ତାଜା ଖବର ରାଜ୍ୟ ରାଜ୍ୟରେ ଖାଲିପଡ଼ିଛି ୬୬ ଆଇଏଏସ୍ ଓ ୬୮ ଆଇପିଏସ୍ ପଦବୀ February 17, 2025 Papirani ରାଜ୍ୟରେ ମରୁଡ଼ି ପଡ଼ିଛି ଆଇଏଏସ୍ ଓ ଆଇପିଏସ୍ ଅଧିକାରୀ । ୬୬ ଆଇଏଏସ୍ ଓ ୬୮ ଆଇପିଏସ୍ ପଦବୀ ଖାଲିଥିବା ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ…
ତାଜା ଖବର ରାଜ୍ୟ ରାଜ୍ୟରେ ପୂରଣ ହେବ ୫୨୪୮ ଏମବିବିଏସ ଡାକ୍ତର ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ February 17, 2025 Papirani ଚଳିତ ବର୍ଷ ରାଜ୍ୟରେ ପୂରଣ ହେବ ୫୨୪୮ ଏମବିବିଏସ ଡାକ୍ତର ପଦ । ଏହାସହ ୧୨୬ ଦନ୍ତ ଚିକିତ୍ସକ ଡାକ୍ତର ପଦ ମଧ୍ୟ ଚଳିତ ବର୍ଷ ପୂରଣ ହେବ । ଏନେଇ ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଥିବା ନେଇ ଆଜି ବିଧାନସଭା…
ତାଜା ଖବର ରାଜ୍ୟ ରଥଯାତ୍ରା ପାଇଁ ପୁରୀରେ ଲାଗିବ ଏଆଇ କ୍ୟାମେରା February 17, 2025 Papirani ଆସନ୍ତା ଜୁନ ୨୭ରୁ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାକୁ ସୁରକ୍ଷିତ ଭାବେ ସମ୍ପୂର୍ଣ କରିବା ସହ ରଥଯାତ୍ରାରେ ସମ୍ଭାବ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ଜଗିବ ଏଆଇ କ୍ୟାମେରା…
ତାଜା ଖବର ରାଜ୍ୟ କିଟ୍ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା; ଛାତ୍ରୀ ସନ୍ଦେହଜନକ ମୃତ୍ୟୁକୁ ନେଇ କ୍ୟାମ୍ପସରେ ଭଙ୍ଗାରୁଜା February 17, 2025 Papirani ଭୁବନେଶ୍ୱରର ପଟିଆ ସ୍ଥିତ କିଟ୍ କଲେଜରେ ଛାତ୍ରଛାତ୍ରୀଙ୍କ ଉତ୍ତେଜନା। ଶିକ୍ଷାନୁଷ୍ଠାନରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିବାଦ। ହଷ୍ଟେଲ୍ କ୍ୟାମ୍ପସ ଭିତରେ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଉତ୍ତେଜନା ଦେଖାଦେଇଛି। ଛାତ୍ରୀଙ୍କ ମୃତ୍ୟୁ ପରେ ଅନ୍ୟ ନେପାଳୀ ଛାତ୍ରକିଛି କ୍ୟାମ୍ପସ ଭିତରେ ପଶି…
ତାଜା ଖବର ଦେଶ ଭୂମିକମ୍ପରେ ଥରିଲା ଦିଲ୍ଲୀ-ଏନସିଆର; ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୪.୦ February 17, 2025 Papirani ଦିଲ୍ଲୀ-ଏନସିଆରରେ ଆଜି ସକାଳୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ସକାଳ ପ୍ରାୟ ୫.୩୬ ମିନିଟରେ ଏହି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ଜାତୀୟ ଭୂମିକମ୍ପ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୦ ରହିଥିଲା। ଭୂମିକମ୍ପ ଏତେ ଶକ୍ତିଶାଳୀ…
ତାଜା ଖବର ରାଜ୍ୟ ରାଜଧାନୀରେ ଆପାର୍ଟମେଣ୍ଟ ଲୁଟେରାକୁ ପୁଲିସ୍ର ଏନକାଉଣ୍ଟର February 17, 2025 Papirani ରାଜ୍ୟ ବାହାରର ଲୁଟେରାକୁ ରାଜଧାନୀରେ ଏନକାଉଣ୍ଟର କଲି ପୁଲିସ୍ । ରାଜ୍ୟ ବାହାର ଲୁଟେରା ଅର୍ଜୁନ ଅନାରେକୁ ଏନ୍କାଉଣ୍ଟର କରାଯାଇଛି। ମଧ୍ୟପ୍ରଦେଶରୁ ଆସି ଭୁବନେଶ୍ୱରରେ ଚଳାଇଥିଲା ଲୁଟପାଟ୍ । ଡକାୟତି ଉଦ୍ୟମ ବେଳେ ବାଲିଅନ୍ତା କେନାଲ ବନ୍ଧରେ ଏନକାଉଣ୍ଟର ହୋଇଥିବା ଜଣାପଡିଛି।…