ତାଜା ଖବର ମନୋରଞ୍ଜନ ରାଜ୍ୟ ଭୁବନେଶ୍ୱର ବାସଭବନରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର February 28, 2025 Papirani ଭୁବନେଶ୍ୱର ବାସଭବନରେ ପହଞ୍ଚିଲା ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ୬୬ ବର୍ଷ ବୟସରେ ଚିରବିଦାୟ ନେଇଛନ୍ତି ଉତ୍ତମ । ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାର ବାସଭବନକୁ ଅଣାଯାଇଛି ଉତ୍ତମଙ୍କ ପାର୍ଥିବ ଶରୀର । ବାସଭବନରେ ହେବ ଅନ୍ତିମ…
ତାଜା ଖବର ରାଜ୍ୟ ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା; ଏକ କୋଟିରୁ ଅଧିକ ମହିଳା ହେବେ ସାମିଲ February 28, 2025 Papirani ମାର୍ଚ୍ଚ ୮ରେ ମହିଳାଙ୍କୁ ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା । ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ରାଜ୍ୟରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ଦ୍ବିତୀୟ କିସ୍ତି ଟଙ୍କା। ଏନେଇ ଆଜି ବ୍ରହ୍ମପୁରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଦ୍ବିତୀୟ…
ତାଜା ଖବର ରାଜ୍ୟ ଓଡ଼ିଶାରେ ମାର୍ଚ୍ଚରେ ରେକର୍ଡ଼ ଭାଙ୍ଗିବ ତାତି February 28, 2025 Papirani ରାଜ୍ୟକୁ କଲବଲ କରିବ ତାତି । ଦିନକୁ ଦିନ ତାପମାତ୍ରା ବଢୁଥିବା ବେଳେ ମାର୍ଚ୍ଚ ମାସରେ ଅସ୍ବାଭାବିକ ଗରମ ହେବ ହେବା ସହ ପୂର୍ବ ରେକର୍ଡ ଭାଙ୍ଗିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ୪୦ ବର୍ଷର…
ତାଜା ଖବର ରାଜ୍ୟ ଉଦ୍ଘାଟିତ ହେଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ February 28, 2025 Papirani ଆଜିଠୁ ପୁରୀରେ ଆରମ୍ଭ ହେଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ । ୯ମ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀ ଉଦ୍ଘାଟନ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଓ ଆସନ୍ତାକାଲି ଦୁଇଦିନ ପର୍ଯ୍ୟନ୍ତ…
ମନୋରଞ୍ଜନ ରାଜ୍ୟ ସତ୍ୟନଗର ଶ୍ମଶାନରେ ହେବ ଉତ୍ତମ ମହାନ୍ତିଙ୍କ ଶେଷ କୃତ୍ୟ February 28, 2025 Nirvay ଆଜି ଭୁବନେଶ୍ୱରସ୍ଥିତ ସତ୍ୟନଗର ଶ୍ମଶାନରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।…
ମନୋରଞ୍ଜନ ରାଜ୍ୟ ପରଲୋକରେ ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତି February 28, 2025 Nirvay ଆଉ ନାହାନ୍ତି ଓଡ଼ିଆ ସିନେମା ଜଗତର ପ୍ରଥମ ସୁପରଷ୍ଟାର ଉତ୍ତମ ମହାନ୍ତି । ୬୬ ବର୍ଷ ବୟସରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଇହଧାମ ପରିତ୍ୟାଗ କରିଛନ୍ତି ଉତ୍ତମ । ଗତ କିଛି ଦିନ ହେଲା ଲିଭର ସିରୋସିସ…