Day: 13 February 2025

ଆସନ୍ତାକାଲି ବସିବ ବିଜେପିର କୋର କମିଟି ବୈଠକ

ଆସନ୍ତାକାଲି ରାଜ୍ୟ କାର୍ଯ୍ୟାଳୟରେ ଦିନ ୧୧ ଟାରେ ବସିବ ବିଜେପିର କୋର କମିଟି ବୈଠକ । ଏହି ବୈଠକରେ ବିଜେପିର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଉପସ୍ଥିତ ରହିବେ…

ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ; ୬୦୦ ରୁ ଅଧିକ ଅସହାୟ ବୃଦ୍ଧ ତୀର୍ଥଯାତ୍ରୀ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି

ପ୍ରଶାସନର ଏକ ସ୍ୱତନ୍ତ୍ର ପଦକ୍ଷେପ ଅଧୀନରେ, ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ୨୦୦୦ ଅସହାୟ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ପବିତ୍ର ବୁଡ଼ ପକାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏପର୍ଯ୍ୟନ୍ତ ୬୦୦ ରୁ ଅଧିକ ଅସହାୟ ବୃଦ୍ଧ ତୀର୍ଥଯାତ୍ରୀ ତ୍ରିବେଣୀ ସଙ୍ଗମରେ ପବିତ୍ର…

ମୋଦି ଗ୍ୟାରେଣ୍ଟି, କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମର ଫଳ ହେଉଛି ଦିଲ୍ଲୀରେ ବିଜେପି ସରକାର: ବୈଜୟନ୍ତ ପଣ୍ଡା

ଦିଲ୍ଲୀ ବିଧାନସଭା ନିର୍ବାଚନ-୨୦୨୫ରେ ବିଜେପି ଐତିହାସିକ ବିଜୟ ଲାଭ କରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ ତଥା ମାର୍ଗଦର୍ଶନରେ ଦିଲ୍ଲୀବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି । ଗତ ୨୭…

ଲୋକସଭାରେ ଆଗତ ହେଲା ନୂଆ ଆୟକର ବିଲ୍ ୨୦୨୫

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଆଜି ନୂଆ ଆୟକର ବିଲ୍ ଆଗତ କରିଛନ୍ତି । ଫେବୃଆରୀ ୭ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍ କୁ ଅନୁମୋଦନ କରିଥିଲା । ଏହି ନୂଆ ବିଲ୍ ପ୍ରାୟ ୬୦ ବର୍ଷ ପୁରୁଣା…

ଆଦିବାସୀ ନାବାଳିକାଙ୍କ ଗଣବଳାତ୍କାର ଘଟଣା; ଲକ୍ଷ୍ମୀପୁର ଗସ୍ତ କଲା ବିଜେଡି ଟିମ

ଲକ୍ଷ୍ମୀପୁରରେ ନାବାଳିକା ଆଦିବାସୀ ଝିଅକୁ ଗଣବଳାତ୍କାର ଅଭିଯୋଗର ଆଶ୍ଚର୍ଯ୍ୟଜନକ ଘଟଣାର ତଦନ୍ତ କରିବା ପାଇଁ ଗୁରୁବାର ବିଜେଡିର ଏକ ଉଚ୍ଚସ୍ତରୀୟ ତଥ୍ୟ ଅନୁସନ୍ଧାନକାରୀ ଦଳ କୋରାପୁଟର ଲକ୍ଷ୍ମୀପୁର ଗସ୍ତ କରିଛି। ସ୍ନେହାଙ୍ଗିନୀ ଛୁରିଆ, ପଦ୍ମିନୀ ଦିଆନ୍, କୌଶଲ୍ୟା ହିକକା, ସସ୍ମିତା ମେଲେକା,…

ଏଡିଇଓଙ୍କ ପାଖରୁ ମିଳିଲା କୋଟି କୋଟି ଟଙ୍କାର ଅମାପ ସମ୍ପତ୍ତି

କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଏଡିଇଓ (Accountant cum Data Entry Operator) ପାର୍ଥସାରଥୀ ବିଷୋୟୀଙ୍କ ପାଖରୁ ମିଳିଲା କୋଟି କୋଟି ଟଙ୍କାର ଅମାପ ସମ୍ପତ୍ତି । ଭିଜିଲାନ୍ସ ପକ୍ଷରୁ ଆଜି ସକାଳୁ ହୋଇଥିବା ଚଢ଼ଉରେ ଏହି ସମସ୍ତ ସ୍ଥାବର ଅସ୍ଥାବର…

କାମ ଆମର କ୍ରେଡିଟ୍ ନେଉଛି ବିଜେପି ସରକାର: ନବୀନ

ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପି ସରକାରଙ୍କୁ ନେଇ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି ବିଭିନ୍ନ ଯୋଜନାରେ ସଫଳତା ଆମ ସରକାର ଆଣିଲା କିନ୍ତୁ ଏବେ…

ବିଜେପି ହ୍ବୁସିଲ୍ ମାରିଲେ ଖଣ୍ଡ ଖଣ୍ଡ ହୋଇଯିବ ବିଜେଡି: ଜୟନାରାୟଣ ମିଶ୍ର

ଆଜି ବିଧାନସଭା ପ୍ରବେଶ ଦ୍ବାରରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ବିଧାନସଭା ସମ୍ମୁଖରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଗିଦ କରିଥିବା କଥା ଏବେ ରାଜନୀତିର ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ନେଇ ପ୍ରତିକ୍ରିୟାରେ…

ନବୀନଙ୍କ ତାଗିଦ ପରେ ସନାଙ୍କ ପ୍ରତିକ୍ରିୟା; ବିଜେଡି ସହ ଅଛି, ରହିଛି ଏବଂ ରହିବି

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ତାଗିଦ ପରେ ପ୍ରତିକ୍ରିୟା ଦେଇଛନ୍ତି ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡ । ସେ କହିଛନ୍ତି ବିଜେଡି ସହ ଅଛି, ରହିଛି । ମୁଁ ଦଳ ଠାରୁ ଦୂରେଇନି, ଦଳ ସହ ଅଛି, ରହିଛି ଏବଂ…

୫ ବର୍ଷ ମଧ୍ୟରେ ପୂରଣ କରାଯିବ ୧.୫ ଲକ୍ଷ ସରକାରୀ ଚାକିରି

ଓଡ଼ିଶା ବିଧାନସଭାରେ ଆଜିଠାରୁ ଆରମ୍ଭ ହୋଇଛି ବଜେଟ୍ ଅଧିବେଶ । ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଅଭିଭାଷଣରେ କହିଛନ୍ତି ଆମ ଓଡିଶା ଖଣିଜ ସମ୍ପଦରେ ଭରପୂର। ଓଡିଶା ନିଜ ଐତିହ୍ୟ ଏବଂ କୀର୍ତ୍ତିରାଜିକୁ ନେଇ ପରିଚିତ। ଗରିବ, ଯୁବକ, ଅନ୍ନଦାତା…