Day: 6 May 2025

ଆସନ୍ତାକାଲି ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକ୍‌ଡ୍ରିଲ୍

ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକ୍‌ଡ୍ରିଲ୍ । ପହଲଗାମ୍‌ ଆକ୍ରମଣ ଘଟଣା ପରେ ଆକ୍ସନରେ କେନ୍ଦ୍ର ସରକାର । ସୋମବାର ବସିଥିବା ଗୃହ ମନ୍ତ୍ରାଳୟର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁଥିରେ ବିଭିନ୍ନ ରାଜ୍ୟର ବିଭିନ୍ନ…

ଟ୍ରେନରୁ ନିଖୋଜ ହୋଇଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ; ପ୍ରାୟ ତିନଘଣ୍ଟା ପରେ ଆହତ ଅବସ୍ଥାରେ ଉଦ୍ଧାର

ରହସ୍ୟମୟ ଭାବରେ ଟ୍ରେନରୁ ନିଖୋଜ ହୋଇଗଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ଦିଲ୍ଲୀର ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନରୁ ଗୋଣ୍ଡୱାନା ଏକ୍ସପ୍ରେସ (ଟ୍ରେନ ନମ୍ବର ୧୨୪୧୦) ଯୋଗେ ଜବଲପୁର ଆସୁଥିବା ଟ୍ରେନରୁ ନିଖୋଜ ହୋଇଗଲେ ଜୁଏଲ ଓରାମ ।…

ମିଛୁଆ ସେବାୟତଙ୍କ ଉପରେ ସରକାର କେବେ ନେବେ କାର୍ଯ୍ୟାନୁଷ୍ଠାନ ?

ପଶ୍ଚିମବଙ୍ଗର ଦୀଘାରେ ନିକଟରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରର ବିଗ୍ରହ ଓ ‘ଜଗନ୍ନାଥ ଧାମ’ ଭାବେ ଏହାର ନାମକରଣକୁ ନେଇ ବିବାଦ ଓ ଆରୋପ ପ୍ରତ୍ୟାରୋପ ଜୋର୍‌ ଧରିଛି। ଗୋଟିଏ ପଟେ ଜଗନ୍ନାଥ ମନ୍ଦିର ନାଁ ‘ଜଗନ୍ନାଥ ଧାମ’ ରଖାଯାଇଥିବାକୁ ନେଇ…

ଦୀଘାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ

ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ଆଗରେ ପୁଣି ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ଦୀଘା ମନ୍ଦିର ସାମ୍ନାରେ ପୁଣି ଲାଗିଛି ଜଗନ୍ନାଥ ଧାମ ଲେଖାଥିବା ବଡ଼ ହୋର୍ଡିଂ। ରାତାରାତି ହୋର୍ଡିଂ ଲଗାଇଲା ପଶ୍ଚିମବଙ୍ଗ ପ୍ରଶାସନ । ବିଭିନ୍ନ…