Day: 27 February 2025

ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା (2024-25) ସମୁଦାୟ ଖର୍ଚ୍ଚ ପରିମାଣ ଅନ୍ୟୁନ 85 ପ୍ରତିଶତ କରିବାକୁ ପରାମର୍ଶ ଦେଇଛନ୍ତି । 2023-24…

ଖୁବଶୀଘ୍ର ଆରମ୍ଭ ହେବ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ କାମ

ଖୁବଶୀଘ୍ର ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ପ୍ରକଳ୍ପ ପାଇଁ ୨୨୦ କୋଟି ଖର୍ଚ୍ଚ ହେବା ନେଇ ସୂଚନା ଦେଇଛନ୍ତି ନଗର…

ଭୁବନେଶ୍ୱରରେ ପହଞ୍ଚିଲେ ଜେ.ପି. ନଡ୍ଡା

ବିଜେପି ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆଜି ସେ କୋଣାର୍କ ଯାଇ ରାତ୍ରୀଯାପନ କରିବେ । ଆସନ୍ତାକାଲି ନଡ୍ଡା ପୁରୀରେ ହେବାକୁ ଥିବା ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ…

ବୈଜୟନ୍ତ ପଣ୍ଡାଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ସୂଚନା ଯୋଗ୍ୟ ଯେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ବିଜୟରେ ଜୟ ପଣ୍ଡା ସବୁଠୁ ଗୁରୁତ୍ୱପୂର୍ଣ୍ଣ…

ମହାକୁମ୍ଭ ୨୦୨୫: ୪୨ ଦିନରେ ୧୫,୦୦୦ ରୁ ଅଧିକ ଟ୍ରେନ୍ ପରିଚାଳନା କରି ରେକର୍ଡ କଲା ଭାରତୀୟ ରେଳ

ମାତ୍ର ୪୨ ଦିନରେ ୧୫,୦୦୦ ରୁ ଅଧିକ ଟ୍ରେନ୍ ପରିଚାଳନା କରି ଭାରତୀୟ ରେଳବାଇ ଚଳିତ ମହାକୁମ୍ଭ ୨୦୨୫ ରେ ଏକ ଉଲ୍ଲେଖନୀୟ ରେକର୍ଡ ସୃଷ୍ଟି କରିଛି ଯାହା ପ୍ରାରମ୍ଭିକ ଲକ୍ଷ୍ୟ ୧୩,୫୦୦ ଟ୍ରେନ୍ ଅପେକ୍ଷା ବହୁତ ଅଧିକ । ଏହି…

ଲିଙ୍ଗରାଜ ମନ୍ଦିର ଅଘଟଣକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଗତକାଲି ହୋଇଥିବା ଲିଙ୍ଗରାଜ ମନ୍ଦିରରେ ଅଘଟଣକୁ ନେଉ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ। ଏହି ଘଟଣାକୁ ନେଇ ଉଭୟ ବିଜେଡ଼ି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ପ୍ରଶାସନିକ ସ୍ଥରରେ ଅବହେଳା ଓ ସରକାରଙ୍କ ଆନ୍ତରିକତା ଅଭାବରୁ ଲିଙ୍ଗରାଜ ମନ୍ଦିରରେ…

ସରିଲା ମହାକୁମ୍ଭ; ଅରେଲୀ ଘାଟରେ ଝାଡ଼ୁ ଧରି ସଫା କଲେ ଯୋଗୀ

ଜାନୁଆରୀ ୧୩ ତାରିଖରୁ ପ୍ରୟାଗରାଜର ପବିତ୍ର ଭୂମିରେ ଅନୁଷ୍ଠିତ ହୋଇଥିବା କୁମ୍ଭ ମେଳା ଗତକାଲି ମହାଶିବରାତ୍ରୀରେ ଶେଷ ହୋଇଛି । ମହାକୁମ୍ଭ ଶେଷ ହେବା ପରେ ଆଜି ଅରେଲୀ ଘାଟରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ…

ମାଟ୍ରିକ ପରୀକ୍ଷା ପରିଚାଳନାରେ ଅବହେଳା; ୬ ଶିକ୍ଷକ ନିଲମ୍ବିତ

ବଲାଙ୍ଗିର କଣ୍ଟାବାଞ୍ଝି ବ୍ଲକ ଅନ୍ତର୍ଗତ ମୁରିବାହାଲ ହଳଦୀ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ପରିଚାଳନାରେ ଅବହେଳା ପାଇଁ ସେଣ୍ଟର ଅଧିକ୍ଷକଙ୍କ ସହ ୫ ଶିକ୍ଷକଙ୍କୁ ନିଲମ୍ୱିତ କରାଯାଇଛି। ମାଟ୍ରିକ୍ ପରୀକ୍ଷାରେ କପି ସହ ପରୀକ୍ଷା କେନ୍ଦ୍ରରେ ଅନିୟମିତତା ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆଜି ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା

ରାଜ୍ୟରେ ଏକାକୀ ବିଜେପି ସରକାର ଗଠନ ପରେ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ପାଇଁ ସଂକଳ୍ପବଦ୍ଧ । ଏନେଇ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଥିବାବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ପୂର୍ଣ୍ଣ ସହଯୋଗ କରୁଛନ୍ତି । ମୋଦିଜୀ…

ମାଲକାନଗିରି ପରେ ଯାଜପୁରରେ ମାଆ ହେଲେ ଜଣେ ଦଶମ ଛାତ୍ରୀ

ସାରା ରାଜ୍ୟରେ ଚଳିତ ବର୍ଷ ମାଟ୍ରିକ ଚାଲିଥିବା ବେଳେ ପ୍ରସବ କଲେ ଆଉ ଜଣେ ମାଟ୍ରିକ ପରୀକ୍ଷାର୍ଥୀ । ଯାଜପୁର ବରୀ ବ୍ଲକ ଅଞ୍ଚଳରେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ଦଶମ ଶ୍ରେଣୀ ଛାତ୍ରୀ। ଉଭୟ ନାବାଳିକା ଓ ଶିଶୁକନ୍ୟା ଯାଜପୁର…