ତାଜା ଖବର ରାଜ୍ୟ ରାସନ କାର୍ଡରୁ ବାଦ୍ ପଡ଼ିଲେ ୮୪ହଜାର ୭୫୭ ହିତାଧୀକାରୀ March 12, 2025 Papirani ଆଜି ବିଧାନସଭା ଗୃହରେ ଉଠିଲା ଭୂତ ରାସନକାର୍ଡ ପ୍ରସଙ୍ଗ। ଗୃହରେ ଅଶ୍ବିନୀ ପାତ୍ରଙ୍କ ପ୍ରଶ୍ନରେ ଉତ୍ତରରେ ତଥ୍ୟ ରଖିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର । ସେ କହିଛନ୍ତି ଏପର୍ଯ୍ୟନ୍ତ ୨୨,୨୯୩ ଅଯୋଗ୍ୟ ରାସନ କାର୍ଡ…
ତାଜା ଖବର ବ୍ୟବସାୟ ରାଜନୀତି ରାଜ୍ୟ ଧାରଣାରତ କଂଗ୍ରେସ ସଦସ୍ୟଙ୍କୁ ଶାସକ ଦଳର ବୁଝାସୁଝା March 12, 2025 Papirani ଗୃହ ବୟକଟ କରି ଧାରଣାରେ ବସିଥିବା କଂଗ୍ରେସ ସଦସ୍ୟଙ୍କୁ ଶାସକ ଦଳର ବୁଝାସୁଝା । ଗୃହକୁ ଫେରାଇ ଆଣିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ଉଦ୍ୟମ । ସରୋଜ ପ୍ରଧାନଙ୍କ ସହ ସହ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜମଧ୍ୟ ବୁଝାସୁଝା…
ତାଜା ଖବର ମନୋରଞ୍ଜନ ଶ୍ବେତଗଙ୍ଗା ପୁଷ୍କରିଣୀରେ ଉତ୍ତମଙ୍କ ଅସ୍ଥି ବିସର୍ଜନ କଲେ ବାବୁସାନ March 12, 2025 Papirani ପୁରୀ ଶ୍ବେତଗଙ୍ଗା ପୁଷ୍କରିଣୀରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରାଯାଇଛି। ପୁଅ ବାବୁସାନ ଆଜି ପରିବାର ସହ ଶ୍ବେତଗଙ୍ଗା ପୁଷ୍କରିଣୀ ଯାଇ ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ବାବୁ ସାନଙ୍କ ସହ ତାଙ୍କ ସ୍ତ୍ରୀ ତୃପ୍ତି ମଧ୍ୟ ଉପସ୍ଥିତଥିବାର…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ March 12, 2025 Papirani ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ୨୨ରେ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବାର ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା…
ତାଜା ଖବର ରାଜ୍ୟ ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା March 12, 2025 Papirani ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା । ଗତକାଲି ବିଧାନସଭା ଭିତରେ ବିଧାୟକମାନଙ୍କର ମାରପିଟ୍ ଘଟଣାର ଭିଡିଓ ଭାଇରାଲ ହେବା ପରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣ କରାଯାଇଥିବା ସୂଚନା । ସୂଚନା ଯୋଗ୍ୟ; ସାମ୍ବାଦିକମାନେ ଯେତେବେଳେ ବିଧାନସଭା ପ୍ରଶ୍ନକାଳକୁ ପ୍ରସାରଣ…
ତାଜା ଖବର ରାଜ୍ୟ ଆସନ୍ତା ୨୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ March 12, 2025 Papirani ଆସନ୍ତା ୨୪ ତାରିଖରେ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୪ ତାରିଖରେ ନୟାଗଡ଼ ଜିଲ୍ଲା କଣ୍ଟିଲୋସ୍ଥିତ ଶ୍ରୀକ୍ଷେତ୍ରର ଆଦିପୀଠ ମହାପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିବେ । ନୀଳମାଧବଙ୍କ ସେବାୟତ ଓ ସ୍ଥାନୀୟ ବାସିନ୍ଦା ନୀଳମାଧବଙ୍କୁ…
ତାଜା ଖବର ରାଜ୍ୟ ଅସହ୍ୟ ହେଉଛି ତାତି; ଆସନ୍ତା ଦୁଇ ଦିନ ହେବ ରାଜ୍ୟରେ ନିଆଁ ବର୍ଷା March 12, 2025 Papirani ଅସହ୍ୟ ତାତିରେ କଲବଲ ରାଜ୍ୟବାସୀ। ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ତାପମାତ୍ରା। ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ତାତି ଅନୁଭୂତ ହେଉଛି। ଆସନ୍ତା ଦୁଇ ଦିନ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ…
ରାଜ୍ୟ ୩୯.୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର March 11, 2025 Nirvay ପ୍ରଚଣ୍ଡ ଖରା, ଅସହ୍ୟ ଝାଞ୍ଜିପବନ । ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ ଆଜି ରାଜ୍ୟର ୨୨ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ୩୯.୫ ଡିଗ୍ରୀ ସହ ବୌଦ୍ଧ ଥିଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର । ଝାରସୁଗୁଡ଼ା…
ରାଜନୀତି ରାଜ୍ୟ କାଲି ବିଧାନସଭା ବୟକଟ୍ କରିବ କଂଗ୍ରେସ March 11, 2025 Nirvay ବିଧାନସଭା ଭଳି ଏକ ପବିତ୍ର ଗୃହରେ ଆଜି ବାଚସ୍ପତିଙ୍କ ମାଇକ୍ରୋଫୋନ ଭାଙ୍ଗିବା ଏବଂ ପରେ ତିନି ଦଳର ବିଧାୟକ ମାନେ ହାତାହାତି ହେବା ଘଟଣାରେ ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବିତ କରାଯାଇଛି…
ମନୋରଞ୍ଜନ ରାଜ୍ୟ ବିବାହ ବନ୍ଧନରେ ବାନ୍ଧିହେଲେ ଅନୁଭବ ମହାନ୍ତି ଏବଂ ଜାଗ୍ରତି ଶୁକ୍ଲା March 11, 2025 Nirvay ବିବାହ ବନ୍ଧନରେ ବାନ୍ଧିହେଲେ ଅନୁଭବ ମହାନ୍ତି, ଜାଗ୍ରତି ଶୁକ୍ଲା । ସାମ୍ନାକୁ ଆସିଲା ବାହାଘର ବେଳର ଫଟୋ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ଦ୍ଵିତୀୟ ଥର ପାଇଁ ବିବାହ କରିଛନ୍ତି ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ।…