Day: 20 May 2025

ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ…

ଭରତପୁର ଥାନାରେ ନିର୍ଯାତନା ମାମଲା: ୪ ପୋଲିସଙ୍କ ଉପରୁ ହଟିଲା ନିଲମ୍ବନ

ଭରତପୁର ଥାନାରେ ମେଜର ଓ ବାନ୍ଧବୀ-ପୋଲିସ ବିବାଦ ଘଟଣାରେ ନିଲମ୍ବନ ହୋଇଥିବା ୪ ପୋଲିସ କର୍ମଚାରୀଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ । ଏସଆଇ ଓ ୨ ମହିଳା ASIଙ୍କ ସହ କନଷ୍ଟେବଳଙ୍କ ଉପରୁ ହତାଯାଇଛି ନିଲମ୍ବନ । ଏସଆଇ ଵୈଶାଳିନୀ…

ଓଡ଼ିଶାରେ ଶିଳ୍ପ ବାତାବରଣ ନାହିଁ: ତାରା ରଞ୍ଜନ

ଓଡ଼ିଶାରେ ଶିଳ୍ପର ବିକାଶ ଏବଂ ନିବେଶକଙ୍କୁ ଆକୃଷ୍ଟ କଲାଭଳି ପଦକ୍ଷେପ ନିଆଯାଉଥିବା କଥା ପୂର୍ବ ବିଜୁ ଜନତା ଦଳ ସରକାର କହିଆସୁଥିଲା ବେଳେ ଏହା ଏକପ୍ରକାର ପ୍ରଚାର ସଦୃଶ ରହିଥିଲା । ୨୪ ବର୍ଷର ସରକାର ପରେ ଏବେ ରାଜ୍ୟରେ ଭାଜପା…

ହଂକଂ ଏବଂ ସିଙ୍ଗାପୁର ପରେ ଭାରତରେ କରୋନା ଭୟ; ଦେଶରେ ଅଛନ୍ତି ୨୫୭ କୋଭିଡ୍ ଆକ୍ରାନ୍ତ

ପୁଣି ଧିରେ ଧିରେ କାୟା ବିସ୍ତାର କରୁଛି କରୋନା ମହାମାରୀ । ସିଙ୍ଗାପୁର, ହଂକଂ । ସିଙ୍ଗାପୁର, ହଂକଂରେ ପୁଣିଥରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବାରୁ ଏନେଇ ଭାରତରେ ବଢୁଛି ଭୟ । ହଂକଂ ଏବଂ ସିଙ୍ଗାପୁରରେ ପ୍ରାୟ ୧୪,୦୦୦ କୋଭିଡ…

ଆଜି ୧୭ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପାଇଁ ଜାରି ହେଲା ୱାର୍ଣ୍ଣିଂ

ରାଜ୍ୟରେ ଜାରିରହିଛି କାଳବୈଶାଖୀ ପ୍ରଭାବ । ଆସନ୍ତା ୨୩ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଦେଖାଯିବ ନେଇ ଅନୁମାନ କରାଯାଇଛି । ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେହିପରି ଆଜି ୧୭ ଜିଲ୍ଲାରେ…