ରାଜନୀତି ରାଜ୍ୟ ବିଧାନସଭା ବାହାରେ କଂଗ୍ରେସ ନେତା- ପୋଲିସ ମୁହାଁମୁହିଁ March 25, 2025 Nirvay ବିଧାନସଭାରେ ଲଗାତାର ଚରମ ବିଶୃଙ୍ଖଳା ହେବା ପରେ କଂଗ୍ରେସର ୧୪ ବିଧାୟକଙ୍କ ଭିତରୁ ୧୨ ଜଣଙ୍କୁ ବାଚସ୍ପତି ସୁରମା ପାଢ଼ୀ ନିଲମ୍ବନ କରିଛନ୍ତି । ନିଲମ୍ବନ ପରେ ବିରୋଧୀ ଦଳ ନେତା ଲବି ଗେଟ୍ ଦେଇ ଭିତରକୁ ପ୍ରବେଶ ହରିବାକୁ ଚେଷ୍ଟା…
ରାଜ୍ୟ ପାରାଦୀପରେ ହେବ ଗ୍ରୀନଫିଲଡ ବିମାନବନ୍ଦର March 25, 2025 Nirvay ବନ୍ଦର ସହର ପାରାଦୀପରେ ଏକ ନୂଆ ବିମାନବନ୍ଦର ସ୍ଥାପନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ପାରାଦୀପରେ ଗ୍ରୀନଫିଲଡ ବିମାନବନ୍ଦର ପ୍ରତିଷ୍ଠା କରିବା ସହ ଜୟପୁର, ରଙ୍ଗେଇଲୁଣ୍ଡା, ରାଇରଙ୍ଗପୁର, ଜମାଦାରପଲ୍ଲୀ ଓ ତୁଷୁରା ବିମାନ ବନ୍ଦରର ଉନ୍ନତିକରଣ କରିବା ପାଇଁ…
ରାଜ୍ୟ ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ଏପ୍ରିଲ ୯ ଓ ୧୧ରେ ଜନ ଶୁଣାଣି March 25, 2025 Nirvay ଆଉ ପାଦେ ଆଗେଇଲା ପୁରୀର ଶ୍ରୀଜଗନ୍ନାଥ ବିମାନବନ୍ଦର ପ୍ରକଳ୍ପ । ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ବ୍ରହ୍ମଗିରି ତହସିଲ ଅଧୀନରେ ଥିବା ସିପସରୁବାଲି ଏବଂ ଷଣ୍ଢପୁର ଅଞ୍ଚଳରେ ଓଡ଼ିଶା ସରକାର ଜମି ଅଧିଗ୍ରହଣ କରିବାକୁ ଯାଉଛନ୍ତି । ଏହି…
ତାଜା ଖବର ରାଜ୍ୟ କୋହଳ ହେଲା ଆଇଆରବି ବାଟାଲିଅନ୍ରେ ସିପାହୀ ଓ କନଷ୍ଟେବଲ୍ ବୟସ ସୀମା March 25, 2025 Papirani ଆଇଆରବି ବାଟାଲିଅନରେ ସିପାହୀ, କନଷ୍ଟେବଲ ନିଯୁକ୍ତି ମାମଲାରେ ବୟସ ସୀମାକୁ କୋହଳ କଲେ ହାଇକୋର୍ଟ ।ଆଇଆରବି ବାଟାଲିଅନ୍ରେ ସିପାହୀ ଓ କନଷ୍ଟେବଲ୍ ବୟସ ସୀମାକୁ ୩ ବର୍ଷ କୋହଳ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ବୟସ ସୀମା କୋହଳ ନେଇ ସରକାରଙ୍କ…
ତାଜା ଖବର ରାଜନୀତି ରାଜ୍ୟ ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ଘଟଣା; ୨୭ରେ ବିପ୍ଲବ କରିବ କଂଗ୍ରେସ March 25, 2025 Papirani ବିଧାନସଭା ଗୃହରୁ ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ ।ବିଧାନସଭା ଅଚଳ ହେବା ବାବଦରେ ମତ ରଖି ଭକ୍ତ କହିଛନ୍ତି ଆଲୋଚନା ପାଇଁ ଡାକିଲେ, କଥାବାର୍ତ୍ତା କଲେ କିନ୍ତୁ ସମାଧାନ କଲେନାହିଁ ।…
ତାଜା ଖବର ରାଜନୀତି ରାଜ୍ୟ ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ଗୃହରୁ ନିଲମ୍ବିତ ହେଲେ କଂଗ୍ରେସର ୧୨ ବିଧାୟକ March 25, 2025 Papirani ବିଧାନସଭାରେ ବିଶୃଙ୍ଖଳିତ ଆଚରଣ କରିବା ବିରୋଧୀ କଂଗ୍ରେସ ସଦସ୍ୟଙ୍କ ପାଇଁ ପଡିଲା ମହଙ୍ଗା । ବିଧାନସଭାରେ କଂଗ୍ରେସର ୧୨ ଜଣ ବିଧାୟକ ୭ ଦିନ ପାଇଁ ନିଲମ୍ବିତ କଲେ ବାଚସ୍ପତି । ଗୃହରେ ବିଶୃଙ୍କଳିତ ଆଚରଣ ପାଇଁ କଂଗ୍ରେସର ମୋଟ୍ ୧୪…
ତାଜା ଖବର ରାଜ୍ୟ ଓଡ଼ିଶା ମୁହାଁ ହେଉଛନ୍ତି ବିଦେଶୀ ପକ୍ଷୀ March 25, 2025 Papirani ୨୦୨୪- ୨୫ ବର୍ଷରେ ଓଡିଶାକୁ ଆସିଛନ୍ତି ବିଦେଶୀ ପକ୍ଷୀ । ଏ ନେଇ ଆଜି ବିଧାନସଭା ଗୃହରେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ମନ୍ତ୍ରୀ । ସେ…
ତାଜା ଖବର ରାଜ୍ୟ ରାଜ୍ୟରେ ରହିଛି ୪୫୩୯ ରକ୍ତଚନ୍ଦନ ଗଛ; ଏପ୍ରିଲ ୯ରେ ହେବ ନିଲାମ March 25, 2025 Papirani ଆଜି ଗୃହରେ ଅରୁଣ ସାହୁଙ୍କ ପ୍ରଶ୍ନରେ ଲିଖିତ ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ ରାଜ୍ୟରେ ପ୍ରାୟ ୪୫୩୯ଟି ରକ୍ତଚନ୍ଦନ ଗଛ ଅଛି । ସେଥିରୁ ୨୦୭୧ ଚନ୍ଦନ କାଠ ପ୍ରାକୃତିକ ଭାବରେ…
ତାଜା ଖବର ରାଜ୍ୟ ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ମେଡିକାଲରେ ଚାଲିଛି ଅଧିକ ସି-ସେକ୍ସନ: ସ୍ବାସ୍ଥ୍ୟ ମନ୍ତ୍ରୀ March 25, 2025 Papirani ସି-ସେକ୍ସନ ନେଇ ଚିନ୍ତାଜନକ ତଥ୍ୟ ଦେଲେ ସରକାର । ଆଜି ବିଧାନସଭା ଗୃହରେ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଲିଖିତ ଉତ୍ତରରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ସରକାରୀ ହସ୍ପିଟାଲ ତୁଳନାରେ ବେସରକାରୀ ହସ୍ପିଟାଲରେ ସିଜାରିଆନ୍ କିମ୍ବା ସି-ସେକ୍ସନ ଡେଲିଭରି ସଂଖ୍ୟା…
ତାଜା ଖବର ବ୍ୟବସାୟ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ବ୍ୟାରେକ୍ରେ ଚଢ଼ାଉ; ୩ ଆଇଆରବି ଯବାନ ଗିରଫ March 25, 2025 Papirani ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଆଇଆରବି ଯବାନ ଗିରଫ । ମନମୁଣ୍ଡା ପୋଲିସ ବ୍ୟାରେକ୍ରେ ଚଢ଼ାଉ କରି ଗିରଫ । ମନମୁଣ୍ଡା ଥାନା ପୋଲିସ ବାରାକରୁ ୩ ଯବାନଙ୍କ ପାଖରୁ ୧୫ କେଜି ଗଞ୍ଜେଇ ଜବତ କରିଛି ପୋଲିସ ।…