Month: February 2025

ଜେଏସଡବ୍ଲ୍ୟୁ ଖଣିକୁ ଧସେଇ ପଶିଲେ ସିଆଇଟିୟୁର କର୍ମୀ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ଆଦାନୀ-ଜେଏସଡବ୍ଲ ମେଳି ବିରୋଧରେ ୧୨ଦଫା ଦାବିରେ ସିଆଇଟିୟୁର ରଣହୁଙ୍କାର ଦେଖିବାକୁ ମିଳିଛି । ଜେଏସଡବ୍ଲ୍ୟୁ ଖଣିକୁ ଧସେଇ ପଶିଛନ୍ତି ସିଆଇଟିୟୁର କର୍ମୀ । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ବରେ ହଜାର ହଜାର ସିଟୁ କର୍ମୀ ଖଣି…

ରାଜରାସ୍ତାରେ ବିଭିନ୍ନ ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକ

ନିଜ ହକ ପାଇଁ ରାଜ ରାସ୍ତାକୁ ଓହ୍ଲାଇ ଶିକ୍ଷକ । ସରକାର ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଶିକ୍ଷକଙ୍କ ବହୁ ଦିନର ଦାବି ପୂରଣ କରୁନଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଶିକ୍ଷକ। ଜୁନ ୨୦୦୮ରୁ ଡିସେମ୍ବର ୨୦୧୩ ମଧ୍ୟରେ…

ଭୁବନେଶ୍ବର ଛାଡିଲେ ଭାରତ ଓ ଇଂଲଣ୍ଡ ଖେଳାଳି

ରାଜଧାନୀ ଛାଡ଼ିଲେ ଭାରତ ଓ ଇଂଲଣ୍ଡ ଖେଳାଳି । ଅହମ୍ମଦାବାଦ ଅଭିମୁଖେ ବାହାରିଲେ ଉଭୟ ଦଳର ଖେଳାଳି । ବାରବାଟୀରେ ଭାରତର ଗତକାଲି(ରବିବାର) ଦମଦାର ବିଜୟ ପରେ ଆଜି ଅହମ୍ମଦାବାଦ ଅଭିମୁଖେ ବାହାରିଲେ ଉଭୟ ଦଳର ଖେଳାଳି। ହୋଟେଲରୁ କଡା ସୁରକ୍ଷା…

ଜଙ୍ଗଲରୁ ମିଳିଲା ସ୍କୁଲ ୟୁନିଫର୍ମ ପିନ୍ଧା ଦୁଇ ନାବାଳିକା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ମାଲକାନଗିରି ଜିଲ୍ଲାରେ ଏକ ଅଭବାନୀୟ ଘଟଣା ସାମ୍ନାକୁ ଆସିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଥାନା ମାନ୍ୟମକୋଣ୍ଡା ପଞ୍ଚାୟତର ଏମପିଭି-୪୧ ଗାଁରେ ଅଭାବନୀୟ ଘଟଣା ଘଟିଛି । ଜଙ୍ଗଲରୁ ସ୍କୁଲ ୟୁନିଫର୍ମ ପିନ୍ଧା ଅବସ୍ଥାରେ ଦୁହିଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି…

ବାରବାଟୀ ମ୍ୟାଚବେଳେ ବିଜୁଳି ବିଭ୍ରାଟ ମାମଲା: କ୍ରୀଡାମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା ବିଜେଡି

ଗତକାଲି ବାରବାଟୀରେ ଖେଳାଯାଉଥିବା ଭାରତ ଇଂଲଣ୍ଡ ମ୍ୟାଚ ଚାଲିଥିବା ବେଳେ ବାରବାଟୀ ଷ୍ଟାଡିୟମର ଫ୍ଲଡ ଲାଇଟ ବନ୍ଦ ଘଟଣା ନେଇ ଏବେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି। ଏହି ଘଟଣାରେ କ୍ରୀଡ଼ା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି…

ଆଜିଠୁ ତିନି ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜିଠୁ ତିନି ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ନିମନ୍ତ୍ରଣକ୍ରମେ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ସହ ପ୍ୟାରିସରେ ଆୟୋଜିତ ଏଆଇ ଆକ୍ସନ ସମିଟରେ…

ମହାକୁମ୍ଭର ତ୍ରିବେଣୀ ସ୍ଥଳରେ ବୁଡ଼ ପକାଇଲେ ମହାମହିମ ଦ୍ରୌପଦୀ ମୁର୍ମୁ

ଆଜି ମହାକୁମ୍ଭ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋମବାର ପୂର୍ବହ୍ଣ ୧୧ଟାରେ ପହଞ୍ଚି ମହାମହିମ ପ୍ରଥମେ ପବିତ୍ର ସ୍ନାନ କରିଛନ୍ତି । ପରେ ପ୍ରୟାଗରାଜରେ ପୂଜାର୍ଚ୍ଚନା କରୁଛନ୍ତି ରାଷ୍ଟ୍ରପତି । ଏହା ପୂର୍ବରୁ ରାଷ୍ଟ୍ରପତି ଶହ…

ବାରବାଟୀ ମ୍ୟାଚବେଳେ ବିଜୁଳି ବିଭ୍ରାଟ ମାମଲା, ଓସିଏକୁ କ୍ରୀଡ଼ା ବିଭାଗର କାରଣ ଦର୍ଶାଅ ନୋଟିସ୍

ବାରବାଟୀ ଷ୍ଟାଡିୟମରେ ଗତକାଲି ଫ୍ଲଡ୍ ଲାଇଟ୍ ବିଫଳତା ଯୋଗୁଁ ଦ୍ୱିତୀୟ ଭାରତ-ଇଂଲଣ୍ଡ ମ୍ୟାଚ୍ ୨୫ ମିନିଟ୍ ପାଇଁ ବାଧାପ୍ରାପ୍ତ ହୋଇଥିବା ଘଟଣାରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଅନେକ ସମାଲୋଚନାର ଶୀକାର ହେଉଛି । ଏହାରି ମଧ୍ୟରେ ଏହି ବିଭ୍ରାଟ ଘଟଣାରେ ଓସିଏକୁ…

ବୈଜୟନ୍ତ ବାବୁ ଖୁସ୍ ହୁଆ !

ହରିଆଣା ନିର୍ବାଚନ ପରେ ମୁକୁ ଭାଇଙ୍କ ସମର୍ଥକ ମାନେ ଭାରି ଖୁସି ହେଇ ନାଚିବା ଆରମ୍ଭ କରିଦେଲେ। ପ୍ରଚାର ଆରମ୍ଭ ହେଲା ଯେ, ମୁକୁ ଭାଇ ହେଁ ତୋ ମୁମକିନ୍ ହୈ । ଗୋଟିଏ ଦୁଇଟି ବଡ ଖବରକାଗଜରେ ପ୍ରବନ୍ଧ ବି…

୨୧ ରାଜ୍ୟରେ ଏନ୍‌ଡିଏ

ଦିଲ୍ଲୀ ବିଜୟ ପରେ ଦେଶର ରାଜନୈତିକ ମାନଚିତ୍ରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏବେ ଦେଶର ୧୯ ରାଜ୍ୟ ଏବଂ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ଭାଜପା ନେତୃତ୍ବରେ ଏନଡ଼ିଏ ସରକାର । ୨୧ ରୁ ୬ ରାଜ୍ୟରେ ଏନଡିଏର ସହଯୋଗୀ…