Day: 25 February 2025

ପରୀକ୍ଷା ପରେ ପ୍ରସବ କଲେ ୧୦ମ ଶ୍ରେଣୀ ଛାତ୍ରୀ

ପ୍ରସବ କଲେ ଦଶମ ଶ୍ରେଣୀ ଛାତ୍ରୀ । ଚିତ୍ରକୋଣ୍ଡା ହଷ୍ଟେଲରେ ପ୍ରସବ କଲେ ୧୦ମ ଶ୍ରେଣୀ ଛାତ୍ରୀ । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟର ଗତକାଲି ଦଶମ ବୋର୍ଡ଼ ପରୀକ୍ଷାର ଇଂରାଜୀ ପରୀକ୍ଷା ଦେଇ ଫେରିବା…

ପ୍ରେମିକା ସହ ପରିବାରର ୬ଜଣଙ୍କୁ ବୀଭତ୍ସ ହତ୍ୟା କଲା ଯୁବକ

କେରଳ ଥିରୁବନନ୍ତପୁରମ୍‌ରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ପ୍ରେମିକା ସହ ନିଜ ପରିବାରର ୫ ଜଣଙ୍କୁ ହାତୁଡ଼ିରେ ପିଟି ଚାପଡରେ ହାଣି ମାରିଲା ୨୩ ବର୍ଷୀୟ ଯୁବକ ।ନିଜ ମା’, ଜେଜେ ମା’, ନାବାଳକ ଭାଇ, ଦାଦା, ଉଭଣୀ ସହ ପ୍ରେମିକାକୁ…

ଓଡିଶାରେ ଭୂମିକମ୍ପ ଝଟକା

ଓଡ଼ିଶାରେ ଅନୁଭୂତ ହେଲା ମୃଦୁ ଭୂମିକମ୍ପର ଝଟକା । ରାଜ୍ୟର ବିଭିନ୍ନ ସ୍ଥାନରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ଭୁବନେଶ୍ୱର, ପାରାଦ୍ୱୀପ ଓ ବାଲେଶ୍ୱର ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଆଜି ସକାଳ ୬.୧୦ ମିନିଟ ସମୟରେ…