Day: 9 May 2025

ଯୁଦ୍ଧ ସ୍ଥିତିକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୈଠକ

ସୁରକ୍ଷାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ଼ ବୈଠକ । ଭାରତ ଦ୍ୱାରା ଆତଙ୍କବାଦୀଙ୍କ ବିରୁଦ୍ଧରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏହି କାରଣରୁ ପାକିସ୍ତାନ କ୍ରମାଗତ ଭାବେ ଡ୍ରୋନ୍ ଏବଂ ମିସାଇଲ୍ ସାହାଯ୍ୟରେ ଭାରତ ଉପରେ…

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା: ଚାଟାର୍ଡ ଆକାଉଣ୍ଟ ଫାଇନାଲ ପରୀକ୍ଷା ସ୍ଥଗିତ

CA ପରୀକ୍ଷାକୁ ସ୍ଥଗିତ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ ମେ ମାସରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଛି । ଦେଶରେ ଅନେକ ରାଜ୍ୟରେ ବର୍ତ୍ତମାନ…

ପଞ୍ଜାବ ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍‌

ପଞ୍ଜାବ ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍‌ । ସମସ୍ତ ଲୋକଙ୍କୁ ଘରେ ରହିବାକୁ ଦିଆଗଲା ପରାମର୍ଶ । କୌଣସି ପରିସ୍ଥିତିରେ ଘର ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଏପରିକି ଘର ବାଲକୁନିକୁ ନ ବାହାରିବା ପାଇଁ ସୋଶାଲ ମିଡିଆରେ…

ଚାନ୍ଦିପୁରରେ ସୁରକ୍ଷା ପାଇଁ ହାଇଆଲର୍ଟ; ବୈଠକ ଡାକିଲେ ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି

ଅପରେସନ ସିନ୍ଦୂର ପରେ ପ୍ରତିଶୋଧର ନିଆଁରେ ଜଳୁଛି ପାକିସ୍ତାନ । ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ତୀବ୍ରତାକୁ ଦୃଷ୍ଟିରେ ରଖି ଭାରତର ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ହାଇଆଲର୍ଟ ଜାରି କରାଯାଇଛି । ଏନେଇ ଓଡ଼ିଶାର ବାଲେଶ୍ବରସ୍ଥିତ…