ଦେଶ କୃଷକଙ୍କୁ ପିଏମ୍ କିଷାନ ଟଙ୍କା ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି February 24, 2025 Nirvay ‘ପିଏମ୍ କିଷାନ ସମ୍ମାନ ନିଧି’ ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଭାଗଲପୁରଠାରେ ଦେଶବ୍ୟାପୀ ୯ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପିଏମ୍-କିଷାନ ସହାୟତା ଯୋଜନାରେ ୧୯ତମ କିସ୍ତିରେ ୨୨ ହଜାର କୋଟି…
ଦେଶ ରାଜ୍ୟ କାଶୀ-ତାମିଲ୍ ସଙ୍ଗମ ୩.୦ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ February 24, 2025 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାରାଣାସୀ ଠାରେ ଆୟୋଜିତ କାଶୀ-ତାମିଲ ସଙ୍ଗମ ୩.୦ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, କାଶୀ-ତାମିଲ୍ ସଙ୍ଗମ ହେଉଛି ଦେଶର ସାଂସ୍କୃତିକ ଐତିହ୍ୟ ଓ ଏକତାର ଅନନ୍ୟ ନିଦର୍ଶନ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…
ତାଜା ଖବର ରାଜନୀତି ରାଜ୍ୟ ୨୮ରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି February 24, 2025 Papirani ଆନ୍ଧ୍ରପ୍ରଦେଶରେ ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଆସନ୍ତା ୨୮ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛି ବିଜେଡି । ଦଳ ଅଭିଯୋଗ କରିଛିି,ଏହି ପ୍ରକଳ୍ପ ନେଇ କେନ୍ଦ୍ର ସରକାର ଆନ୍ଧ୍ରକୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି। କିନ୍ତୁ ଓଡି଼ଶାର କେତେ ଯେ କ୍ଷତି…
ତାଜା ଖବର ରାଜ୍ୟ ଚାମ୍ପିଅନ୍ସ ଟ୍ରଫିରେ ଆତଙ୍କୀ ସତର୍କତା; ବିଦେଶୀ ନାଗରିକଙ୍କୁ ଅପହରଣ ଯୋଜନା ନେଇ ପାକିସ୍ତାନ ଗୁଇନ୍ଦା ବିଭାଗର ସୂଚନା February 24, 2025 Papirani ଚାମ୍ପିଅନ୍ସ ଟ୍ରଫିରେ ଆତଙ୍କୀ ହାମ୍ଲା ନେଇ ସତର୍କତା । ପୁଣି ପାକିସ୍ତାନରେ ସୁରକ୍ଷିତ ମ୍ୟାଚ ନେଇ ଦେଖାଦେଇଛି ସସ୍ପେନ୍ସ । ଦୀର୍ଘ ୨୯ ବର୍ଷ ପରେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଥିବା ବେଳେ ଖେଳ ଦେଖିବାକୁ ଆସିବାକୁଥିବା ବିଦେଶୀ କ୍ରିକେଟ…
ତାଜା ଖବର ରାଜ୍ୟ ପିଏମ୍ କିଷାନରେ ଓଡ଼ିଶାରୁ ସାମିଲ ଅଛନ୍ତି ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀ February 24, 2025 Papirani କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଓଡ଼ିଶାରୁ ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀ ସାମିଲ ହୋଇଛନ୍ତି । ଏନେଇ ଆଜି ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି ୧୮ତମ କିସ୍ତି ପ୍ରଦାନ ବେଳେ…
ତାଜା ଖବର ରାଜ୍ୟ ନନ୍ଦନକାନନରେ ଏକ ଶାବକ ଜନ୍ମ ଦେଲା ବାଘୁଣୀ ‘ଅଙ୍କିତା’ February 24, 2025 Papirani ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲା ନୂଆ ଅତିଥି। ତୃତୀୟ ଥର ପାଇଁ ମାଆ ହୋଇଛି ବାଘୁଣୀ ଅଙ୍କିତା। ନନ୍ଦନକାନନରେ ଏକ ଶାବକ ଜନ୍ମ ଦେଲା ବାଘୁଣୀ ଅଙ୍କିତା । ୧୩ ବର୍ଷୀୟା ବାଘୁଣୀ ଅଙ୍କିତା ଶାବକ ଜନ୍ମ ଦେଇଥିବା ଜଣାପଡିଛି ।…
ତାଜା ଖବର ରାଜ୍ୟ କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୧୬ ବିଜେଡି କାଉସିଲର February 24, 2025 Papirani କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷା ଏସ. ଲକ୍ଷ୍ମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଏକାଠି ହୋଇଛନ୍ତି ବିଜେଡି କାଉସିଲର । ଏନେଇ ଆଜି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିକଟରେ…
ତାଜା ଖବର ରାଜ୍ୟ ଟ୍ୱିନସିଟିକୁ ଜଗିବ ଏଆଇ କ୍ୟାମେରା February 24, 2025 Papirani ଟ୍ୱିନସିଟିରେ ଦିନକୁ ଦିନ ବଢିଚାଲିଛି ଅପରାଧ,ଚୋରି,ଦୁର୍ଘଟଣା ମାମଲା । ସେଥିପାଇଁ ଟ୍ୱିନସିଟିକୁ ଜଗିବ ଏଆଇ କ୍ୟାମେରା। ଭୁବନେଶ୍ୱର କଟକରେ ହାଇ ରିଜୋଲ୍ୟୁସନ ଏଆଇ କ୍ୟାମେରା ଲାଗିବ। ଅପରାଧୀ ଓ ଟ୍ରାଫିକ୍ ନିୟମକୁ ଅମାନ୍ୟ କରୁଥିବା ଲୋକଙ୍କୁ ଧରାଯିବା ପାଇଁ ଏଭଳି ବ୍ୟବସ୍ଥା…
ତାଜା ଖବର ରାଜ୍ୟ କିଟ୍ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା: ଭାରତୀୟ NHRCକୁ ନେପାଳ NHRCର ଚିଠି February 24, 2025 Papirani କିଟ୍ ବିଶ୍ୱ ବିଦ୍ୟାଳୟରେ ନେପାଳି ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଶୀଘ୍ର ତଦନ୍ତ ସାରି ନ୍ୟାୟ ଦେବାକୁ ନେପାଳ ମାନବାଧିକାର କମିଶନ ଭାରତୀୟ ମାନବାଧିକାର କମିଶନଙ୍କୁ ଚିଠି ଲେଖି ଦାବି କରିଛନ୍ତି । ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୁର୍ବ୍ୟବହାର ନେଇ କାର୍ଯ୍ୟାନୁଷ୍ଠାନ ଦାବି…
ତାଜା ଖବର ରାଜ୍ୟ ମାର୍ଚ୍ଚ ମାସ ସୁଦ୍ଧା ସରିବନି ରତ୍ନ ଭଣ୍ଡାର ମରାମତି କାମ: ପୃଥ୍ୱୀରାଜ ହରିଚନ୍ଦନ February 24, 2025 Papirani ମାର୍ଚ୍ଚ ମାସ ଶେଷ ସୁଦ୍ଧା ଶେଷ ହୋଇ ପାରିବନି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ। ମରାମତି କାର୍ଯ୍ୟରେ ବିଳମ୍ବ ହେବା ନେଇ ଆଜି ସୂଚନା ଦେଉଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଧାର୍ଯ୍ୟ…