Day: 12 February 2025

କନିଷ୍ଠ ଶିକ୍ଷକଙ୍କ ଦରମା ବଢାଇଲେ ରାଜ୍ୟସରକାର

କନିଷ୍ଠ ଶିକ୍ଷକଙ୍କ ପାଇଁ ଖୁସି ଖବର ଆଣିଲେ ରାଜ୍ୟସରକାର । ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା । ସମଗ୍ର ଶିକ୍ଷା ଅଭିଯାନ ଅଧିନରେ କାର୍ଯ୍ୟରତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କ ଦରମା ୫ ହଜାର ଟଙ୍କା ବୃଦ୍ଧି କରିଛନ୍ତି…

ଦେଶରେ ୮୦୫ଟି ଆପ୍ସ ଓ ୩୨୬୬ଟି ୱେବସାଇଟ୍‌ ବ୍ୟାନ୍‌ କଲେ କେନ୍ଦ୍ର ସରକାର

ସାଇବର କ୍ରାଇମ୍‌କୁ ରୋକିବାକୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ । ଦେଶରୁ ବ୍ୟାନ ହେଲା ୮୦୫ ଟି ଆପ୍ସ ସହ ୩ହଜାର ୨୬୬ଟି ୱେବସାଇଟ୍ । ସଂସଦୀୟ ଦଳ କମିଟି ନିଷ୍ପତ୍ତି ପରେ ବ୍ୟାନ୍ କଲେ ସରକାର । ବ୍ୟାନ୍‌ ନେଇ କେନ୍ଦ୍ର…

ଏଥର ବିଧାନସଭାରେ ପେପର ନୁହେଁ ଟ୍ୟାବ୍‌ରେ ପଢ଼ିବେ ବିଧାୟକ

ବିଧାନସଭାରେ ଏବେ ସ୍ମାର୍ଟ ହେବେ ବିଧାୟକ। ବିଧାନସଭାରେ ଆଉ କାଗଜ ନୁହେଁ ଲାଗିଲା ଟ୍ୟାବ୍ । ଯାହା ଫଳରେ ଏଥର ବିଧାନସଭାରେ ପେପର ନୁହେଁ ଟ୍ୟାବ୍‌ରେ ପଢ଼ିବେ ବିଧାୟକ। ଆଜି ପେପର୍ ଲେସ୍ ବିଧାନସଭା ଉଦଘାଟନ ହୋଇଛି । ବିଧାନସଭା ଗୃହରେ…

ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକଙ୍କ ପରଲୋକ 

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଲକ୍ଷ୍ନୌ ପିଜିଆଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଆଜି ହସ୍ପିଟାଲ ପକ୍ଷରୁ ସୂଚନା…

ମାନସ ଚୌଧୁରୀଙ୍କ ଉପରୁ ହଟିଲା ନିଲମ୍ବନ

ଓଡ଼ିଶା ପ୍ରଦେଶ କଂଗ୍ରେସକୁ ମିଳିଛି ଏହାର ନୂଆ ମୁଖିଆ । ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ନିଯୁକ୍ତ କରାଯାଇଛି । ନୂଆ ପିସିସି ସଭାପତି ହେବା ପରେ କଂଗ୍ରେସରେ ହଲ୍‌ଚଲ ସୃଷ୍ଟି…

ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡିଲେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା

୨୦୨୫ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ ଖେଳ ପ୍ରେମୀଙ୍କ ପାଇଁ ବଡ ଝଟକା। ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡିଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଦ୍ରୁତବୋଲର ଯଶପ୍ରୀତ ବୁମ୍‌ରା । ବିସିସିଆଇ ପକ୍ଷରୁ ଚୂଡ଼ାନ୍ତ ଦଳ ଘୋଷଣା କରାଯାଇଥିବା ବେଳେ ସେଥିରୁ…