ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ କେନ୍ଦୁଝର ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର February 19, 2025 Papirani ଭିଜିଲାନ୍ସ ଜାଲରେ କେନ୍ଦୁଝର ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର । ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡେପୁଟି କଲେକ୍ଟର ଶରତ ଗିରି । ଜମି ଅଧିଗ୍ରହଣ ଫାଇନାଲ ବିଲ କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…
ତାଜା ଖବର ରାଜ୍ୟ ଦେବଗଡ଼ରେ ସରକାରୀ ମୁଦ୍ରଣାଳୟକୁ ଅଧିକ କାର୍ଯ୍ୟକ୍ଷମ ଦାବି; ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ଦାବିପତ୍ର ଦେଲେ ବିଧାୟକ February 19, 2025 Papirani ଦେବଗଡ଼ ସହରରେ ଥିବା ସରକାରୀ ମୁଦ୍ରଣାଳୟକୁ ଅଧିକ କାର୍ଯ୍ୟକ୍ଷମ ଦାବିରେ ଭୁବନେଶ୍ଵରରେ ଥିବା ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ଦାବିପତ୍ର ଦେଇଛନ୍ତି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ । ସେ ନିଜ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଦେବଗଡ ସହରରେ ଥିବା ସରକାରୀ…
ତାଜା ଖବର ରାଜ୍ୟ ଭୁବନେଶ୍ବର ଏମ୍ସରେ ସିବିଆଇ ରେଡ୍ February 19, 2025 Papirani ଏମ୍ସରେ ସିବିଆଇ ରେଡ୍। ବିଭିନ୍ନ ପଦପଦବୀ ନିଯୁକ୍ତିରେ ବଡ଼ ଧରଣର ଘୋଟାଲା ନେଇ ଭୁବନେଶ୍ବର ଏମସ୍ରେ ହୋଇଛି ସିବିଆଇ ରେଡ୍। ରିକ୍ୟୁରମେଣ୍ଟ ସ୍କାମ୍ ନେଇ ରେଡ୍ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇ । ଆଜି ୯ ଜଣିଆ ସିବିଆଇ…
ତାଜା ଖବର ରାଜ୍ୟ ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା; ୪ ଯାଏଁ ଗୃହ ମୁଲତବି February 19, 2025 Papirani ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ଦେଖାଦେଇଛି ଗୃହରେ ହଟ୍ଟଗୋଳ । ଗୃହରେ ମିଶନଶକ୍ତିର ଗୈରୀକରଣକୁ ନେଇ ବିଜେଡି ଓ କଂଗ୍ରେସ ସଭ୍ୟ ନାରାବାଜି କରିଥିଲେ । ବାଚସ୍ପତିଙ୍କ ପୋଡିୟମ ତଳେ ଜୋରଦାର ପ୍ରତିବାଦ ଦେଖାଦେଇଥିଲା । ଏହା ଯୋଗୁଁ ଗୃହ ଅପରାହ୍ନ ୪ଟା…
ତାଜା ଖବର ରାଜ୍ୟ କିଟ୍ ଛାତ୍ରୀ ମୃତ୍ୟୁ ଘଟଣା: ମୃତ ନେପାଳୀ ଛାତ୍ରୀଙ୍କ ସୁଇସାଇଡ ନୋଟ ଜବତ February 19, 2025 Papirani କିଟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଏବେ ସାମ୍ନାକୁ ଆସିଛି ମୃତ ଛାତ୍ରୀଙ୍କ ହାତଲେଖା ସୁଇସାଇଡ ନୋଟ । ପୋଲିସ ହାତରେ ଲାଗିଛି ଛାତ୍ରୀଙ୍କ ସୁଇସାଇଡ ନୋଟ । ସୁଇସାଇଡ୍ ନୋଟଟି ନେପାଳୀ ଭାଷାରେ…