Day: 27 March 2025

କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୨ ପୋଲିସ କର୍ମଚାରୀ ଆହତ

ରଣକ୍ଷେତ୍ରରେ ପରିଣତ ହୋଇଛି ରାଜଧାନୀ ରାଜରାସ୍ତା । ଲୋୟର୍ ପିଏମଜିରେ ଆନ୍ଦୋଳନକାରୀମାନେ ସଭା ସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସହ ଖଣ୍ଡ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିକ୍ଷୋଭକାରୀ ଅଣ୍ଡା, ଟମାଟୋ, ଢେଲା ମାଡ଼ କରିଥିଲେ ।…

ରଣକ୍ଷେତ୍ର ପାଲଟିଲା ପିଏମଜି ଛକ; ଭକ୍ତ,ତାରା, ଲଲ୍ଲୁ ଓ ମୋକିମଙ୍କୁ ଉଠାଇନେଲା ପୋଲିସ

ରାଜଧାନୀରେ ଉଗ୍ର ହେଲା କଂଗ୍ରେସର ବିକ୍ଷୋଭ । କଂଗ୍ରେସ କର୍ମୀଙ୍କ ଗର୍ଜନରେ ଫାଟି ପଡୁଛି ପୁରା ଲୋୟର ପିଏମଜି । ବ୍ୟାରିକେଡ ଭାଙ୍ଗିବା ସମୟରେ ମୁହାଁମୁହିଁ ହେଲେ ପୋଲିସ ଓ କଂଗ୍ରେସ କର୍ମୀ । ପରିସ୍ଥିତି ଅଣାୟତ୍ତ ହେବାରୁ ଲାଠିଚାର୍ଜ କରିଥିଲା…

ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି; କଂଗ୍ରେସର ପଥରମାଡ଼ ପରେ ପୋଲିସର ଲାଠିଚାର୍ଜ

ଲୋୟର ପିଏମ୍‌ଜି ସାଜିଲା ରଣକ୍ଷେତ୍ର । ନାରୀ ନିର୍ଯ୍ୟାତନାକୁ ପ୍ରସଙ୍ଗ କରି କଂଗ୍ରେସ ଆଜି ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି । ସରକାରଙ୍କ ବିରୋଧରେ ରଣ ହୁଂକାର ଦେଇଛି ରାଜ୍ୟ କଂଗ୍ରେସ । ରାଜଧାନୀ ରାଜ…

କଂଗ୍ରେସ ଓ କଂଗ୍ରେସ ନେତା ଆତ୍ମସମୀକ୍ଷା କରନ୍ତୁ: ମନମୋହନ ସାମଲ

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀର ବିରୋଧୀ କଂଗ୍ରେସକୁ କଡ଼ା ନିନ୍ଦା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ବିଧାନସଭାର ମର୍ଯ୍ୟାଦା ଉଲ୍ଲଂଘନ ହୋଇଛି । କଂଗ୍ରେସ ଓ କଂଗ୍ରେସ ନେତା ଆତ୍ମସମୀକ୍ଷା କରନ୍ତୁ । ସେମାନେ…

ମାନସ ଚୌଧୁରୀଙ୍କୁ ଉଠାଇ ନେଲା ପୋଲିସ

ଆଜି ବିଧାନସଭା ଘେରିବାକୁ ବାହାରିଲା କଂଗ୍ରେସ। ବିଧାନସଭା ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ଲଗାତର ଦୁଇ ଦିନ ବିଧାନସଭା ଭିତରେ ଓ ବାହାରେ ହଙ୍ଗାମା ପରେ ଆଜି କଂଗ୍ରେସର ଆନ୍ଦୋଳନ । ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ…

ବିଧାନସଭା ଘେରାଉ ପାଇଁ ଆରମ୍ଭ ହେଲା କଂଗ୍ରେସର ପଦଯାତ୍ରା

ଆଜି ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛି କଂଗ୍ରେସ। ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ ଏଥିଲାଗି ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର କଂଗ୍ରେସ…

ବିଧାନସଭା ପରିସରରେ ଗଙ୍ଗାଜଳ ଛିଞ୍ଚି ବିଜେଡିର ପ୍ରତିଦାବ

ବିଧାନସଭା ପରିସରରେ ବିଜେଡିର ଅଭିନବ ପ୍ରତିଦାବ । ଗୃହରେ ବିନା ବିରୋଧୀ କଂଗ୍ରେସରେ ପ୍ରଶ୍ନକାଳ ଆରମ୍ଭ ହୋଇଥିବା ବେଳେ ଗଙ୍ଗାଜଳ ଛିଞ୍ଚି ବିଜେଡି ବିଧାୟକଙ୍କ ବିକ୍ଷୋଭ ପ୍ରଦର୍ଶନ କରିଛି । ଆଟିକାରେ ଗଙ୍ଗାଳଜ ସାଙ୍ଗକୁ ଆମ୍ବପତ୍ର ନେଇ ଗୃହ ପରିସରରେ ବିଜେଡି…