ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା, ଉପମୁଖ୍ୟମନ୍ତ୍ରୀ ହେଲେ ପରବେଶ ବର୍ମା
ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବ ନିର୍ବାଚିତ ରେଖା ଗୁପ୍ତା । ରେଖାଙ୍କ ସହ ୬ ମନ୍ତ୍ରୀ ବି ଶପଥ ନେଇଛନ୍ତି । ରେଖା ଗୁପ୍ତାଙ୍କୁ ଉପ ରାଜ୍ୟପାଳ ବିନୟ କୁମାର ଗୋପନୀୟତା ଶପଥ ପାଠ କରାଇଛନ୍ତି…