ଭାରତର ଆଉ ଏକ ବଡ଼ ପଦକ୍ଷେପ । ପାକିସ୍ତାନ ବିମାନ ପାଇଁ NOTAMକୁ ମାସେ ବୃଦ୍ଧି କଲା ଭାରତ । ଜୁନ୍ ୨୩ ଯାଏଁ ପାକିସ୍ତାନୀ ବିମାନ ପାଇଁ ନିଜ ଏୟାରସ୍ପେସ୍ ବନ୍ଦ କଲା ଭାରତ । ଭାରତ…
ତାଜା ଖବର ରାଜ୍ୟ ଶ୍ରୀ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ; ରାତି ୧୨.୫୦ରୁ ୩ଟା ମଧ୍ୟରେ ପଡ଼ିବ ହସ୍ତଗଣ୍ଠି May 23, 2025 Papirani ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଜୁନ ୪ ତାରିଖ ସକାଳୁ ୫ ତାରିଖ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ପାଇଁ ନୀତି ନିର୍ଘଣ୍ଟ ସ୍ଥିର କରିଛି ମନ୍ଦିର ପ୍ରଶାସନ । ଯାତ୍ରାକୁ…
ତାଜା ଖବର ରାଜ୍ୟ ଅନୁଜ କୁମାର ଦାସ ପଟ୍ଟନାୟକ ହେଲେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ May 23, 2025 Papirani ବଦଳିଲେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ।ବରିଷ୍ଠ ଓଏଏସ ଅନୁଜ କୁମାର ଦାସ ପଟ୍ଟନାୟକ ହେଲେ ନୂଆ ନିର୍ଦ୍ଦେଶକ । ପିଏମ୍ ପୋଷଣ ଓ ଏମ୍ଏମ୍ ପୋଷଣର ରାଜ୍ୟ ନୋଡାଲ୍ ଅଫିସର ଥିଲେ ତାଙ୍କୁ ସୂଚନା ଏବଂ ଲୋକସମ୍ପର୍କ ନିର୍ଦ୍ଦେଶକ…
ତାଜା ଖବର ରାଜ୍ୟ ଲିଙ୍ଗରାଜ ମନ୍ଦିରରେ ପଶିଲେ ଅଣହିନ୍ଦୁ May 23, 2025 Papirani ଲିଙ୍ଗରାଜ ମନ୍ଦିରରେ ପଶିଲେ ଅଣହିନ୍ଦୁ। ରୋମନିଆର ଯୁବକ ମନ୍ଦିର ଭିତରେ ପଶିଆସିଥିଲେ । ସେବାୟତ ମାନେ ସେମାନଙ୍କୁ ଚିହ୍ନଟ କରି ଥାନାରେ ଜିମା ଦେଇଥିଲେ । ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି। ଅପରପକ୍ଷେ…