ଖେଳ ଦେଶ ଚାମ୍ପିଅନ୍ସ ଟ୍ରଫି: ଦୁବାଇରେ ଭାରତର ‘ବିରାଟ’ ବିଜୟ February 24, 2025 Nirvay ଦୁବାଇରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫିର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରି ବିଜୟ ପତାକା ଉଡାଇଛି ଭାରତୀୟ ଟିମ୍ । ବିରାଟ କୋହଲି ୫୧ତମ ଦିନିକିଆ ଶତକ (୧୦୦*) ହାସଲ କରିବା ସହ ଦ୍ରୁତତମ…
ତାଜା ଖବର ରାଜ୍ୟ ମହାକୁମ୍ଭ ଅବସରରେ ପ୍ରୟାଗ ରାଜ୍ ତ୍ରିବେଣୀ ସଙ୍ଗମରେ ସ୍ନାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ February 23, 2025 Papirani ମହାକୁମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପ୍ରୟାଗ ରାଜ୍ ଗସ୍ତ କରି ତ୍ରିବେଣୀ ସଙ୍ଗମ ସ୍ଥଳରେ ସ୍ନାନ କରିଛନ୍ତି। ଏହା ସହିତ ପୂଜା ଓ ଆରତି ମଧ୍ୟ କରିଛନ୍ତି।ଏହି ଅବସରରେ ଗଣ ମାଧ୍ୟମ ଆଗରେ ନିଜର ବକ୍ତବ୍ୟ ରଖି…
ତାଜା ଖବର ରାଜ୍ୟ ଓସିଏ ନୂତନ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି February 23, 2025 Papirani ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର ନୂତନ ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ନିିର୍ବାଚିତ ହୋଇଛନ୍ତି। ବବି ଦାସଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ପଙ୍କଜ ଲୋଚନ ମହାନ୍ତି…
ତାଜା ଖବର ରାଜ୍ୟ ବାରବାଟୀ ଫ୍ଲଡଲାଇଟ ବିଭ୍ରାଟ ଘଟଣା: ରାଜ୍ୟ ସରକାରଙ୍କ ନୋଟିସର ଉତ୍ତର ଦେଲା ଓସିଏ February 23, 2025 Papirani ବାରବାଟୀ ଫ୍ଲଡଲାଇଟ ବିଭ୍ରାଟ ଘଟଣାରେ ରାଜ୍ୟ ସରକାରଙ୍କ ନୋଟିସର ଉତ୍ତର ଦେଲା ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) । ଆଜି ଓସିଏ ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ପଙ୍କଜ ଲୋଚନ ମହାନ୍ତି। ଆଜି ବିଧିବଦ୍ଧଭାବେ ଦାୟିତ୍ବ ଗ୍ରହଣ କଲେ ପଙ୍କଜ ।…
ତାଜା ଖବର ଦେଶ ମୋଟାପଣ ସମସ୍ୟା ଦୂର ପାଇଁ ଯୁବପିଢୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ February 23, 2025 Papirani ଆଜି ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ଯୁବପିଢୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଏବେ ଯୁବପିଢିଙ୍କ ଭିତରେ ମୋଟାପଣ ଏକ ବଡ଼ ସମସ୍ୟା ହେଲାଣି । ଏକ…
ତାଜା ଖବର ଦେଶ ଭାରତର AIକୁ ସବୁଠି ମିଳିଛି ପ୍ରଶଂସା: ମୋଦି February 23, 2025 Papirani ଭାରତକୁ ବିଜ୍ଞାନ ଓ ମହାକାଶ ଛଡ଼ା AIରେ ମଧ୍ୟ ସଫଳତା ମିଳିଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ଦେଶକୁ ସମ୍ବୋଧିତ କରି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଇସ୍ରୋ ଓ…
ତାଜା ଖବର ଦେଶ ହିମାଚଳ ପ୍ରଦେଶରେ ଭୂମିକମ୍ପ ଝଟକା February 23, 2025 Papirani ଗତ କିଛି ଦିନ ହେବ ଭାରତର ବିଭିନ୍ନ ସ୍ଥାନରେ ଲଗାତାର ଭୂମିକମ୍ପ ଅନୁଭୂତ ହେଉଛି । ଆଜି ହିମାଚଳ ପ୍ରଦେଶ ମଣ୍ଡିରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ହିମାଚଳ ପ୍ରଦେଶର ମଣ୍ଡିରେ ରବିବାର ସକାଳ ୮ଟା ୪୨ମିନିଟରେ ଭୂମିକମ୍ପ ଝଟକା…
ରାଜ୍ୟ ଆସ୍ଥାର ରେଳ: ମହାକୁମ୍ଭକୁ କରୁଛି ଆହୁରି ଭବ୍ୟ February 23, 2025 Papirani ବିଶ୍ବର ସବୁଠୁ ବଡ଼ ଧାର୍ମିକ ଓ ସାଂସ୍କୃତିକ ଆୟୋଜନ ମହାକୁମ୍ଭ ମୌନୀ ଅମାବାସ୍ୟାରୁ ଆରମ୍ଭ ହୋଇଯାଇଛି । ୫୦ ଦିନ ଧରି ଏହି ମହାକୁମ୍ଭ ଚାଲିବାକୁ ଥିଲାବେଳେ ରେକର୍ଡ ସଂଖ୍ୟକ ୫୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇସାରି ଲେଣି ପ୍ରୟାଗରାଜରେ…
ରାଜ୍ୟ ମହାକୁମ୍ଭ ୨୦୨୫: ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ February 22, 2025 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଠାରୁ ୩ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବେ । ଶିବରାତ୍ରୀ ଦିନ ମହାକୁମ୍ଭ ଶେଷ ହେଉଥିବା ବେଳେ ମୋହନ ମାଝୀ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ । ଏହା ପରେ ସେ ଅଯୋଧ୍ୟାରେ ରାମଲଲାଙ୍କୁ…
ଦେଶ ରାଜ୍ୟ ଶକ୍ତିକାନ୍ତ ଦାସ ହେଲେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ February 22, 2025 Nirvay ଅବସରପ୍ରାପ୍ତ ଆଇଏଏସ ଅଫିସର ତଥା ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ କେନ୍ଦ୍ର କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ଶକ୍ତିକାନ୍ତ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି ।…