Day: 11 March 2025

ବିଧାନସଭାରେ ଅଭାବନୀୟ ପରିସ୍ଥିତି: ତାରା ବାହିନୀପତି, ଜୟନାରାୟଣ ହାତାହାତି

ଆଜି ବିଧାନସଭା ଗୃହରେ ଦେଖା ଯାଇଛି ହାତାହାତି ପରିସ୍ଥିତି । ଉଭୟ ପକ୍ଷର ସଦସ୍ୟମାନଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିବାର ଦେଖା ଯାଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ସଦସ୍ୟମାନେ ଗତକାଲିର ସମାନ ପ୍ରସଙ୍ଗକୁ…

ମାହାଙ୍ଗା ପରେ ସାଲେପୁର, ଜମୁଛି ପଦ୍ମ କନ୍ଦଳ

ମାହାଙ୍ଗା ଥିଲା ଚର୍ଚ୍ଚାରେ । ବିଜୁଙ୍କ ମୁଣ୍ଡକାଟ ପରେ ପ୍ରତାପ- ସାରଦା କଳି ଏବେ ବି ଲାଗି ରହିଚି । ଆଗକୁ ବି ବଢିପାରେ । କିଏ କାହାକୁ କଉଁ ଢଙ୍ଗରେ ଚିତ୍ କରୁଚି, ତାହା ଦେଖିବାକୁ ବାକି ଅଛି ।…

ଚାଲିଛି ପାହାଡ଼ ଲୁଟ.. ବଦଳୁନି କିଛି

ମାଫିଆଙ୍କ କବ୍‌ଜାରେ ଯାଜପୁରର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ । ପୂର୍ବ ସରକାର ସମୟରେ ସ୍ଥିତି ଯାହାଥିଲା ନୂଆ ସରକାର ଆସିବା ପରେ ବି ସ୍ଥିତି ସେଭଳି ହିଁ ଅଛି । ସେତେବେଳେ ବି ପୂର୍ବତନ ଯାଜପୁର ବିଧାୟକ…

ଭାଷା ଓ ବିଭାଜନ

ଭାଷାର ଆବଶ୍ୟକ‌ତା ବାର୍ତ୍ତାଳାପ ପାଇଁ। ଜଣେ ଅନ୍ୟକୁ ବୁଝି ପାରିବ କେମିତି ? ବୁଝେଇ ପାରିବ କେମିତି ? ପ୍ରଥମେ ତ ଭାଷା ନ ଥିଲା । କେବଳ ଥିଲା ସଙ୍କେତ। ଏବେ ବି ନିରବତାର ଭାଷା ହେଲା ସଙ୍କେତ, ପ୍ରେମର…

ଗୋ ଚାଲାଣକାରୀଙ୍କୁ ଏନକାଉଣ୍ଟର କଲା ପୁଲିସ

ସମ୍ବଲପୁରରେ ଏନକାଉଣ୍ଟର। ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଗୋ ଚାଲାଣକାରୀ ଙ୍କୁ ସମ୍ବଲପୁର ପୋଲିସ ପକ୍ଷରୁ ଏନକାଉଣ୍ଟର କରାଯାଇଛି। ଏହି ଏନକାଉଣ୍ଟରରେ ଗୋଚାଳାଣ କରୁଥିବା ୨ ଜଣ ଅଭିଯୁକ୍ତ ଆହତ । ଆହତଙ୍କୁ ବୁର୍ଲା ଭିମସାର ମେଡିକାଲ ଠାରେ ଚିକିତ୍ସା ପାଇଁ…