ତାଜା ଖବର ଦେଶ ଛତିଶଗଡ଼ରେ ୨୨ ମାଓବାଦୀ ନିହତ March 20, 2025 Papirani ଛତିଶଗଡ଼ର ବିଜାପୁର ଏବଂ ଦନ୍ତେୱାଡ଼ା ଜିଲ୍ଲା ସୀମା ସୁରକ୍ଷାବାହିନୀ ଓ ଲାଲବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ । ଛତିଶଗଡ଼ର ୨ଟି ଅପରେସନରେ ୨୨ ମାଓବାଦୀ ନିହତ ହୋଇଛନ୍ତି । ବିଜାପୁରରେ ମାଓ ଅପରେସନରେ ୧୮ ନିହତ ହୋଇଥିବା ବେଳେ କାଙ୍କେର ଜିଲ୍ଲାରେ…
ତାଜା ଖବର ରାଜ୍ୟ କୋଭିଡ୍ ନେଇଛି ୫୦ ସାମ୍ବାଦିକଙ୍କ ଜୀବନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ March 20, 2025 Papirani ଆଜି ବିଧାନସଭା ଗୃହରେ ଉଠିଲା କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପ୍ରସଙ୍ଗ । କୋଭିଡ୍ ସମୟରେ ହୋଇଥିବା ଲକ୍ଡାଉନ୍ ବେଳେ ଘରେ ଭିତରେ ଲୋକେ ବନ୍ଦ ହୋଇ ରହୁଥିବା ବେଳେ ଲୋକଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ବାହାରି ପଡ଼ୁଥିଲେ ସାମ୍ୱାଦିକ…
ତାଜା ଖବର ରାଜ୍ୟ ଭୁବନେଶ୍ବରର ୪୬୦ ସ୍କୁଲ ବସ୍ର ନାହିଁ ଫିଟନେସ୍ March 20, 2025 Papirani ଭୁବନେଶ୍ବରର ୪ଶହ ୬୦ଟି ସ୍କୁଲ ବସ୍ର ନାହିଁ ଫିଟନେସ୍ । ବିନା ଫିଟନେସ୍ରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ ବସ୍ । ଏ ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ସେ କହିଛନ୍ତି…
ଖେଳ ତାଜା ଖବର ରାଜ୍ୟ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଓଓଏ ସଭାପତି ହେବା ନିଶ୍ଚିତ March 20, 2025 Papirani ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ(ଓଓଏ)ର ସଭାପତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ହେବା ନିଶ୍ଚିତ। ଏକମାତ୍ର ପ୍ରାର୍ଥୀ ଭାବେ ତାଙ୍କର ନାମାଙ୍କନ କାଏମ ରହିଛି। ଏହି ପଦ ପାଇଁ ସମୀରଙ୍କ ବ୍ୟତୀତ ଅନ୍ୟ କେହି ଆବେଦନ କରିନାହାନ୍ତି । ତେଣୁ ସେ…
ତାଜା ଖବର ରାଜ୍ୟ ବିଜେଡି ନେତା ରାଜା ଚକ୍ରଙ୍କ ଘନିଷ୍ଠ ସହଯୋଗୀ ଗିରଫ March 20, 2025 Papirani ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ । ବିଜେଡି ନେତା ରାଜା ଚକ୍ରଙ୍କ ଘନିଷ୍ଠ ସହଯୋଗୀ ସୁଶାନ୍ତ ସାମଲ ଗିରଫ ହୋଇଥିବା ସୂଚନା । ବେଆଇନ ସମ୍ପତ୍ତି ଲୁଚାଇ ରଖିଥିବା ଅଭିଯୋଗରେ ଇଓଡବ୍ଲ୍ୟୁ ଗିରଫ କରିଥିବା…
ତାଜା ଖବର ରାଜ୍ୟ ମଦ ବ୍ୟବସାୟୀଙ୍କ ଘରେ ଆଇଟି ଚଢ଼ାଉ March 20, 2025 Papirani ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଆୟକର ରେଡ୍ ହୋଇଛି । ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନ ଉପରେ ଚାଲିଛି ଚଢ଼ାଉ । ଅନୁଗୁଳ କରଡ଼ାଗାଡିଆରେ ଥିବା ଦେଶୀ ଭାଟିର ମୁଖ୍ୟ ଗୋଦାମରେ ଚାଲିଛି ଚଢାଉ । ଆୟକର…