Day: 13 February 2025

ରାଜ୍ୟସଭାରେ ଉପସ୍ଥାପନ ହେଲା ୱକଫ୍‌ ଉପରେ ଜେପିସିର ରିପୋର୍ଟ

ସଂସଦରେ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଆଜି ଶେଷ କାର୍ଯ୍ୟ ଦିବସ। ଏହି ଅବସରରେ ୱକଫ୍‌ (ସଂଶୋଧନ) ବିଧେୟକ ଉପରେ ବିଚାର କରୁଥିବା ସଂଯୁକ୍ତ ସଂସଦୀୟ ସମିତି (ଜେପିସି)ର ରିପୋର୍ଟ ଆଜି ରାଜ୍ୟସଭାରେ ଉପସ୍ଥାପନ କରାଯାଇଛି। ରାଜ୍ୟସଭାରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ…

ବିଧାନସଭାରେ ଚମ୍ପୁଆ ବିଜେଡି ବିଧାୟକଙ୍କୁ ନବୀନଙ୍କ ତାଗିତ; ବିଜେପି ଆଡ଼କୁ ଯାଉଛନ୍ତି କି କହି କଲେ ତେରଛା ବାଣ

ଆଜି ବିଧାନସଭାର ବଜେଟ ଅଧିବେଶନରେ ଆରମ୍ଭ ହୋଇଥିବା ବେଳେ । ସେଠାରେ ପହଞ୍ଚୁ ପହଞ୍ଚୁ ଚମ୍ପୁଆ ବିଜେଡି ବିଧାୟକଙ୍କ ଉପରେ ବର୍ଷିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଚମ୍ପୁଆ ବିଧାୟକଙ୍କୁ ତାଗିତ କରି ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି…

ବୁର୍ଲା ଭୀମସାରରେ ଚିକିତ୍ସା ଅବ୍ୟବସ୍ଥା; ମୋବାଇଲ ଟର୍ଚ୍ଚ ଲଗାଇ ରୋଗୀଙ୍କୁ ଦିଆଗଲା କେମୋ

ସାମ୍ନାକୁ ଆସିଲା ବୁର୍ଲା ଭୀମସାରରେ ଚିକିତ୍ସା ଅବ୍ୟବସ୍ଥାର ଏକ କରୁଣ ଚିତ୍ର । ମୋବାଇଲ ଲାଇଟ୍ ଲଗାଇ କ୍ୟାନ୍ସର ରୋଗୀଙ୍କୁ ଦିଆଗଲା କେମୋ । ଯାହାର ଭିଡିଓ ଭାଇରାଲ ହେବାକୁ ଲାଗିଛି ।ଏଭଳି ଅଭାବନୀୟ ଦୃଶ୍ୟ ସମ୍ବଲପୁର ବୁର୍ଲା ଭୀମସାର କର୍କଟ…

ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବାଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତି

ଗିରଫ ହେଲେ ବାଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତି । ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଦ୍ୟାଧର ପତିଙ୍କୁ ଗିରଫ କରିଛି ଭିଜିଲାନ୍ସ। ବିଦ୍ୟାଧର ପତି ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭୁବନେଶ୍ବର ଶୈଳଶ୍ରୀବିହାରରେ ୧୪୬୦ ବର୍ଗଫୁଟ୍‌ର…

ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲା: ଲୁଟେରା ଗିରଫ

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ଲୁଟେରା ଗିରଫ । ରାଜ୍ୟ ବାହାରୁ ଲୁଟେରାକୁ ଗିରଫ କଲା କମିଶନରେଟ୍ ପୋଲିସ । ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଧରିଛି ନୟାପଲ୍ଲୀ ପୋଲିସ । ଆଜି ତାକୁ କୋର୍ଟରେ ହାଜର କରାଯିବ।…

ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଏଡିଇଓ

ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଏଡିଇଓ (Accountant cum Data Entry Operator) ପାର୍ଥସାରଥୀ ବିଷୋୟୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆସ୍ଥିତ ପୈତୃକ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ…