ତାଜା ଖବର ରାଜ୍ୟ ବିଧାନସଭା ଗୃହରୁ ନିଲମ୍ବିତ ହେଲେ ତାରା ଓ ରମେଶ March 26, 2025 Papirani ବିଧାନସଭା ଗୃହରୁ ନିଲମ୍ବିତ ହେଲେ ଆଉ ୨ କଂଗ୍ରେସ ବିଧାୟକ । କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନାଙ୍କୁ ମଧ୍ୟ ନିଲମ୍ବିତ କଲେ ବାଚସ୍ପତି ସୁରମା ପାଢ଼ୀ । ୧୪ ଜଣ ବିଧାୟକଙ୍କ ମଧ୍ୟରୁ ସବୁ କଂଗ୍ରେସ ବିଧାୟକ…
ତାଜା ଖବର ରାଜ୍ୟ ଶପଥ ନେଲେ ହାଇକୋର୍ଟ ମୁଖ୍ୟ ବିଚାରପତି March 26, 2025 Papirani ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ । ରାଜ୍ୟପାଳ ହରିବାବୁ କମ୍ଭମପତି ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ହାଇକୋର୍ଟର ସମସ୍ତ…
ତାଜା ଖବର ରାଜନୀତି ରାଜ୍ୟ ନିଲମ୍ବନ ପରେ ରାଜରାସ୍ତାରେ କଂଗ୍ରେସର ହଙ୍ଗାମା; ରାଜରାସ୍ତାରେ ରାତି କଟେଇଲେ ବିଧାୟକ March 26, 2025 Papirani ବିଧାନସଭା ଗୃହରୁ ୧୨ ବିଧାୟକଙ୍କୁ ସସ୍ପେଣ୍ଡ ପରେ ରାଜରାସ୍ତାରେ କଂଗ୍ରେସର ହଙ୍ଗାମା। ମାଷ୍ଟରକ୍ୟାଣ୍ଟିନ୍ ଛକରେ ରାତି କଟେଇଲେ କଂଗ୍ରେସ ବିଧାୟକ । ସେମାନଙ୍କ ସହିତ ଦଳରେ ଅନେକ କର୍ମୀ ମଧ୍ୟ ରାତିସାରା ମାଷ୍ଟରକ୍ୟାଣ୍ଟିନ୍ ଛକରେ ଧାରଣା ଦେଇଥିବା ଦେଖା ଦେଇଛି ।…