Day: 20 February 2025

ରେଖା ଗୁପ୍ତାଙ୍କ ବଡ଼ ନିଷ୍ପତ୍ତି; ଦିଲ୍ଲୀରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ଶପଥ ନେଉ ନେଉ ଆକ୍ସନ ମୋଡକୁ ଆସିଛନ୍ତି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ଆଜି ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ୨ଟି ବଡ଼ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ…

ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ

ଦୁବାଇରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ଦଳ । ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ବାଂଲାଦେଶକୁ ୬ ୱିକେଟରେ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ । ଏହି ମ୍ୟାଚରେ ବାଂଲାଦେଶ ଭାରତ ଆଗରେ…

ପୁରୀରେ ଶେଷ ହେଲା କଂଗ୍ରେସର ସଂକଳ୍ପ ପଦଯାତ୍ରା

ନବନିଯୁକ୍ତ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ ରାଜ୍ୟ କଂଗ୍ରେସର ଆରମ୍ଭ ହୋଇଥିବା ତିନି ଦିନିଆ ସଂକଳ୍ପ ପଦଯାତ୍ରା ଆଜି ପୁରୀରେ ଶେଷ ହୋଇଛି । ସଂକଳ୍ପ ଯାତ୍ରାରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁ ଆଜି ସାମିଲ ହୋଇଥିଲେ ।…

କିଟ କାଣ୍ଡରେ ଆଉ ୫ ଗିରଫ

କିଟ୍‌ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଆଉ ୫ ଗିରଫ ହୋଇଥିବା ସୂଚନା ମିଳିଛି । ୪ ବାଉନସର୍‌ଙ୍କ ସହ ଜଣେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସରଙ୍କୁ ଗିରଫ କରାଯାଇଛି । ବାଉନସର ଅଜୟ ସ୍ବାଇଁ, ସରୋଜ ରାଉତରାୟ, ଚନ୍ଦନ ସ୍ବାଇଁ…

କିଟ୍‌ ଛାତ୍ରୀଙ୍କ ମୃତ୍ୟୁ ମାମଲା: ଅଚ୍ୟୁତ ସାମନ୍ତଙ୍କୁ ସରକାରଙ୍କ ହାଇଲେବୁଲ୍‌ କମିଟି ଆଗରେ ହାଜର ନିର୍ଦ୍ଦେଶ

କିଟ୍‌ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଏବେ ରାଜ୍ୟ ସମେତ ଅନ୍ତର୍ଜାତୀୟ ସ୍ତରରେ ସାରାଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାକୁ ନେଇ ଆକ୍ସନ ମୋଡରେ ରହିଛନ୍ତି ରାଜ୍ୟ ସରକାର । ଏହି ଘଟଣା ପାଇଁ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ…

ରାସ୍ତାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ରୀ ଉଦ୍ଧାର ଘଟଣା; ଗିରଫ ହେଲା ଅଭିଯୁକ୍ତ

ବୁର୍ଲା ସହର ମେଟାକାନୀ ମନ୍ଦିର ପଛପଟେ ଥିବା ପଡିଆରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଛାତ୍ରୀଙ୍କୁ ରାସ୍ତାରୁ ଉଦ୍ଧାର କରାଯାଇଥିବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଲେ ରାକେଶ ଦାସ । ଏକତରଫା ପ୍ରେମରୁ ଛାତ୍ରୀଙ୍କୁ ମରଣାନ୍ତକ…

ରେଖା ଗୁପ୍ତାଙ୍କ ଶପଥ ଗ୍ରହଣରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଜାତୀୟ ରାଜଧାନୀ ଦିଲ୍ଲୀକୁ ତାର ନୂଆ ମୁଖ୍ୟମନ୍ତ୍ରୀ ମିଳି ସାରିଛି । ଦିଲ୍ଲୀ ଦଶମ ତଥା ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ହେଇଛନ୍ତି ରେଖା ଗୁପ୍ତା । ରେଖାଙ୍କ ସହିତ ତାଙ୍କର ୬ ଜଣିଆ ମନ୍ତ୍ରୀ ମଣ୍ଡଳ ଯଥା ପ୍ରବେଶ…

ମାହାଙ୍ଗା ବ୍ଲକ୍‌ ଅଫିସ ପରିସରରେ ଉତ୍ତେଜନା; SDPO ଓ ଜିଲ୍ଲା ପରିଷଦ ସଭ୍ୟ ଆହତ

କଟକ ମାହାଙ୍ଗା ବ୍ଲକ୍‌ ଅଫିସ ପରିସରରେ ଗଣ୍ଡଗୋଳ ସହ ଭଙ୍ଗାରୁଜା । ମାହାଙ୍ଗା ବ୍ଲକ ପ୍ରଶାସନର ଅବହେଳା ପ୍ରତିବାଦରେ ବ୍ଲକ ଅଫିସରେ ଧାରଣାରେ ବସିଛନ୍ତି ମାହାଙ୍ଗା ବ୍ଲକର ବିଭିନ୍ନ ଅଧ୍ୟକ୍ଷା ଓ ପଞ୍ଚାୟତ ପ୍ରତିନିଧି । ଗତକାଲି ଠାରୁ ଧାରଣାରେ ୩୪ଟି…

ଜବରଦଖଲକାରୀ କବଜାରେ ରହିଛି ରାଜ୍ୟର ୧୦,୯୭୧.୧୧୨ ଏକର ଗୋଚର ଜମି

ଆଜି ବିଧାନସଭା ଗୃହରେ ଜମି ଜବରଦଖଲକାରୀଙ୍କ କବଜାରେ ରହିଛି ରାଜ୍ୟର ହଜାର ହଜାର ଏକର ଗୋଚର ଜମି । ଆଜି ବିଧାନସଭା ଗୃହରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ରାଜ୍ୟର ୧୦…

ବିଧାନସଭାରେ ପୂର୍ବ ସରକାରରେ ଥିବା 5Tର ପୋଲ୍‌ ଖୋଲିଲେ ରାଜସ୍ବ ମନ୍ତ୍ରୀ

ଆଜି ବିଧାନସଭା ଗୃହରେ ବିଜେଡି ବିଧାୟକ ପ୍ରତାପ ଦେବ ରାଜସ୍ୱ ମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନ ବିଗତ ସରକାର ସମୟରେ ଯେତିକି ବାତ୍ୟା ଆଶ୍ରୟସ୍ଥଳୀ ଘୋଷଣା ହୋଇଥିଲା, କାହିଁକି ସେହି କାର୍ଯ୍ୟ ତ୍ବରାନ୍ବିତ କରିନାହାନ୍ତି ? ୫୨ଟି ପ୍ରକଳ୍ପ କାହିଁକି କାର୍ଯ୍ୟକାରୀ ହୋଇନାହିଁ…